ଗ୍ୟାସ ହେଉଛି କି । ଏହି ଘୋରୋଇ ଉପଚାର ଦ୍ଵାରା ସଙ୍ଗେ ସଙ୍ଗେ ଉପଶମ ପାଆନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ୟାସ ହେଉଛି କି । ଏହି ଘୋରୋଇ ଉପଚାର ଦ୍ଵାରା ସଙ୍ଗେ ସଙ୍ଗେ ଉପଶମ ପାଆନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ମନୁଷ୍ୟ ଜୀବନ ହେଉଛି ଈଶ୍ୱର ଙ୍କ ଶ୍ରେଷ୍ଠ ଅବଦାନ । ମାନବ ନିଜର ସ୍ଥିତି କୁ ସୁଦୃଢ କରିବା ପାଇଁ ଯାହା ଯାହା ଆବଶ୍ୟକ କରେ ସେ ସବୁ ମଧ୍ୟ ଏଇ ସ୍ବାସ୍ଥ୍ୟ ହେଉଛି ଅନ୍ୟତମ । କାରଣ ସ୍ବାସ୍ଥ୍ୟ ହି ଶ୍ରେଷ୍ଠ ସମ୍ପଦ । ସ୍ବାସ୍ଥ୍ୟ ର ଅବସ୍ଥା ଠିକ୍ ନ ରହିଲେ ମନୁଷ୍ୟ ର ମନ ଭଲ ରହେ ନାହିଁ । ଏବଂ ମନ ଭଲ ନ ରହିଲେ ମନୁଷ୍ୟ କୌଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ ରୂପେ ସଂପାଦନ କରି ପରେ ନାହିଁ । ତେଣୁ କୁହା ଯାଇଛି ସ୍ବାସ୍ଥ୍ୟ ହି ଅମୂଲ୍ୟ ସମ୍ପଦ । ଆମ ଶରୀର ରେ ଥିବା ବର୍ଯ୍ୟ ବସ୍ତୁ ଶରୀର ର ଉପକାର ରେ ଲାଗି ଥାଏ । 

ବିଭିନ୍ନ ପ୍ରକ୍ରିୟା ରେ ଏହି ବର୍ଯ୍ୟ ବସ୍ତୁ ଶରୀର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଅନେକ ରୋଗ ବ୍ୟାଧି ରେ ବଡ଼ ବଡ଼ ଔଷଧ କାମ ଦେଇ ନ ଥାଏ । ସ୍ବାସ୍ଥ୍ୟ ହି ମୂଳ ସମ୍ପଦ । ଜୀବନ ରେ ସ୍ବାସ୍ଥ୍ୟ ଠିକ୍ ରହିଲେ ସବୁ କିଛି ଠିକ୍ ରହି ଥାଏ । ଯଦି ପେଟ ରେ ଗ୍ୟାସ୍ ହୋଇ ଥାଏ ତେବେ ଶରୀର ରେ ରକା ପଶି ଯାଇ ଥାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆଜି ନେଇ ଆସିଛୁ ଏକ ଘରୋଇ ଉପଚାର । ତେବେ ଆସନ୍ତୁ ଜାଣିବା ପୁରା ପ୍ରଣାଳୀ । 

ପ୍ରଥମେ ଏକ ପତ୍ର କୁ ଗ୍ୟାସ ରେ ବସାନ୍ତୁ । ସେଥିରେ ଏକ କପ୍ ପାଣି ନିଅନ୍ତୁ । ଏହି ପାଣି କୁ ହାଲକା ଉଷୁମ କରନ୍ତୁ ।  ନଖ ଉଷୁମ ପାଣି କୁ ଏକ ପତ୍ର କୁ ଢାଳି ଦେବା । ଏହା ପରେ ଦ୍ଵିତୀୟ ଆବଶ୍ୟକ ସାମଗ୍ରୀ ଭାବରେ ଲେମ୍ବୁ କୁ ନେବା । ଏଥିପାଇଁ ଆପଣ ଙ୍କୁ ଏକ ଚାମଚ ରୁ ଦୁଇ ଚାମଚ ଲେମ୍ବୁ ରସ ଆବଶ୍ୟକ ହେବ । ଫାଲେ ଲେମ୍ବୁ କାଟି ସେଥିରେ ଥିବା ମଞ୍ଜି କୁ ବାହାର କରି ଦିଅନ୍ତୁ । 

ଏହା ପରେ ସେହି ଗରମ ପାଣି ରେ ଏକ ରୁ ଦୁଇ ଚାମଚ ପରିମାଣ ରେ ଲେମ୍ବୁ ରସ ମିଶାନ୍ତୁ । ଲେମ୍ବୁ ଗ୍ୟାସ ପରି ସମସ୍ୟା କୁ ଦୂରୀଭୂତ କରିବ । ଏହା ଶରୀର ପାଇଁ ଅଧିକ ଲାଭ ଦାୟକ ମଧ୍ୟ ହୋଇ ଥାଏ । ଏହା ପରେ ତୃତୀୟ ସାମଗ୍ରୀ ହେଉଛି ବେକିଙ୍ଗ ସୋଡ଼ା । ଏକ ତୃତୀୟାଂଶ ବେକିଙ୍ଗ ଶୋଡା ସେହି ଗରମ ପାଣି ରେ ମିଶାନ୍ତୁ । ଏହା ପରେ ସେଥିରେ ବୋବଲ୍  ଆସିବ । ଏହା ପରେ ଏହି ମିଶ୍ରଣ କୁ ଚା ପିଇବା ପରି ଧୀରେ ଧୀରେ ପିଆନ୍ତୁ ଓ ଗ୍ୟାସ ରୁ ଉପଶମ ପାଆନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.