ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ରାଜ୍ୟ କୁ ଚଳାଇବା ପାଇଁ ଜଣେ ଜଣେ ମନ୍ତ୍ରୀ ରହିଛନ୍ତି। ସେମାନେ ନିଜ ନିଜ ପଦବୀ ରେ ରହି ନିଜର କାର୍ଯ୍ୟ କରିଥାନ୍ତି। କିନ୍ତୁ ଜଣେ ଜଣେ ଏମିତି ମନ୍ତ୍ରୀ ରହିଛନ୍ତି ସେମାନେ କେବଳ ନିଜ କଥା ଚିନ୍ତା କରିଥାନ୍ତି। ଆଉ ଲୋକ ଙ୍କ ପାଇଁ ଆସି ଥିବା ଟଙ୍କା କୁ ମାରି ଖାଇ ଥାନ୍ତି। ଯାହା ପାଇଁ ଆମ ଦେଶ ଆଜି ଅନ୍ୟ ଦେଶ ତୁଳନା ରେ ବହୁତ କମ ଅଗ୍ରିମ। କିନ୍ତୁ ଆମ ଦେଶ ରେ ପ୍ରଧାନମନ୍ତ୍ରି ନିଜ କାର୍ଯ୍ୟ କରିବା ରେ ସଫଳ ହୋଇଛନ୍ତି।
ସୂଚନା ଅନୁଯାୟୀ ଆମ ଦେଶ ରେ ଅନେକ ଖଣିଜ ପଦାର୍ଥ ମିଳେ । ତେବେ ଏହା ବିଭିନ୍ନ ରାଜ୍ୟ ରେ ରହିଛି ତେଣୁ ସେହି ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନେ ଏସବୁ ରେ ଧ୍ୟାନ ଦେଇ ଥାନ୍ତି ବା ରାଜ୍ୟ ରେ ଏହି ସବୁ କୁ ବୁଝିବା ପାଇଁ ଜଣେ ଜଣେ ମନ୍ତ୍ରୀ ରହିଛନ୍ତି। ତେବେ ନରେନ୍ଦ୍ର ମୋଦି ୨୦୦୦ ମସିହା ରେ ଖଣିଜ ସମ୍ପଦ ରେ ରିଫୋର୍ମ୍ କରିଥିଲେ। ତେବେ ଏହି ସବୁ କୁ ବଜାର ରେ ଭଲ ଦର ରେ ବିକ୍ରି କରା ଯାଇଛି।
ତେବେ ଏହି ୧ ବର୍ଷ ଭିତରେ ମାଇନିଙ୍ଗ୍ ରେଫୋର୍ମ୍ସ୍ ୧୪ ହଜାର କୋଟି ରୁ ୩୫ହଜର୍ କୋଟି ଯାଏ ପହଂଚି ଯାଇଛି।ତେବେ ଏହି ସବୁ ରେ ରାଜ୍ୟ ଗୁଡିକ ରେ ଅଧିକ ଦେଖା ଦେଇଛି। ଦେଖିବା କୁ ରାଜ୍ୟ ର ଉନତି ମାନେ ଦେଶ ର ଉନତି। ତେବେ ଏହି ସବୁ କାର୍ଯ୍ୟ ରେ ଆମ ଓଡିଶା ଆଗରେ ରହିଛି। ଯାହା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଧାନମନ୍ତ୍ରି ଧନ୍ୟ ବାଦ୍ ଜଣେଇ ଛନ୍ତି।
ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ରାଜ୍ୟର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ସହ ନିର୍ବାଚନରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାନ୍ତି । ସବୁ ଓଡ଼ିଆଙ୍କ ମନ ରେ ରାଜ କରୁଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବ ରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କ ପାଇଁ ଆମ ଓଡିଶା ଆଜି ଏତେ ଉପର କୁ ଯାଇଛି ଓ ରାଜ୍ୟ ର ଅଗ୍ର ଗତି ମଧ୍ୟ ହୋଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।