ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଧିନାୟକ ହେବା ମାତ୍ରେ ଏହି ୪ ଖେଳାଳିଙ୍କୁ ବିଦା କଲେ ରୋହିତ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି ।
ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର ସଟ୍ ମାରି ଚର୍ଚ୍ଚା ରେ ରହିଛନ୍ତି। ତେବେ ଏହି ଭଳି ଅନେକ କ୍ରିକେଟର ରହିଛନ୍ତି , ଯାଉ ମାନେ ଦଳ ରେ ନ ରହିଲେ ,ଦଳ ଆଗ ଭଳି ଆଉ ଖେଳି ପାରିବ ନାହିଁ।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଏବେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବାକୁ ଯାଉଛନ୍ତି ।ଟିମ୍ ଇଣ୍ଡିଆକୁ ନିଜ ଘରୋଇ ମାଟିରେ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ସହ ଟେଷ୍ଟ ଏବଂ ଟି-୨୦ ସିରିଜ୍ ଖେଳିବାକୁ ପଡିବ । କିନ୍ତୁ ଟେଷ୍ଟ ସିରିଜ୍ ପାଇଁ ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସମେତ ୪ ଜଣ ବରିଷ୍ଠ ଖେଳାଳିଙ୍କର ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପଡିଛି । ଏହି ସମସ୍ତଙ୍କ ଫର୍ମ ଭଲ ନାହିଁ ।
ଇନ୍ସାଇଡ୍ ସ୍ପୋର୍ଟସର ଖବର ଅନୁଯାୟୀ ଅଜିଙ୍କ୍ୟ ରାହାଣେଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା ଏବଂ ୱିକେଟ୍ କିପର ରିଦ୍ଧିମାନ ସାହା ଟେଷ୍ଟ ଦଳରେ ସ୍ଥାନ ପାଇବେ ନାହିଁ । କୋଚ୍ ରାହୁଲ ଦ୍ରାବିଡ ଏବଂ ଦଳ ପରିଚାଳନାର କିଛି ବରିଷ୍ଠ ସଦସ୍ୟଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ରଣଜୀ ପ୍ରଦର୍ଶନ ଉପରେ ନିର୍ଭର କରିବ ଭବିଷ୍ୟତ।ସିନିୟର ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଗତ ଦୁଇ ବର୍ଷ ଧରି ଟେଷ୍ଟରେ ଫର୍ମକୁ ଫରିବାକୁ ସଂଘର୍ଷ କରୁଛନ୍ତି । ଉଭୟ ଖେଳାଳି ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟରେ ନିଜ ରାଜ୍ୟର ଦଳ ତରଫରୁ ଖେଳିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।