ରାନି ପଣ୍ଡା କଲେ ଘୋରକମ୍ପ । ସୋନାଲି ଙ୍କୁ ସୋସିଆଲ ମିଡ଼ିଆ ରେ ଭୟଙ୍କର ବେଜିତି କଲେ । ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗଣମାଧ୍ୟମ ରେ ପାଟି ଖୋଲିଲେ ରାନୀ ପଣ୍ଡା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନର ଶିକ୍ଷିତ ସମାଜରେ ଯୁବପୀଢ଼ି ମାନଙ୍କ ପାଇଁ ଭଲ ପାଇବା ସାଧାରଣ ହୋଇ ଗଲାଣି। ଆମେ ଏବେ ଯୁବପୀଢ଼ିଙ୍କୁ ଦେଖିବାକୁ ଯିବା ଯଦି ତାହାଲେ ଆଜିକାଲିର ଭଲ ପାଇବାରେ କେବଳ ଛଳନା, ଅଭିନୟ,ପ୍ର-ତା-ରଣା ରହିଛି। ପ୍ରକୃତ ଭଲ ପାଇବା କେହି ବି ପାଇଁ ପାରୁ ନାହାନ୍ତି। ଯିଏ ପ୍ରକୃତ ଭଲ ପାଉଛି ସିଏ ଅସୁବିଧାରେ ସମ୍ମୁଖୀନ ହେଉଛି। ଯେତେବେଳେ ଜଣେ ଜଣଙ୍କ ବିଶ୍ୱାସରେ ବିଷ ଦେଉଛି। ପ୍ରତାରଣା ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଯାହା କୁ ନେଇ ଆମ ଲୋକ ପ୍ରିୟ ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ମୁଁହ ଖୋଲିଚନ୍ତି  । 

 

ପ୍ରଥମ ରୁ  ନିଜ ର କଥା ପାଇଁ ପରିଚିତ ହୋଇ ଆସିଛନ୍ତି। ନିଜର ସିଧା କଥା ପାଇଁ କିଏ କିଏ ତାଙ୍କୁ ଅନେକ ପସନ୍ଦ କରୁ ଥିବା ବେଳେ ଆଉ କିଏ କିଏ ତାଙ୍କ କଥା କୁ ନିଦା ମଧ୍ୟ କରିଥାନ୍ତି। ଗତ କିଛି ଦିନ ତଳେ ଘଟିଥିବା ସୌମ୍ୟଙ୍କ ମ-ର-ଣକୁ ନେଇ ପାଟି ଖାଲିଛନ୍ତି ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା । ସେ ସୌମ୍ୟ କି ପ୍ରତି ହେଉଥିବା ଅନ୍ୟାୟ କୁ ଘୋର ନିନ୍ଦା କରିଛନ୍ତି। ଆଉ କହିଛନ୍ତି ଯଦି ସମାଜ ରେ ମହିଳାଙ୍କ ନ୍ୟାୟ ପାଇ ଏତେ ନିୟମ କାନୁନ ରହିଛି । ତେବେ ପୁରୁଷଙ୍କ ପାଇଁ ମଧ୍ୟ ସେହି ନିୟମ ରହିବା ଦରକାର। 

 

ସୌମ୍ୟ ଯେତେବେଳେ ଜାଣିଲେ ସୋନାଲି ଏମିତି ବୋଲି ତାଙ୍କର ସେହି ମୁହୁତ୍ର ରେ ସୋନାଲି କୁ ଛାଡି ଦେବାର ଥିଲା ବୋଲି ମଧ୍ୟ କହିଛନ୍ତି ରାନି ପଣ୍ଡା ।ଜଣେ ଭଲ ପରିବାର ରୁ ହୋଇ ମଧ୍ୟ କାହିକି ସେ ଏପରି କାମ କଲେ ତାହା ସମସ୍ତ କୁ ଅଶ୍ଚାଜ୍ୟ କରିଛି । ଆଉ ଏ କଥା ମଧ୍ୟ କହିଛନ୍ତି କି ଅଟେ ସବୁ ହେଲା ପରେ ସୋନାଲି କାହିକି 4 କୋଟି ଲୋକୋଙ୍କ ସାମ୍ନା ରେ ଚୁପ୍ ରହିଚି ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ରାଣୀ ପଣ୍ଡା ।ସେ କହିଚନ୍ତି ଏହି ଘଟଣା ରେ 10 ପ୍ରତିଶତ ଭୁଲ୍ ସୌମ୍ୟ କର ଥିବା ବେଳେ ଆଉ 90 ପ୍ରତିଶତ ଭୁଲ୍ ସୋନାଲି କର ରହିଚି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *