ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏଟି-ଏ-ମ୍ ରୁ ପଇସା ଉଠାଇବା ସମୟ ରେ ଯୁବତୀ ଜଣଙ୍କ କାହିଁକି ନାଚି ଥିଲେ ସେଠାରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତ୍ତମାନ ଏକ ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ ଏ-ଟି-ଏମ୍ ମେସିନ ରୁ ଟଙ୍କା ଉଠାଇବା ପରେ ଝିଅ ଟି ଅଚାନକ ନାଚିବାକୁ ଲାଗିଲେ ଏବଂ ସେହି ଭି-ଡି-ଓ ଟି ବର୍ତ୍ତମାନ ସୋସିଆଲ ମି-ଡ଼ି-ଆ ପ୍ଲା-ଟ-ଫ-ର୍ମ ରେ ଏତେ ମାତ୍ରା ରେ ଭା-ଇ-ରା-ଲ ହେବାରେ ଲାଗିଛି ଯେ ସେହି ଝିଅ ଟି ର ଭି-ଡି-ଓ ଟି କୁ ୧ କୋଟି ଲୋକ ମାନେ ଦେଖି ସାରିଲେଣି ଏବଂ ଦେଖୁଥିବା ସମସ୍ତ ଲୋକ ମାନେ ମଧ୍ୟ ଖୁସି ହୋଇ ଯାଉଛନ୍ତି ଝିଅ ଟି ର ନାଚ କୁ ଦେଖି । ଯେତେବେଳେ ସେ ହଠାତ୍ ନାଚିଲେ ଏ-ଟି-ଏମ୍ ଆଗରେ ସେତେବେଳେ ସେହି ସମୟ ରେ ସେ ଯେତିକି ଖୁସି ଥିଲେ ସେଠାରେ ତାଙ୍କର ନାଚ କୁ ଦେଖୁଥିବା ଲୋକ ମାନେ ମଧ୍ୟ ସେତିକି ହିଁ ଖୁସି ହୋଇଥିଲେ । ଯୁବତୀ ଙ୍କ ନାଚ କୁ ଦେଖିବା ମାତ୍ରକେ ସମସ୍ତଙ୍କୁ ବହୁତ୍ ହସ ଲାଗୁଛି ।
ଖାଲି ଏତିକି ନୁହେଁ ସେହି ଭି-ଡି-ଓ ଟି ରେ ଏହା ଦେଖା ଯାଇଛି ଯେ ସେହି ଝିଅ ଟି ର ନାଚିବା ମଧ୍ୟରେ ଏ-ଟି-ଏମ୍ ମେସିନ କୁ ମୁ-ଣ୍ଡି-ଆ ମଧ୍ୟ ମାରୁଛି । ଯଦିଓ ସେହି ଝିଅ ଟି କାହିଁକି ନାଚି ଥିଲା ତାହାର କାରଣ ଟି ଜଣା ପଡି ନାହିଁ ତଥାପି ବି ଲୋକ ଙ୍କ ଠୁ ଏହା ଶୁଣିବାକୁ ସେ ତାଙ୍କର ପ୍ରଥମ ସାଲାରି ପାଇ ଏତେ ଅଧିକ ଖୁସି ହୋଇ ଯାଇଥିଲେ ଯେ ସେ ଖୁସି ରେ ନାଚି ପକାଇ ଥିଲେ ।
ସାଧାରଣତଃ ଆପଣ ମାନେ ବି ଜାଣିଥିବେ ଯେ ଯେତେବେଳେ ସାଲାରୀ ଆସିବ ବୋଲି ମୋବାଇଲ କୁ ମେସେଜ ଆସିଥାଏ ସେ ସମୟ ରେ ମନ କୁ ଗୋଟେ ଖୁସି ଚାଲି ଆସେ । ଆଉ ଯେତେବେଳେ ସେହି ଟଙ୍କା ଟି ହାତ କୁ ଆସେ ତାହା କୌଣସି ସେଲିବ୍ରେଶନ ଠୁ ମଧ୍ୟ କମ୍ ହୋଇ ନଥାଏ । ସେହିପରି ଅଧିକ ଖୁସି ହୋଇ ଏହି ଯୁବତୀ ଜଣଙ୍କ ନାଚି ଥିଲେ ବୋଲି ଏହା ଶୁଣିବାକୁ ମିଳୁଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।