ଆଜି ଜେଲ ରୁ Call କଲେ Ariyan ମା ଗୌରୀ ଙ୍କ ପାଖକୁ କାନ୍ଦି କାନ୍ଦି କହିଲେ ଏମିତି… ଆସନ୍ତୁ ଶୁଣିବା ଏହି କଲ ରେକର୍ଡ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଖବର ମିଡ଼ିଆ କୁ । ଆଜି ଆମେ ଶୁଣିବା ଆରୀୟନ ଖାଁ କଲ ରେକର୍ଡ ଯେଉଁ ୧୦ ମିନିଟ ରେ ଭୋ ଭୋ କାନ୍ଦି ଏମିତି କହିଲେ ଆସନ୍ତୁ ଶୁଣିବା କଣ କହିଲେ Ariyan ନିଜ ମା ଗୌରୀ ଙ୍କୁ । ଆସନ୍ତୁ ପ୍ରଥମେ ଖବର ଟି ପଢ଼ିନେବା ତାପରେ ଶୁଣିବା ଏହି କଲ ରେକର୍ଡ ।

ଆରୀୟନ ମନତ ର ରାଜକୁମାର ଖୋଲା ଆକାଶ ର ଚଢେଇ ଆଜି ଚାରିକାନ୍ଥ ଭିତରେ । ସାରୁଖାନ ଏହି ଘଟଣା ନେଇ ଏବେ ଚିନ୍ତାରେ । ସାରୁଖାନ ଙ୍କୁ ମଧ୍ୟ ବହୁତ କ୍ଷେତି ସହିବାକୁ ପଡୁଛି । ଅନେକ ବ୍ରାଣ୍ଡ ର ଅମ୍ବାସଡର ର କଣ୍ଟାର୍କ ହରେଇ ସାରିଲେଣି । ଆଜି ଆରୀୟନ ଙ୍କୁ ନିଜ ମା ଗୌରୀଙ୍କ ସହ …

କଥା ହେବାକୁ ୧୦ ମିନିଟ ମିଳିଥିଲା ଦଶହରା ଭେଟି ଭାବରେ । ତେବେ ଏହି ଫୋନ କଲରେ ସେ ବହୁତ ଭାବବିହଲ ହେଇ ପଡ଼ିଥିଲେ ଓ ଭୋ ଭୋ ହେଇ 5 ମିନିଟ କାନ୍ଦିଥିଲେ ଓ ତାଙ୍କ ମା ବୁଝାଇ ଥିଲେ ତାପରେ Ariyan କାନ୍ଦି କାନ୍ଦି କହିଲେ…

ମା ମତେ ଏଠି ଭଲ ଲାଗୁନି ଏ ଖାଇବା ମୋତେ ରୁଚୁନି ମୋ ପାଇଁ ପଇସା ପଠାଓ ମୁଁ ଖାଇବି ନହେଲେ ଖାଇବା ବିନା ମୁ ମରିଯିବି ଆଉ ମୋର ଶୀଘ୍ର ବେଲ କରେଇ ଦିଅ । ମୁଁ ଘରକୁ ଯିବି କାନ୍ଦି କାନ୍ଦି କହିଥିଲେ । ତଳେ ଦେଖନ୍ତୁ Video ।

ଯଦି ଆପଣ ଆଗକୁ ଏହି ଭଳି Video ଦେଖିବାକୁ ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ Like କରନ୍ତୁ । ଜୟ ଜଗନ୍ନାଥ ।

 

Leave a Reply

Your email address will not be published. Required fields are marked *