ବନ୍ଧୁଗଣ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ କାହିଁକି ନା ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର କେତେ ଅଧିକ ଆବଶ୍ୟକତା ରହିଛି । ଲୋକ ମାନେ ତ ସବୁ କିଛି ଅନଲାଇନ୍ ରେ ହିଁ କରୁଛନ୍ତି ,ଏମିତିକି ଏବେ ଆପଣ କହି ପାରିବେନି ଯେ କେଉଁ କାମ ଅନଲାଇନ ରେ ହୋଇ ପାରିବ ନାହିଁ ।
ତେବେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏପରି ଏକ ଭିଡିଓ ସାମ୍ନା କୁ ଆସିଛି ,ଯାହାକି ବର୍ତ୍ତମାନ ଜୋର୍ ସୋର୍ ରେ ଭାଇରାଲ ହେବାରେ ଲାଗିଛି। ତେବେ ସେହି ଭିଡିଓ ଟି ରେ ଏମିତି କଣ ଅଛି ,ଆସନ୍ତୁ ଜାଣି ନେବା ।
ତେବେ ଦର୍ଶକ ବନ୍ଧୁ ଓଡ଼ିଶା ର କିଛି ଯୁବକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆକ୍ରୋଶ କରି କହିଛନ୍ତି । ତେବେ ଦର୍ଶକ ବନ୍ଧୁ ସେମାନେ ପ୍ରଥମେ ଏହା କହିଛନ୍ତି ଯେ , କାଳିଆ ଯୋଜନା କରିଛି କିଏ ? ଏହା ପରେ ସେମାନଙ୍କ ଭିତରୁ ଆଉ କିଛି ଯୁବକ ଏହା କହୁଛନ୍ତି ଯେ ,ନବୀନ ବାବୁ ଆଉ କିଏ । ପିଠା ଯୋଜନା କରିଛି କିଏ ? ଆଉ ଏହାପରେ ପୁଣି କହିଛନ୍ତି ନବୀନ ବାବୁ ଆଉ କିଏ ।
ମଦ ପିଇଲେ ଅଧିକ ପୁରସ୍କାର ହେଉଛି କିଏ ; ନବୀନ ବାବୁ ଆଉ କିଏ । ଏହାପରେ ସେହି ଯୁବକ ଜଣକ କହିଛନ୍ତି ଯେ ,କି ପୁରସ୍କାର ଦେଉଛନ୍ତି ଯେ ,ଆଜ୍ଞା ନିର୍ବାଚନ ସମୟ ରେ ପିଠା ଯୋଜନା ହେଉଛି ।ଯଦି ଅଲଗା ଯେଉଁ ରାଜ୍ୟ କୁ ଯିବେ ଦେଖିବେ ସେହି ରାଜ୍ୟ ର ଲୋକ ମାନେ ସେହି ରାଜ୍ୟ ର କୌଣସି କମ୍ପାନୀ ରେ କାମ କରୁଥିବେ।
ହେଲେ ଓଡ଼ିଶାର ଲୋକ ମାନେ ଆସି ଗୁଜୁରାଟ ରେ ଖଟୁଛନ୍ତି ,ମୁଁ ଆଉ ମୋର ଏହି ଭାଇ ମାନେ ଏହାର ଉଦାହରଣ ।ଆମେ ମାନେ ଓଡ଼ିଶା ର ଲୋକ ହୋଇ ଆସି ଗୁଜୁରାଟ ରେ ଖଟୁଛୁ । ଆଉ ଓଡ଼ିଶା ରେ ନିର୍ବାଚନ ବେଳେ ହେଉଛି ପିଠା ଯୋଜନା ।କି ପିଠା ଯୋଜନା ,ଏଇଟା ଗୋଟେ ଯୋଜନା । ଆଉ ଏହିଭଳି ହେଲେ ଓଡ଼ିଶା କି ଉନ୍ନତି କରିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।