ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ,ଏ ବିଶାଳ ଦୁନିଆ ରେ ସମୟ ସମୟ ରେ ଅନେକ ଗୁଡ଼ିଏ ବିଚିତ୍ରମୟ ଘଟଣା ଦେଖିବାକୁ ମିଳିଥାଏ । ତେବେ କିଛି ଘଟଣା ବିଷୟରେ ଜାଣିଲେ ସମସ୍ତେ ପ୍ରଶଂସା କରି ଥାଆନ୍ତି ଆଉ ମଧ୍ୟ କିଛି ଘଟଣା କୁ ଦେଖିଲେ ଆମେ ଆଶ୍ଚର୍ୟ୍ଯ ହୋଇ ଯାଇଥାଉ । ତେବେ ବର୍ତ୍ତମାନ ସମୟ ରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା ସାମ୍ନା କୁ ଆସିଛି ।
ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡ଼ିଓ ଟି ରେ ଏହା ଦେଖା ଯାଇଛି ଯେ ,ଭଦ୍ରକ ଜିଲ୍ଲାର ତିହିଡି ଅଂଚଳରେ ଜଣେ ଅଙ୍ଗନବାଡି କର୍ମୀ ଯାହା କରୁଛନ୍ତି ,ତାହାକୁ ଦେଖି ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ତାଟକା ହୋଇ ଯାଇଚନ୍ତି । ତେବେ ସେହି ଅଙ୍ଗନବାଡି ଦିଦି ଜଣଙ୍କ ପଢିବା ଶୈଳୀ ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କହି ରଖୁଛୁ ଯେ ,ଏମିତି କିଛି ସ୍ଥାନ ମାନଙ୍କ ରେ ଘର,ଶିକ୍ଷକ ,ଆଉ ସବୁ ସୁବିଧା ଥାଇ ମଧ୍ୟ ସେଠାରେ ଭଲ ଭାବରେ ପାଠ ପଢା ଯାଉ ନଥିବ ।ଆଉ ଏଭଳି ପରିସ୍ଥିତି ପାଇଁ ପିଲା ମାନେ ପାଠ ପଢ଼ା ରୁ ବଞ୍ଚିତ ହୋଇ ଥାଆନ୍ତି ।
ଆଉ ଏଥିପାଇଁ ମଧ୍ୟ ସେହି ପିଲା ମାନଙ୍କ ଭବିଷ୍ୟତ ଖରାପ ହେଇ ଯାଉଛି ,ଆଉ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମୟ ହୋଇ ଯାଉଛି । ଆଉ ଅନେକ ଅଙ୍ଗନବାଡି ରେ ସମସ୍ତେ ଥିବେ ହେଲେ ସେଠାରେ ପାଠ ପଢା ନଥାଏ, ଆଉ ଏଥିପାଇଁ ମଧ୍ୟ ବହୁତ ଅଭିଯୋଗ ଆସିଥାଏ। ତେବେ ଏ ସବୁ କୁ ଆଖି ରେ ରଖି ସରକାର ଅନେକ ଯୋଜନା ମଧ୍ୟ ଯାହା ଦ୍ଵାରା କି ପିଲା ମାନେ ଉପକୃତ ହୋଇ ପାରିବେ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ସରକାର ପିଲା ମାନଙ୍କ ପାଇଁ ଚୁନା,ଅଣ୍ଡା,ସୁଜି ଏମିତି ବହୁତ କିଛି ଯୋଗାଇ ଦେଇ ଥାଆନ୍ତି ।
ତେବେ ଏ ସବୁ ଭିତରେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ଏପରି ଭିଡିଓ ଯାହାକି ସମସ୍ତଙ୍କ ଆଖି କୁ ଚମକାଇ ଦେବ ।ଭିଡ଼ିଓ ଟି ରେ ଏହା ଦେଖା ଯାଇଛି ଯେ, ଅଙ୍ଗନବାଡି ଦିଦି ପିଲାଙ୍କୁ ପଢ଼ାଇବା ପାଇଁ ଛୁଆଙ୍କୁ ଉତ୍ସାହିତ କରିବା ସହିତ ନିଜେ ନାଚି ପିଲାଙ୍କୁ ପାଠ ପଢେଇବା ସହିତ ଶିକ୍ଷା ପ୍ରଦାନ କରୁଛନ୍ତି। ଯାହା ଦ୍ଵାରା କି ପିଲା ମାନେ ପାଠ ପଢ଼ା ପ୍ରତି ଆଗ୍ରହ ଭାବ ପୋଷଣ କରିବେ । ତେବେ ଯଦି ଏହିପରି ପିଲା ମାନଙ୍କୁ ଶିକ୍ଷା ଦିଆଯିବ ,ତାହେଲେ ସବୁ ପିଲା ମାନେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।