ସୌମ୍ୟ ରଞ୍ଜନ ଙ୍କ ମ-ର-ଣ ମାମଲାରେ ଅଭିଯୋଗ ହେଉଥିବା ସିଙ୍ଗର ସୋନାଲି ନନ୍ଦ ଙ୍କ ଷ୍ଟେଜ ଭିଡ଼ିଓ ଭାଇରଲ। ଦେଖ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୌମ୍ୟ ରଞ୍ଜନ ଙ୍କ ମ-ର-ଣ ମାମଲାରେ ଅଭିଯୋଗ ହେଉଥିବା ସିଙ୍ଗର ସୋନାଲି ନନ୍ଦ ଙ୍କ ଷ୍ଟେଜ ଭିଡ଼ିଓ ଭାଇରଲ। ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ମ-ରି-ବା ପୂର୍ବରୁ ଶେଷ ଚିଠି । ଆ-ତ୍ମ-ତ୍ୟା-ଗ ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁ-ଇ-ସା-ଇ-ଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ । ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରିଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃ-ତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ । ଏହା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ନାମ ହେଉଛି ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । 

 

କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମ୍‌ରେ । ସେହି ପରିଚୟରୁ ନିବିଡ଼ତା ଆସେ ଉଭୟଙ୍କ ସମ୍ପର୍କରେ । ଏକଥା ସୌମ୍ୟଙ୍କ ପରିବାର ଲୋକେ ବି ଜାଣିଥିଲେ । ସେଥିପାଇଁ ବିବାହ ଯାଏଁ କଥା ବି ଯାଇଥିଲା । କିନ୍ତୁ ଗତ ୨୯ ଦିନ ଭିତରେ ବିଗିଡ଼ିଗଲା ସମ୍ପର୍କ । ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟ ଜାଣିବା ପରେ ଶେଷରେ ଆ-ତ୍ମ-ତ୍ୟା-ଗ କରିିଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ବାପା କିନ୍ତୁ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି । 

 

ସୂଚନା ଅନୁଯାୟୀ ଉକ୍ତ ଯୁବତୀ ସୋନାଲି କିଛିଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବା କଥା ଜାଣିବାରୁ ସେ ଭାଙ୍ଗି ପଡ଼ିଥିଲେ । ରବିବାର ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ । ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ । ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରେମିକା ର ପ୍ରତାରଣ କୁ ସହ୍ୟ ନକରି ପାରି ର-ସି ଦେଇ ଦେଇଛନ୍ତି।ତେବେ ରସି ଦେବା ପୂର୍ବ ରୁ ସେ ଏକ ଚିଠି ରେ ସବୁ କିଛି ଲେଖି ଛନ୍ତି ଓ ତାଙ୍କ ପ୍ରେମିକା ଙ୍କୁ କଠୋର ଦ-ଣ୍ଡ ଦେବା ପାଇଁ ମଧ୍ୟ ଅନୁରୋଧ କରି ଏହି ଚିଠି ରେ ଲେଖି ଛନ୍ତି । 

 

ତେବେ ବନ୍ଧୁଗଣ ମୃ-ତ ପ୍ରେମିକ ଜଣକ ହେଉଛନ୍ତି ସୌମ୍ଯରଞ୍ଜନ ଓ ଧୋକା ଦେଇଥିବା ପ୍ରେମିକା ଜଣକ ହେଉଛନ୍ତି ଜଣା ଶୁଣା କଣ୍ଠଶିଳ୍ପୀ ସୋନାଲୀ ନନ୍ଦ ।ସେ ଷ୍ଟେଜରେ ଗୀତ ଗାଉଥିବାର ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଚି। ଭୁବନେଶ୍ଵର ର CET କଲେଜ ର ବାର୍ଷିକ ଉତ୍ସବରେ “ଆଙ୍ଖ ମାରେ” ଗୀତ ଗାଉଥିବାର ନଜର ଆସିଛନ୍ତି। ତେବେ ଉଭୟଙ୍କ ପ୍ରେମ ଏତେ ବଢି ଯାଇଥିଲା ଯେ ପ୍ରେମିକା ସୋନାଲୀ ନନ୍ଦ ଙ୍କ ଅ-ତ୍ୟା-ଚା-ର କୁ ସହ୍ୟ ନକରି ପାରି ନିଜ ପରିବାର କୁ ଭୁଲିଯାଇ ଆ-ତ୍ମ-ତ୍ୟା-ଗ କରିଛନ୍ତି । ତେବେ ପରିବାର ଲୋକ କହିଛନ୍ତି ଯେ ସେ ଝିଅ କୁ କଠୋର ଦ-ଣ୍ଡ ମିଳୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.