ସୋନାଲି ଓ ସୌମ୍ୟଙ୍କ କଲ ରେକର୍ଡ ହେଲା ଭାଇରଲ  : କଲ୍ ରେକର୍ଡ ଏବେ ହେଉଛି ଭାରରାଲ୍ – ଶୁଣନ୍ତୁ ।

 

ଦର୍ଶକ ବନ୍ଧୁ ସୌମ୍ୟ ଏବଂ ସୋନାଲି ଙ୍କ ମାମଲା କୁ ନେଇ ଏବେ ଏବେ ସାମ୍ନା କୁ ଆସିଛି ଏକ କଲ୍ ରେକର୍ଡ । ସେଥିରେ ସୋନାଲି ଏପରି କଥା ସବୁ ସୌମ୍ୟ ଙ୍କୁ କହିଛନ୍ତି ଶୁଣିଲେ ବିଶ୍ୱାସ କରିବେନି ଯେ ସେ ସୌମ୍ୟ ଙ୍କୁ କେବେ ଭଲ ପାଉଥିଲେ ବୋଲି । ତେବେ ଦର୍ଶକ ବନ୍ଧୁ ସେହି କଲ୍ ରେକର୍ଡ ଟି ରେ କେଉଁ ସବୁ କଥାବାର୍ତ୍ତା ରେକର୍ଡ  ହୋଇଛି ,ଆସନ୍ତୁ ଜାଣି ନେବା ।

 

ତେବେ ସୌମ୍ୟ କାନ୍ଦି କାନ୍ଦି ପ୍ରଥମେ ସୋନାଲି କୁ କହୁଛନ୍ତି ଯେ ,ମୋ ରାଣ ତମେ ସାରସ୍ବତ ସହ କଥା ହୁଅ ଆଉ ସୌମ୍ୟ ଙ୍କ ଏହି କଥା କୁ ଶୁଣି ସୋନାଲି ଜୋରେ ପାଟି କରି କହୁଛନ୍ତି ଯେ , ତମ ରାଣ ଖାଇ କହୁଛି ମୁଁ ସାରସ୍ବତ ସହ କଥା ହେଇ ପାରିବି । ଆଉ ଆମ ଘରେ ମତେ କେହି କିଛି କହିବେନି ।ଆଉ ତମେ ଶୁଣ ମୋ ମନ ରେ ତମ ପାଇଁ କିଛି ନାହିଁ ।

 

ଆଉ ତମେ ମତେ ଫୋନ୍ କରନି ,ଆଉ ଯାହା କରୁଛ କର ଆଉ ଯାହା ବି ଭାବୁଛ ଭାବ ମତେ । ଆଉ ଏହାପରେ ପୁଣି ସୌମ୍ୟ ଙ୍କୁ କହିଛନ୍ତି ଯେ ,ବୋପା ଏତିକି ରେ ଏତେ ଲୁହ ଝରି ପଡ଼ିଲା । ଆଉ ପରେ ସୌମ୍ୟ ତାଙ୍କୁ କହିଛନ୍ତି ଯେ ,ମୋ ବାପା ମାଆ ତତେ ଭଲ ପାଆନ୍ତି ଆଉ ତୁ ମତେ କହୁଛୁ ତୁ ଗୋଟେ ବାପ ର ଛୁଆ ହେଉଥିବୁ ,ତୁ ଦେଖିଛୁ ବେ ମୋ ମାଆ କୁଆଡେ ଯାଇଥିଲା ।

 

ଏହାପରେ ସୋନାଲି କହିଲେ ଯେ ,ଆଉ ତୁ ମତେ ଯେଉଁ ଆଗରୁ କହିଥିଲୁ ଥରେ ତୁ ଯଦି ଗୋଟେ ବାପ ର ଝିଅ ହେଉଥିବୁ ଆଉ ତାହେଲେ ମୁଁ ତ ଏଠି କାନ୍ଦିକି ଭସେଇ ଦେଇଥାନ୍ତି ।ଆଉ ଏହାପରେ ସେ ସୌମ୍ୟ ଙ୍କୁ କହିଛନ୍ତି ଯେ ତୁମେ କାନ୍ଦ ଆଉ କାନ୍ଦିକୀ ଗଡିଗଲେ ବି ମତେ କିଛି ଫରକ୍ ପଡିବନି । ମତେ ଫୋନ୍ କରିବନି ,ମୁଁ ମନା କରି ଦେଉଛି । ମୁଁ ସାରସ୍ବତ ସହ ଗପେ କି ଯାହା ସହ ଗପେ ତମେ ବିଲକୁଲ ମତେ ଫୋନ୍ କରିବନି ।

 

ଆଉ ଏହା ପରେ ସେ ସୌମ୍ୟ ଙ୍କୁ କହିଛନ୍ତି ଯେ ,ତୁମ ମୁଁହ କୁ କଣ ଲାଜ ନାହିଁ ମତେ କହୁଛ ପଳେଇଲୁ ତା ପାଖକୁ ଗାଡ଼ି ଦେଖିକି । ଆଉ ସେହି କଥା ଭିତରେ ସୌମ୍ୟ ତାଙ୍କୁ କହିଥିଲେ ଯେ ,ତୁମର ସଂସ୍କାର ସବୁ ତୁମ କଥା ରେ ଦେଖା ଯାଉଛି ଆଉ ଏହା ପରେ ସୋନାଲି କହିଥିଲେ ଯେ ମୋର ସଂସ୍କାର ଭରପୁର ଅଛି ,ଆଉ ମୁଁ ଯଦି ସଂସ୍କାର ଉପରକୁ ଆସିବି ତମର ସବୁ ପୋଲ୍ ଖୋଲିଯିବ। ଆଉ କହିଛନ୍ତି ଯେ ତମେ ସେ ଦିନ ଯେଉଁ କଥା ସବୁ କହୁଥିଲ ସେଇଟା କଣ ତମ ସଂସ୍କାର ।

 

ଏହାପରେ ସୌମ୍ୟ କହିଛନ୍ତି ଯେ ତମେ ଫୋନ୍ ବୋଉ ଙ୍କୁ ଦେଲ ।ଆଉ ସୋନାଲି ସିଧା ସିଧା କହିଦେଲେ ଯେ ବୋଉ କଣ କାହାକୁ ମୁଁ ଫୋନ୍ ଦେବିନି ।ଆଉ ଏହାପରେ ସୌମ୍ୟ କହିଛନ୍ତି ଯେ ,ତୁମ କଥା ବାର୍ତ୍ତା ରୁ ଲାଗୁଛି ମୁଁ ଯେମିତି ତୁମର କୋଟିଏ ଟଙ୍କା ଖାଇ ଯାଇଛି। ଆଉ ସୋନାଲି ପୁଣି ଥରେ କହିଲେ ଯେ ମତେ ଜମା ବି ଫୋନ୍ କରିବ ନାହିଁ। ସୋନାଲି କହିଲେ ଯେ ,ମୁଁ ମୋ ବୋଉ ଆଗରେ କହୁଛି ମୁଁ ସାରସ୍ବତ ସହ ଗପିବି ଆଉ କଣ ଟା କିଏ ମୋର କରିବ ।ସାରସ୍ଵତ କଣ କେତେ ଟୋକା ଙ୍କ ସହ ଗପିବି ମୁଁ ,କିଏ କଣ କରିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *