ଲଘୁଚାପ Updatବର୍ତ୍ତମାନ କେଉଁ କେଉଁ ଜିଲ୍ଲା ମାନଙ୍କ ଉପରେ ୟେଲୋ ୱା-ର୍ଣିଂ ଜାରି କରା ଯାଇଛି – ଜାଣନ୍ତୁ ସଂପୂର୍ଣ୍ଣ ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏହି ସବୁ ଜିଲ୍ଲା ମାନଙ୍କ ଉପରେ ପାଣିପାଗ ବିଭାଗ ୟେଲୋ ୱା-ର୍ଣିଂ ଜାରି କରିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ବଙ୍ଗୋପ-ସାଗର ରେ ସ-କ୍ରି-ୟ ରହିଛି ଲଘୁଚାପ ଯାହା ର ପ୍ରଭାବ ରେ ଆଜି ଦକ୍ଷିଣ ଓଡ଼ିଶା ର କିଛି ଜି-ଲ୍ଲା ମାନଙ୍କ ରେ ବର୍ଷା ହେଉଛି ଏବଂ ଆଜି ମଧ୍ୟ ବଢିବ ବର୍ଷା ର ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ  ଭଦ୍ରକ , ବାଲେଶ୍ଵର ,ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ଏହି ସବୁ ଜିଲ୍ଲା ମାନଙ୍କ ପାଇଁ ଜାରି କରା ଯାଇଛି ୟେଲୋ ୱା-ର୍ଣିଂ । ଏହି ସବୁ ଜିଲ୍ଲା ମାନଙ୍କ ର କିଛି କିଛି ସ୍ଥାନ ମାନଙ୍କ ରେ ପ୍ର-ବ-ଳ ବର୍ଷା ର ସ-ମ୍ଭା-ବ-ନା ରହିଛି । ଏଥି ସହିତ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି ଯେ ଓଡ଼ିଶା ର ୧୪ ଟି ଜିଲ୍ଲା ମାନଙ୍କ ରେ ହୋଇପାରେ ଘଡ଼ ଘଡି ସହ ବର୍ଷା ।

 

୧୮ ତାରିଖ ପାଇଁ ବାଲେଶ୍ଵର , ମୟୂରଭଞ୍ଜ , କେନ୍ଦୁଝର  ଜିଲ୍ଲା କୁ ୟେଲୋ ୱା-ର୍ଣି ଜାରି କରା ଯାଇଛି। ପାଣିପାଗ ବିଭାଗ ଏହା ମଧ୍ୟ ସୂଚନା ଦେଇଛି ଯେ ଆସନ୍ତା ୧୯ ଏବଂ ୨୦ ତାରିଖ ରେ ବଜ୍ରପାତ ସହ ବର୍ଷା ହୋଇପାରେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *