ବିଲେଇ ରାସ୍ତା କାଟିଲେ ଶୁଭ ନା ଅଶୁଭ ହୁଏ – ୯୯ % ଲୋକ ଏହା ଜାଣି ନାହାଁନ୍ତି – ଏବେ ହିଁ ଜାଣନ୍ତୁ ପ୍ରକୁତ ସତ…

 

ବନ୍ଧୁଗଣ ବିଲେଇ ରାସ୍ତା କାଟିଲେ ତାହାକୁ ଅଶୁଭ ଏବଂ ଖରାପ ବୋଲି କାହିଁକି କୁହାଯାଏ । କଣ ସତରେ ବିଲେଇ ଅଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବିଲେଇ କଣ ପାଇଁ ରାସ୍ତା କାଟି ଥାଏ ,ଯାହାକୁ ଜାଣିଲେ ଆପଣ ଚମକି ଉଠିବେ । ବନ୍ଧୁଗଣ ଆମର ଏହା ଧାରଣ ଅଛି ଯେ ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇଥାଏ ,ସେଥିପାଇଁ ବିଲେଇ ରାସ୍ତା କାଟିଲେ ବହୁତ୍ ଲୋକ କିଛି ସମୟ ପାଇଁ ଅଟକି ଯାଆନ୍ତି ।

 

ବିଲେଇ ରାସ୍ତା କାଟିବା ପରେ ଯଦି ଅନ୍ୟ କୌଣସି ବ୍ୟକ୍ତି ଆସି ପ୍ରଥମେ ସେହି ରାସ୍ତା ପାର ହୁଅନ୍ତି, ତାହେଲେ ଏହାର ଅଶୁଭ ଗୁଣ କମ୍ ହୋଇ ଯାଇଥାଏ । କିନ୍ତୁ ସତ ଏହା ଯେ ପ୍ରତ୍ୟେକ ପରିସ୍ଥିତି ରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନଥାଏ । ତେବେ ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇଥାଏ କି ନାହିଁ ,ଆସନ୍ତୁ ଜାଣି ନେବା ଏହି ବିଷୟରେ ।

 

ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ ,ଯଦି ବିଲେଇ ଟି ରାସ୍ତା ର ବାମ ପଟ ରୁ ଡାହାଣ ପଟ କୁ ଚାଲି ଯାଏ ତାହେଲେ ଅଶୁଭ ହୋଇଥାଏ ।ଅନ୍ୟ ପରିସ୍ଥିତି ରେ ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇ ନଥାଏ । ତେବେ କୁହାଯାଏ କି ବିଲେଇ ର ପାଞ୍ଚୋଟି ଇନ୍ଦ୍ରିୟ ବହୁତ୍ ବିକଶିତ ଅଟେ , ସେଥିପାଇଁ ଆଗକୁ ହେବାକୁ ଥିବା ଘଟଣା କୁ ସେ ପୂର୍ବରୁ ଜାଣି ଯାଏ ,ଆଉ ଆପଣଙ୍କୁ ରୋକିଥାଏ ।

 

ତେବେ ଜଣାଇ ରଖୁଛୁ ଯେ ଯଦି ବିଲେଇ ବାମ ରୁ ଦକ୍ଷିଣ କୁ ଅତିକ୍ରମ କରି ଯାଇଥାଏ ତାହେଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ,ସେଥିପାଇଁ କିଛି ସମୟ ସେଠାରେ ଅଟକି ଯାଆନ୍ତୁ । ତନ୍ତ୍ର ବିଜ୍ଞାନ ରେ ବିଲେଇ କୁ ଏକ ମହତ୍ତ୍ୱପୂର୍ଣ୍ଣ ଜିବ ବୋଲି କୁହାଯାଏ । କୁହାଯାଏ କି ବିଲେଇ ଯଦି ଘରେ ରୁହେ ତାହେଲେ ଅଘଟଣ ହୋଇପାରେ ।

 

ଯଦି ଦୀପାବଳୀ ରାତି ରେ ବିଲେଇ ଘରକୁ ଆସିଥାଏ ତାହେଲେ ବହୁତ୍ ଶୁଭ ହୋଇଥାଏ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଘରକୁ ଆସିଥାନ୍ତି । ଆଉ ଏହା ଦ୍ଵାରା ବର୍ଷ ଟି ଭଲ ରେ କଟିଥାଏ । ବିଲେଇ ଯଦି ଘରେ ଛୁଆ ଜନ୍ମ କରିଥାଏ , ତାହେଲେ ଏହା ବହୁତ୍ ଶୁଭ ହୋଇଥାଏ । ବିଲେଇ ଯଦି ଘରକୁ ଆସି କିଛି କ୍ଷୀର ପି ଚାଲି ଯାଇଥାଏ ,ଏହାକୁ କିଛି ଲୋକ ମାନେ ଅଶୁଭ ବୋଲି ଭାବିଥାନ୍ତି କିନ୍ତୁ ଏହା ଧନ ଆଗମନ ର ସୂଚନା ଦେଇଥାଏ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *