ପୁଷ୍ପା ଫିଲ୍ମ୍ ର ସାମୀ ସାମୀ ଗୀତର ହିନ୍ଦୀ ଭାଷା ପରେ, ଓଡ଼ିଆ ରେ ଗାଇଲେ ଅସୀମା ପଣ୍ଡା । ଦେଖ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଷ୍ପା ଫିଲ୍ମ୍ ର ସାମୀ ସାମୀ ଗୀତର ହିନ୍ଦୀ ଭାଷା ପରେ, ଓଡ଼ିଆ ରେ ଗାଇଲେ ଅସୀମା ପଣ୍ଡା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ ଙ୍କ ଏକ ସୁନ୍ଦର୍ ସୃଷ୍ଟି ହେଉଛନ୍ତି ସେ । ଦେଖିବାକୁ ଯେତିକି ସୁନ୍ଦର୍ କଣ୍ଠ ରେ ମଧ୍ୟ ସେତିକି ମଧୂର୍ଯ୍ୟ । ତେବେ ସେ ଘରେ ଘରେ ପରିଚିତ ଅସୀମା ପଣ୍ଡା । ନିଜର ସୁମଧୁର କଣ୍ଠ ରେ ଗୋଟେ ପରେ ଗୋଟେ ସୁପରହିଟ ସଙ୍ଗୀତ ଦେଇଛନ୍ତି । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସେ ବେଶ୍ ଚର୍ଚ୍ଚିତ । ଘରେ ଘରେ ତାଙ୍କ ସ୍ୱର ର ଚମତ୍କାରିତା ଶୁଣିବାକୁ ମିଳି ଥାଏ । ନିଜ ର କଣ୍ଠ ପାଇଁ ଓଡ଼ିଶା ରେ ଓଳିଓଡ଼ ଇଣ୍ଡଷ୍ଟ୍ରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।

 

ତେବେ ଅସୀମା ପଣ୍ଡା ଏହି ପୁଷ୍ପା ଫିଲ୍ମ ର ସାମି ସାମି ଗୀତକୁ ଓଡ଼ିଆ ରେ ଗାଇଛନ୍ତି।ଏହାକୁ ଲୋକମାନେ ଅଧିକ ପ୍ରଶଂସା କରିଛନ୍ତି। ହ୍ୟୁମାନ ସାଗର ଓ ଅସୀମା ପଣ୍ଡା ଉଭୟ ମିଶି ଏହି ଗୀତରେ କଣ୍ଠଦାନ କରିଛନ୍ତି। ପୁଷ୍ପା’ ଫିଲ୍ମର ସମସ୍ତ ଗୀତ ଅନ୍ୟ ଭାଷା ସହିତ ହିନ୍ଦୀରେ ମଧ୍ୟ ରିଲିଜ୍ ହେଉଛି । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କୁ ଚନ୍ଦନ ଚୋରା ଚାଲାଣକାରୀ ପୁଷ୍ପା ରାଜ ଭୂମିକାରେ ଦେଖିବାକୁ ମିଳିଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁକୁମାର, ଯିଏ ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କ ସହ ‘ଆର୍ଯ୍ୟ’ ଓ ‘ଆର୍ଯ୍ୟ ୨’ ‘ଭଳି ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି ।

 

ଫିଲ୍ମର ସମସ୍ତ ଭାଷା ପାଇଁ ସଙ୍ଗୀତ ବିଭିନ୍ନ ଭାଷାରେ ରଚନା କରାଯାଇଛି । ‘ପୁଷ୍ପା’ ଫିଲ୍ମକୁ ତେଲୁଗୁ, ତାମିଲ, ମାଲାୟାଲମ୍ ଓ କନ୍ନଡ ସହିତ ହିନ୍ଦୀରେ ରିଲିଜ ହୋଇଛି।ଗୀତ ରିଲଜ ହେବାର କିଛି ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ପ୍ରଶଂସକ ଏହା ଉପରେ କମେଣ୍ଟ ଦେଇସାରିଲେଣି ।ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର କାହାଣୀ ଆନ୍ଧ୍ର ପ୍ରଦେଶର ପାହାଡରେ ନାଲି ଚନ୍ଦନ ଡକାୟତି ଉପରେ ଆଧାରିତ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *