ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଡିଓ ହେଲା ଭାଇରଲ । ଶୁଣନ୍ତୁ କେମିତି ନାଳୁଆ କଥା ହେଲେ ଯୁବତୀ ସହ

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଲା ରସିକିଆ ବାବୁଙ୍କ କଳା କାରନାମା ।ତେବଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। 

 

ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆ-ରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ କିଛି ଶିଖିବାକୁ ପାଉଛନ୍ତି ଆଉ କିଛି ଭିଡିଓ ଅଛି ଯାହା ପାଇଁ ଲୋକମାନେ ଖ-ରା-ପ ମଧ୍ୟ ହେଉଛନ୍ତି।  ଲୋକ ମାନେ ନିଜର ଇଚ୍ଛା ପୂରଣ ପାଇଁ ସବୁ କିଛି କରି ପାରିବେ। ଆଜିର ସମାଜ ରେ ରହି ଥିବା ଶିକ୍ଷିତ ମାନେ ହିଁ ଏହି ଭଳି କାର୍ଯ୍ୟ କରୁଛନ୍ତି। ନିଜର ପଦବୀ ର ଫାଇଦା ଉଠାଇ ଲୋକ ଙ୍କ ସହ ଖେଳୁଛନ୍ତି। ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। 

 

ତେବେ ସୋ-ସି-ଆ-ଲ୍ ମି-ଡି-ଆରେ ଏବେ ଏକ ଏପରି ଅଡିଓ ଭା-ଇ-ରା-ଲ୍ ହେଉଛି ଯାହାକୁ ଶୁଣି ଲୋକମାନେ ବହୁତ କଥା କହୁଛନ୍ତି, ଆଉ ଏହି ଅଡିଓକୁ ନେଇ ସୋ-ସି-ଆ-ଲ୍ ମି-ଡି-ଆ-ରେ ଅନେକ କମେଣ୍ଟ୍ ଆସୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏକ  ଅଡିଓ ରେକର୍ଡ ଏବେ ଭା-ଇ-ର-ଲ ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ସେହି କଲ ରେକର୍ଡ଼ ଟି ହେଉଛି ସମ୍ବଲପୁର ରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁ ଥିବା ପଦ୍ମନାଭ ବେହେରା ଆଉ ଜଣେ ଯୁବତୀ ଙ୍କର। ତେବେ ଜିଲ୍ଲାପାଳ ସେ ଯୁବତୀ କହୁଛନ୍ତି,” ତମେ ରୁମ କୁ ଯାଇକି ଗୋଟେ ଫୋଟୋ ଦିଅ …..ତମର ଉଚତା କେତେ …ଓଜନ କେତେ…. ବଡ଼ି ର ସାଇଜ କେତେ …. ଇତ୍ୟାଦି ଅନେକ ଅ-ଶ୍ଳି-ଳ ଭାବରେ କଥା ବାର୍ତା କରୁ ଥିଲେ।

 

ଆଉ  ସେ ଯୁବତୀ ମଧ୍ୟ ଜିଲ୍ଲାପାଳ ଙ୍କ ସବୁ ପ୍ରଶ୍ନ ରେ ଉତ୍ତର ଦେଉଛନ୍ତି । ତେବେ ସେହି ଯୁବତୀ ଜଣକ ନିଜର ପରିଚୟ୍ ଗୋପନ ରଖି  ଏବେ ଜିଲ୍ଲାପାଳ ଙ୍କ ନାମ ରେ ଅ-ଭି-ଯୋ-ଗ ଆଣିଛନ୍ତି କି ଜିଲ୍ଲାପାଳ ସୋ-ସି-ଆ-ଲ ମି-ଡି-ଆ-ରେ ସବୁ ଯୁବତୀ ମାନଙ୍କ ସହ ଏହି ପରି ପ୍ରଥମେ ଫ୍ରେଣ୍ଡଶିପ କରି , ଖ-ରା-ପ ଭା-ଷା ରେ କଥା ବାର୍ତା ହୁଅନ୍ତି। ଆଉ ତ ସହ ସାମାଜିକ ସୁରକ୍ଷା ଦେବା କଥା ମଧ୍ୟ କୁହନ୍ତି ତେବେ ଏହି ର-ସି-କି-ୟ ଜିଲ୍ଲାପାଳ ଙ୍କର ଏହି ଭଳି ବାର୍ତାଳାପ ଶୁଣିବା ମୁସ୍କିଲ । ଜିଲ୍ଲାପାଳ ଙ୍କର ଏହି ଭଳି କାର୍ଯ୍ୟ ପାଇଁ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଖବର ଚର୍ଚ୍ଚା ର ବିଷୟ ହୋଇଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *