ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡ଼ିଆରେ ରାନୀ ପଣ୍ଡା ଦେଲେ ନିଜର ପ୍ରତିକ୍ରିୟା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।
କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ । ତେବେ ଆଜି କାଲି ର ଦୁନିଆ ରେ ପ୍ରେମ ର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ଧୋକା ଖାଇ ଜୀବନ ମଧ୍ୟ ଦେଉଛନ୍ତି ।
ବର୍ତ୍ତମାନ ଏକ ଖବର ବେଶ ଭାଇରାଲ ହେବାରେ ଲାଗିଛି । ସୌମ୍ୟ ରଂଜନ ଙ୍କ ମ-ର-ଣ ଘଟଣା ସାମ୍ନା କୁ ଆସିଛି।ତେବେ ରାନୀ ପଣ୍ଡା ସୋସିଆଲ ମିଡିଆରେ ନିଜର ମତାମତ ଦେଇଥିଲେ । ସାରସ୍ବତ ଙ୍କୁ ସେ କହିଛନ୍ତି ଯେ ଯଦି ଆପଣ ସେହି ଭଳି ଥାର୍ଡ ଗ୍ରେଡ ର ଝିଅ କୁ ଭଲ ପାଉଛନ୍ତି ତାହେଲେ ଏଇ ରାନୀ ପଣ୍ଡା ଙ୍କୁ ବାହା ହୋଇ ଯାଆନ୍ତୁ ଭଲ ହେବ । ସୋନାଲି ଅଧିକ ପଇସା ପାଇଁ ଏ ପୁଅ କୁ ଛାଡ଼ି ଦେଉଛି କଲି ଆଉ ଜଣେ ଭଲ ପଇସା ବାଲା ଙ୍କୁ ପାଇଲେ ତୁମକୁ ମଧ୍ୟ ଛାଡ଼ି ଦେବ ।
ଯଦି ପରିସ୍ଥିତି ତୁମ ପକ୍ଷରେ ଥାନ୍ତା ତୁମେ ଯଦି ଏପରି କରିଥାନ୍ତ ତେବେ ତୁମ ମା ଙ୍କ ଉପରେ କଣ ବିତି ଥାନ୍ତା । ଏହି ବିଷୟ ରେ ଥରେ ଚିନ୍ତା କରନ୍ତୁ । ତେବେ ସେ ସୋସିଆଲ ମିଡିଆରେ କହିଛନ୍ତି ଯେ, ମୁଁ ରାନୀ ପଣ୍ଡା ରାନୀ ପଣ୍ଡା ତରିକାରେ କହିବି।କାହାକୁ ଭଲ ଲାଗିଲେ ଭଲ ଖରାପ୍ ଲାଗିଲେ ମୋର୍ ଢୋ। ମୋର କେହି ବାଳ ବଙ୍କା କରିପାରିବେନି।
https://youtube.com/shorts/c8lYIHi2tYY?feature=share
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।