ଲତା ମଙ୍ଗେସକର ଗାଇଥିବା ଓଡ଼ିଆ ର ଏହି ଦୁଇ ଗୀତ । ଆସନ୍ତୁ ଶୁଣିନେବା ସେହି ଗୀତ ର Studio Verson ଲତା ଙ୍କ ମୁଁହରୁ…

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ,ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ଙ୍କ ବିୟୋଗ ଘଟିଛି ,ଆଉ ସେ ସବୁଦିନ ପାଇଁ ଆମ ମାନଙ୍କୁ ଛାଡି ଚାଲି ଯାଇଛନ୍ତି । ଆଉ ତାଙ୍କର ସେହି ସୁମଧୁର କୋକିଳ କଣ୍ଠ କେବେ ଶୁଣିବା ପାଇଁ ମିଳିବ ନାହିଁ । ତେବେ ଦର୍ଶକ ବନ୍ଧୁ ଜାଣି ରଖୁଛୁ ଯେ ଲତା ମଙ୍ଗେସକର ଓଡ଼ିଆ ରେ ଦୁଇଟି ଗୀତ ଗାଇଥିଲେ । ତେବେ ସେ ଓଡ଼ିଆ ରେ କେଉଁ ଦୁଇଟି ଗୀତ ଗାଇଥିଲେ ,ଆସନ୍ତୁ ଶୁଣି ନେବା ।

 

ତେବେ ଦର୍ଶକ ବନ୍ଧୁ ସେହି ସୁମଧୁର କୋକିଳ କଣ୍ଠ ଲତା ମଙ୍ଗେସକର ଙ୍କ ପାଇଁ ଏବେ ସାରା ଦେଶ ଶୋକ ପାଳନ କରୁଅଛି । ଆଉ ସେହି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ଙ୍କ ପାଇଁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ,ଆଉ ଏହି ଦୁଇ ଦିନ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ତେବେ ଲତା ଙ୍କ ବିୟୋଗ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପାଳନ କରିଛନ୍ତି ।

 

ତେବେ ଜଣା ପଡ଼ିଛି ଯେ ,ଲତା ମଙ୍ଗେସକର ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଏକ ନିଆରା ସମ୍ପର୍କ ଥିଲା । ପ୍ରଧାନମନ୍ତ୍ରୀ ଯେବେ ବି କୌଣସି ରାଜନୈତିକ କାର୍ଯ୍ୟରେ ମୁମ୍ବାଇ ଯାଉଥିଲେ , ଲତା ଦିଦିଙ୍କୁ ଦେଖା କରିବାକୁ ଭୁଲୁ ନଥିଲେ । ଆଉ ଲତା ଙ୍କ ବିୟୋଗ ରେ ପ୍ରଧାନମନ୍ତ୍ରୀ ବହୁତ୍ ଦୁଃଖୀ ହୋଇଥିଲେ ଏବଂ ଟ୍ୱିଟ୍ କରି କହିଥିଲେ ଯେ,‘ମୋ ପାଖରେ କିଛି ଶବ୍ଦ ନାହିଁ” ।

 

ଆଉ ମଧ୍ୟ ପ୍ରଧାନ ମନ୍ତ୍ରୀ ଏହା କହିଛନ୍ତି ଯେ ,ଲତା ମଙ୍ଗେସକର ଙ୍କ ବିୟୋଗ ରେ ଏବେ ସାରା ରେ ଦେଶ ରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହାକୁ କେହି ବି ପୁରଣ କରି ପାରିବେ ନାହିଁ । ସେହି ଦୟାଳୁ ଏବଂ ଯତ୍ନଶୀଳ ଲତା ଦିଦି ଆମ ମାନଙ୍କୁ ସବୁ ଦିନ ପାଇଁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଶେଷ ରେ ନରେନ୍ଦ୍ର ମୋଦୀ କହିଥିଲେ ଯେ ,ଆଗାମୀ ପିଢି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଷ୍ଟଲୱାର୍ଟ ଭାବରେ ମନେ ରଖିବେ ।

 

ତେବେ ଲତା ମଙ୍ଗେସକର ନିଜ ଜୀବନ ରେ ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର ଗୀତ ବୋଲିଛନ୍ତି । ସେ ଓଡ଼ିଆ ରେ ମଧ୍ୟ ଦୁଇଟି ସୁନ୍ଦର ସୁନ୍ଦର ଗୀତ ବୋଲିଥିଲେ । ତେବେ ସେ ଗାଇଥିବା ପ୍ରଥମ ଗୀତ ଟି ର ନାମ ହେଉଛି ,” ଆଜି ମୁଁ ଶ୍ରାବଣୀ “। ଆଉ ତାଙ୍କର ଅନ୍ୟ ଏକ ଓଡ଼ିଆ ଗୀତ ର ନାମ ହେଉଛି ” ଚୁନା ଚୁନା ତାରା ଫୁଲ ଆଜି ” । ତେବେ ଲତା ମଙ୍ଗେସକର ଓଡ଼ିଆ ରେ ଏହି ଦୁଇଟି ସୁନ୍ଦର ସୁନ୍ଦର ଗୀତ ବୋଲିଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.