ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,କୋର୍ଟ ନିର୍ଦ୍ଦେଶ ଅନୁସାରେ 17 ହଜାର ଟଙ୍କା ତପସ୍ୱିନୀ ଙ୍କୁ ନ ଦେଇ କୋର୍ଟ ସାମ୍ନା ରେ କଣ କହିଛନ୍ତି ସୁମିତ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏହା କହିଛନ୍ତି ଯେ ,”କୋର୍ଟ ପୂର୍ବରୁ ଯେଉଁ ରାୟ ଦେଇଥିଲା 17 ହଜାର ଟଙ୍କା ପ୍ରତି ମାସ ରେ ତପସ୍ୱିନୀ ଙ୍କୁ ଦେବି ବୋଲି ,ମୁଁ ଏହି ରାୟ ରେ ଆଗରୁ ରାଜି ଥିଲି ଆଉ ଏବେ ବି ରାଜି ଅଛି । ଯେହେତୁ ମୁଁ ଏବେ ଛୁଟି ରେ ଅଛି ,ସେଥିପାଇଁ ବର୍ତ୍ତମାନ ମୋର ରୋଜଗାର ନାହିଁ ।ଆଉ ବର୍ତ୍ତମାନ ମୋର ସ୍ବାସ୍ଥ୍ୟ ଅବସ୍ଥା ବି ଠିକ୍ ନାହିଁ ଆଉ କୁ ସବୁବେଳେ ମେଡ଼ିସିନ୍ ମଧ୍ୟ ଖାଉଛି ।
ଯେହୁତୁ ଏବେ ମୁଁ ଛୁଟି ରେ ଅଛି ସେଥିପାଇଁ ମତେ ଏବେ ପଇସା ଯୋଗାଡ କରିବାକୁ ଅସୁବିଧା ହେଉଛି ।କିନ୍ତୁ ପଇସା ଯୋଗାଡ ହେଇଗଲେ ମୁଁ ତପସ୍ୱିନୀ ଙ୍କୁ ସତର ହଜାର ତାଙ୍କ ଦେଇ ଦେବି ।ଆଉ ଆଜି କୋର୍ଟ ର ଏକ ଶୁଣାଣି ଥିଲା ସେଥିପାଇଁ ମତେ କୋର୍ଟ କୁ ଆସିବାକୁ ପଡ଼ିଛି କିନ୍ତୁ ତପସ୍ୱିନୀ ଙ୍କ ତରଫ ରୁ କେହି ମଧ୍ୟ କୋର୍ଟ କୁ ଆସି ନାହାଁନ୍ତି ।
ଆଉ ଦାମ୍ପତ୍ୟ ଜୀବନ କୁ ନେଇ ସେ କହିଲେ ଯେ ,ମୋର ତପସ୍ୱିନୀ ଙ୍କ ସହିତ ରହିବାର ନାହିଁ ,ସେଥିପାଇଁ ମୁଁ ଡିଭୋର୍ସ ପାଇଁ ଆବେଦନ କରିଛି । ଆଉ କହିଛନ୍ତି ଯେ ,ଏବେ ବି ମୋର ଶାରିରୀକ ଆଉ ମାନସିକ ଅବସ୍ଥା ଠିକ୍ ନାହିଁ ,ସେଥିପାଇଁ ମୁଁ ଏବେ ଯାଏଁ ଛୁଟି ରେ ଅଛି । ଆଉ ଆଜି କୋର୍ଟ ର ତାରିଖ ଥିଲା ,ସେଥିପାଇଁ ମୁଁ କୋର୍ଟ କୁ ଆସିଥିଲି ।
ଆଉ କହିଛନ୍ତି ଯେ ,ପୂର୍ବରୁ ମୋର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା ସେଥିପାଇଁ ମୁଁ ବିଶ୍ରାମ ନେଉଥିଲି ଆଉ ମିଡ଼ିଆ ସାମ୍ନା କୁ ମଧ୍ୟ ଆସୁ ନଥିଲି । କହିଛନ୍ତି ଯେ ,ଏବେ ମୋର ତାଙ୍କ ଯୋଗାଡ କରିବାକୁ ସାମାନ୍ୟ ଅସୁବିଧା ହେଉଛି ,କିନ୍ତୁ ଯେତେ ଶୀଘ୍ର ଯୋଗାଡ ହେଇଯିବ ,ତାଙ୍କୁ ଟଙ୍କା ଦିଆଯିବ ।କହିଛନ୍ତି ଯେ ,ସେ ବର୍ତ୍ତମାନ ବି ଘରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।