ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ସୋନାଲି ଏବଂ ସୌମ୍ୟ ଙ୍କ ମାମଲା ବିଷୟରେ ବେଶ୍ ଭଲ ଭାବରେ ଅବଗତ ଥିବେ। ପ୍ରେମିକା ର ଧୋକା ପାଇଁ ଚାଲିଗଲା ୩୧ ବର୍ଷୀୟ ସୌମ୍ୟ ଙ୍କ ଜୀବନ । କିନ୍ତୁ ସୌମ୍ୟ ଚାଲିଯିବା ପରେ ସୌମ୍ୟ ଙ୍କ ବାପା ମାଆ ଙ୍କ ଅବସ୍ଥା କଣ ହୋଇ ଯାଇଛି ଆପଣ ମାନେ ଅନେକ ଭିଡିଓ ରୁ ତ ଦେଖିଥିବେ । ତେବେ ସୌମ୍ୟ ଙ୍କ ପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ପୁରାପୁରି ଭାଙ୍ଗି ପଡିଛନ୍ତି ।
ବାପା ମାଆ ତାଙ୍କର ପୁଅ କୁ ହରାଇଛନ୍ତି ,ଗୋଟେ ପରିବାର ତାର ଗୋଟେ ରୋଜଗାରିଆ ପୁଅକୁ ହରାଇଛି ଆଉ ଗୋଟେ ତାର ଭଉଣୀ ଭାଇକୁ ହରାଇଛି। ଏହା ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଯାହାକୁ ବର୍ଣ୍ଣନା କରିବା ମଧ୍ୟ ସହଜ ନୁହେଁ ।ତେବେ ପ୍ରେମ ରେ ପ୍ରତାରଣା, ଧୋକା ଆଉ ବିଶ୍ବାସଘାତକତା କୁ ନେଇ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ।
ତେବେ ଏହି ଘଟଣା ଟି ଯେତିକି ସମ୍ବେଦନ ଶିଳ ,କଷ୍ଟ ଦାୟକ ଅଟେ ସେତିକି ହୃଦୟ ବିଦାରକ ଅଟେ । ତେବେ ପ୍ରେମିକା ପାଇଁ ପ୍ରେମିକ ନିଜ ଜୀବନ କୁ ହରେଇ ବସିଲା । ସେହି ଯୁବକ ଟି ପାଖରୁ ମିଳିଥିବା ସୁଇସାଇଡ ନୋଟ୍ ରେ ଏହା ସୃଷ୍ଟ ଭାବରେ ଲେଖା ଯାଇଛି। ତେବେ ଜଣାଇ ରଖୁଛୁ ଯେ ,ସବୁ ଦିନ ପାଇଁ ଆଖି ବୁଝିଥିବା ସୌମ୍ୟ ଜଣେ ମଡେ଼ଲ ମଧ୍ୟ ଥିଲେ ।
ତେବେ ସେମାନଙ୍କ ପ୍ରେମ ବିଷୟରେ ଜାଣିବା ପରେ ଉଭୟ ବର୍ଗ ଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହ କରିବା ପାଇଁ ସ୍ଥିର କରିଥିଲେ। ତେବେ ସୋନାଲି ମଧ୍ୟ ଅନେକ ଥରେ ସୌମ୍ୟ ଙ୍କ ଘରକୁ ଆସି ତାଙ୍କ ଘରେ ରହିଛନ୍ତି ଆଉ ସେ ସୌମ୍ୟ ଙ୍କ ବାପା ମାଆ ଙ୍କୁ ମମି ଡ଼ାଡି ବୋଲି ଡାକୁଥିଲେ ।
କିନ୍ତୁ ସୋନାଲି କିଛି ଦିନ ପୂର୍ବରୁ ସୌମ୍ୟ ଙ୍କ ପ୍ରତାରଣା କରିବା ହେତୁ ସୌମ୍ୟ ଭାଙ୍ଗି ପଡ଼ିଥିଲେ । ଆଉ ଶେଷ ରେ ସେ ସହ୍ୟ କରି ନ ପାରି ଏଭଳି ପଦକ୍ଷେପ ନେବାକୁ ମଧ୍ୟ ପଛାଇ ନଥିଲେ । ଆଉ ତାଙ୍କର ମୃ- ତ୍ୟୁ କୁ 11 ଦିନ ବିତି ଯାଇଛି ,ଆଉ ତାଙ୍କର ଭଣଜା ସୌମ୍ୟ ଙ୍କ ଫଟୋ କୁ ଆଉଁସି ଦୁଃଖ କରୁଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।