ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମ-ର-ଣ ପରେ ନିଜ ପରିବାର ପାଇଁ ଲତା ମଙ୍ଗେସକର ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଲୋକ ମାନେ ନିଜର ମନରଞ୍ଜନ ପାଇଁ ଅନେକ କିଛି କରିଥାନ୍ତି। ତେବେ କେହି କେହି ନାଚ ଦେଖିବା କୁ , ଗୀତ ଶୁଣିବା କୁ ଫିଲ୍ମ ଦେଖିବା କୁ ଆଦି ପସନ୍ଦ କରନ୍ତି। ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ ଖୁସି , ହସ , ମଜା ଆଦି କରିବାକୁ ସମୟ ପାଉ ନାହାନ୍ତି। ତେବେ କହିବା କୁ ଗଲେ ଗୀତ ଗୋଟେ ଏମିତି ଜିନିଷ ଯାହା ଆପଣ ଶୁଣିଲା ମାତ୍ରେ ଖୁସି ହେଇଯିବେ। ତେବେ ଦେଖିବା କୁ ଗଲେ ସମସ୍ତେ ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି ଆଉ ଗୀତ ଗାଉ ଥିବା ସିଙ୍ଗର ମାନଂକୁ ମଧ୍ୟ।
ତେବେ ଆପଣମାନେ ଲତା ମଙ୍ଗେସକର ଙ୍କୁ ତ୍ ଜାଣି ଥିବେ। ସେ ଆମ ଭାରତର ସବୁଠୁ ଲୋକ ପ୍ରିୟ ଗୟିକା। ସେ ଛୋଟ ବେଳୁ ଗୀତ ଗାଇବା ଆରମ୍ଭ କରିଛନ୍ତି। ତେବେ ସେ ବଲିଉଡ଼ ରେ ଅନେକ ପୁରୁଣା ନୂଆ ଗୀତ ମଧ୍ୟ ଗାଈଛନ୍ତି। ଯାହା ପାଇଁ ସେ ଭାରତ ରେ ଘରେ ଘରେ ପରିଚିତ। ଆଉ ତାଙ୍କୁ ସମସ୍ତେ ଫିଲ୍ମ ଅଭିନେତା ମାନେ ମଧ୍ୟ ବହୁତ ଭଲ ପାନ୍ତି ଓ ସମ୍ମାନ ମଧ୍ୟ କରନ୍ତି। ତେବେ ତାଙ୍କର ଗତ କାଲି ପରଲୋକ ହୋଇଛି । ତେବେ ସୂଚନା ଅନୁଯାୟୀ ସେ ଜାନୁଆରୀ ୮ ରେ ତାଙ୍କୁ କୋରୋନା ହୋଇଥିଲା।
ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ର ବ୍ରିଜ କାଣ୍ଡି ହସ୍ପିଲା ରେ ଭର୍ତି କରା ଯାଇଥିଲା। ତେବେ ଗତ କାଲି ତାଙ୍କ ମ-ର-ଣ ପରେ ଦେଶ ରେ ଶୋକ ର ଛାୟା ଦେଖା ଦେଇଛି। ତେବେ ତାଙ୍କର ମ-ର-ଣ ୯୩ ବର୍ଷ ରେ ହେଲା। ସେ ସେପ୍ଟେମ୍ୱର ୨୮ ୧୯୨୯ ମସିହା ରେ ଜନ୍ମ ହୋଇଥିଲେ। ଗୋଟିଏ ମାଧ୍ୟମ ପରିବାର ରେ ଜନ୍ମ ହୋଇଥିଲେ। ବାପା ଥିଲେ ମହାନ ମରାଠୀ ସଂଗୀତକାର ଦିନ ନାଥ ମଙ୍ଗେସକର । ତେବେ ୧୩ ବର୍ଷ ବୟସ ରେ ପିତା ଙ୍କ ମ-ର-ଣ ପରେ ସେ ତାଙ୍କ ଘର ସମ୍ଭାଳି ଥିଲେ , ଅନେକ ଦୁଃଖ କଷ୍ଟ ସହି ଥିଲେ।
ତେବେ ତାଙ୍କର ଏତେ ବର୍ଷ ଗାୟିକା ଭିତରେ ସେ ଅନେକ ପଇସା ରୋଜଗାର କରିଛନ୍ତି। ତେବେ ଦେଖିବା କୁ ଗଲେ ୪୦୦ କୋଟି ଟଙ୍କା ର ମାଲିକାଣି ନିଜେ ଲତା କାରଣ ସେ ବିବାହ କରି ନ ଥିଲେ। ତେଣୁ ଏହି ସବୁ ସମ୍ପତି ତାଙ୍କର।ତେବେ ସେ ଏତେ ବଡ଼ ସେଲିବ୍ରିଟି ହୋଇ ମଧ୍ୟ ଦକ୍ଷିଣ ମୁମ୍ବାଇ ର ପେଡ ର୍ ରୋଡ଼ ସ୍ଥିତତ ପ୍ରଭୁ କୁଞ୍ଜ ବିଲଡିଂ ରେ ରହୁ ରହୁ ଥିଲେ।ତେବେ ସାଧାରଣ ଲୋକ ଭଳି ଚଳୁଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।