ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମନ୍ତ୍ରୀ ପ୍ରତାପ ଜେନା ଙ୍କ କାର ଦୁ-ର୍ଘ-ଟ-ଣା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ବା ରାଜ୍ୟ କୁ ଚଳାଇବା ପାଇଁ ସରକାର ରହିଛନ୍ତି। ତେବେ ସରକାର ମନ୍ତ୍ରୀ ମାନଂକୁ ନିଯୁକ୍ତି ଦେଇ ସମସ୍ତ ଉନୟନ ମୂଳକ କାର୍ଯ୍ୟ ରେ ନିୟଜିତ୍ କରି ଥାନ୍ତି। ତେବେ ସବୁ ମନ୍ତ୍ରୀ ମାନେ ଗୋଟିଏ ଗୋଟିଏ ପଦ ରେ ରହି ଥାନ୍ତି। ଆଉ ତାଙ୍କୁ ଜଉ କାର୍ଯ୍ୟ ଦିଆ ଯାଇ ଥାଏ ସେହି କାର୍ଯ୍ୟ କରି ଥାନ୍ତି। ତେବେ ଆମ ରାଜ୍ୟ ରେ ପ୍ରତେକ ଜିଲ୍ଲା ରେ ଜଣେ ଜଣେ ଏମେଲେ ରହିଛନ୍ତି। ତେବେ ଓଡିଶା ରାଜନୀତି ରେ ଅନେକ ମନ୍ତ୍ରୀ ,ବିଧାୟକ ରହିଛନ୍ତି। ତେବେ ସେମାନେ ନିଜ ରାଜ୍ୟ୍ ର ଉନତ୍ କରିବା ରେ ଲାଗି ଥାନ୍ତି।
ତେବେ ରାଜନୀତି ରେ ଅନେକ ଭଲ ମନ୍ତ୍ରୀ ମଧ୍ୟ ରହିଛନ୍ତି ଆଉ ଅନେକ ଖରାପ ମନ୍ତ୍ରୀ ମଧ୍ୟ ରହିଛନ୍ତି। ତେବେ ସେମାନେ ସବୁବେଳେ ତାଙ୍କ କାର୍ଯ୍ୟ ପାଇଁ ଲୋକ ଙ୍କ ପାଖରେ ପରିଚିତ ହୋଇ ଥାନ୍ତି। ତେବେ ପ୍ରତାପ ଜେନା ଙ୍କୁ ତ୍ ସମସ୍ତେ ଭଲ ଭାବରେ ଜାଣିଥିବେ। ସେ ଜଣେ ଭଲ ରାଜନେତା । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।
୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନ ରେ ସେ କିସାନ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ୧୧ଶ ,୧୨ଶ ,୧୩ଶ,୧୪ଶ ଓଡିଶା ବିଧାନ ସଭା କୁ ନିର୍ବାଚତ ହୋଇ ଥିଲେ। ତେବେ ସେ ଅନେକ ଭଲ କାମ କରି ଆମ ରାଜ୍ୟ ରେ ପରିଚିତ ହୋଇ ଛନ୍ତି। ତେବେ ସୂଚନା ମିଳିଛି କି କାର୍ଯ୍ୟରତ୍ ଥିଲା ବେଳେ ରାଜ୍ୟ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଜଣେ ଭଲ ମଣିଷ ଥିଲେ।
ତେବେ ଏବେ ସୂଚନା ଅନୁଯାୟୀ ତାଙ୍କର ଗାଡି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଛି। ଗାଡି ର ଭାର ସମ୍ୟ ହରାଇ କନ୍ଧ ମାଳ ଜିଲ୍ଲା ଫେଟ କୁଲ ଘଟି ର ରାସ୍ତା କଡ଼ କୁ ଖସି ଯାଇ ଥିଲା। ତେବେ ସୂଚନା ମିଲିଚି କି ସେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।ତାଙ୍କ ଗାଡି ପ୍ରଚାର ପାଇଁ ଯାଉ ଥିବା ବେଳେ ଏହି ଭଳି ଘଟିଛି।ତେବେ ଦୁ-ର୍ଘ-ଟ-ଣା ରେ କୌଣସି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି। ତେବେ ସଦର ଥାନା ଆରକ୍ଷୀ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ଘଟଣା ର ଯାଞ୍ଚ କରିଛି। ତେବେ ସେ ଏବେ ଠିକ ଅଛନ୍ତି ବୋଲି ଜଣା ପଡିଛି। ଏହି ଖବର ଏବେ ଭାଇରଲ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।