ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅଭିନେତା ବାବୁଶାନ୍ ତାଙ୍କ ପୁଅ ସହ ମଜା କରୁଥିବା ଦୃଶ୍ୟ । ଦେଖ Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅଭିନେତା ବାବୁଶାନ୍ ତାଙ୍କ ପୁଅ ସହ ମଜା କରୁଥିବା ଦୃଶ୍ୟ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

 

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ। ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନଙ୍କୁ ନେଇ ମଧ୍ୟ ଅନେକ ନୂଆ ନୂଆ ଖବର ସବୁ ଦେଖିବାକୁ ମିଳିଥାଏ। ସେହି ସବୁ ଖବର ସିନେ ଷ୍ଟାର ମାନଙ୍କର ରିଏଲ୍ ଲାଇଫ୍ କୁ ନେଇ ହୋଇଥାଏ, ଆଉ କିଛି ସେମାନଙ୍କର ସିନେ ଲାଇଫ୍ କୁ ନେଇ ହୋଇଥାଏ। 

 

ଏବେ କିନ୍ତୁ ସୋସିଆଲ୍ ମିଡିଆରେ ପ୍ରଥମ ଥର ପାଇଁ ଜଣେ ସିନେ ଷ୍ଟାରଙ୍କର ସମସ୍ତ ପରିବାର ଲୋକଙ୍କୁ ଦେଖିବାକୁ ମିଳିଛି ଏକାଠି ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଦେଖିବାକୁ ମିଳିଲା ସୁପରଷ୍ଟାର ବାବୁଶାନ୍ ଙ୍କ ଫ୍ୟାମିଲିର ସମସ୍ତ ମେମ୍ବରଙ୍କୁ ଏକାଠି, ଏବଂ ସମସ୍ତେ ବାବୁଶାନ୍ ଙ୍କ କୁନି ପୁଅ ସହ ବେଶ୍ ଖୁସିରେ ନିଜର ସମୟ ବିତାଉଥିବାର ଦେଖିବାକୁ ମିଳିଛି। ବାବୁଶାନ୍ ଙ୍କ ବାପା ଉତ୍ତମ ମହାନ୍ତି ନାତି ସହିତ ଖେଳୁଥିବା ସହ ବେଶ୍ ଖୁସି ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। 

 

ଏହା ସହ ବାବୁଶାନ୍ ଙ୍କ ମାଆ ଅପରାଜିତା ମଧ୍ୟ ନାତିକୁ ଧରିଥିବାର ଏବଂ ତାକୁ ଖେଳାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ବାବୁଶାନ୍ ଙ୍କ ସ୍ତ୍ରୀ ଏବଂ ବାବୁଶାନ୍ ନିଜେ ମଧ୍ୟ ନିଜର ପୁଅ ସହ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଛି। ବାବୁଶାନ୍ ଙ୍କ ପୁଅ ହେବାପରେ ପରେ, ଏପରି ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *