ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଲିଉଡ୍ ସଙ୍ଗୀତ ଜଗତ ରୁ ଶୁଣିବାକୁ ମିଳିଛି ଏକ ଦୁଃଖଦ ଖବର । ତେବେ ବନ୍ଧୁଗଣ ବଲିଉଡ୍ ର ଜଣେ ନାମୀଦାମୀ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କୁ ନେଇ କେଉଁ ଦୁଃଖଦ ଖବର ସାମ୍ନା କୁ ଆସିଛି, ଆସନ୍ତୁ ଜାଣି ନେବା ।
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ପୂର୍ବ ମାସ ରେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ,କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ବିଗିଡି ଯାଇଛି ।ତେବେ ବର୍ତ୍ତମାନ ସେ ଭେଣ୍ଟିଲେଟର ରେ ଚିକିତ୍ସିତ ହେଉଛନ୍ତି ।
ତେବେ ପୂର୍ବରୁ ସେ କରୋନା ରେ ସଂକ୍ରମିତ ହୋଇଥିଲେ । ତେବେ ଜାଣି ରଖୁଛୁ ଯେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କୁ ବର୍ତ୍ତମାନ 92 ବର୍ଷ ହୋଇଅଛି । ତେବେ ପୂର୍ବରୁ ତାଙ୍କୁ କରୋନା ହେବା ପରେ ଜାନୁୟାରୀ 8 ତାରିଖ ରେ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟର ରୁ ବାହାରକୁ ଅଣା ଯାଇଥିଲା ।
ତେବେ ବର୍ତ୍ତମାନ ତାଙ୍କ ଦେହ ପୁଣି ଗୁରୁତର ହୋଇ ଯାଇଛି ,ସେଥିପାଇଁ ତାଙ୍କୁ ପୁଣି ଏବେ ଭେଣ୍ଟିଲେଟର ରେ ରଖା ଯାଇ ତାଙ୍କର ଚିକିତ୍ସା କରା ଯାଉଛି ।ତେବେ ଡକ୍ଟର କହିଛନ୍ତି ଯେ ବର୍ତ୍ତମାନ ଲତା ଙ୍କ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡ଼ିଛି । ଆଉ ସେଥିପାଇଁ ତାଙ୍କୁ ତୁରନ୍ତ ଭେଣ୍ଟିଲେଟର କୁ ସ୍ଥାନାନ୍ତରିତ କରାଯାଇଛି ।
ଏହା ସହିତ ମଧ୍ୟ ଏକ ଡ଼ାକ୍ତରୀ ଟିମ୍ 24 ଘଣ୍ଟା ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ କରୋନା ସଂକ୍ରମିତ ହେବା ପରେ ସେ ଦୁର୍ବଳ ହୋଇ ପଡିଛନ୍ତି । ତେବେ ଲତା ମଙ୍ଗେସକର ଙ୍କ ଚିକିତ୍ସା ସମୟ ରେ ମୃ-ତ୍ୟୁ ହୋଇଥିବାର ମିଛ ଖବର ପ୍ରଚାରିତ ହୋଇଥିଲା । ତେବେ ତାଙ୍କର ପରିବାର ତରଫ ରୁ ଏକ ଟୁଇଟ ମାଧ୍ୟମ ରେ ଜଣା ଯାଇଛି ଯେ ଏହି ଖବର ଏକ ଗୁଜବ ଆଉ ଏଭଳି ମିଛ ଖବର କୁ ପ୍ରଚାର କରିବା ଦୟାକରି ବନ୍ଦ କରନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।