ବର୍ଷା ଅନୁଭବ ଙ୍କ ମାମଲା ରେ ଜାଗ୍ରତି ଶୁକ୍ଳା ଙ୍କୁ ଟାର୍ଗେଟ କଲେ ବର୍ଷା ପ୍ରିୟଦର୍ଶିନୀ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବର୍ଷା ଅନୁଭବ ଙ୍କ ମାମଲା ରେ ଜାଗ୍ରତି ଶୁକ୍ଳା ଙ୍କୁ ଟାର୍ଗେଟ କଲେ ବର୍ଷା ପ୍ରିୟଦର୍ଶିନୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । 

 

ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ । ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରି ଦେଇଥାଏ । 

 

ତେବେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଉପରେ ନିକଟ ଅତୀତ ରେ ଆସିଛି କିଛି ନିର୍ଦ୍ଦେଶାବଳୀ । 

ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ । ସ୍ଥଗିତାଦେଶ ନିର୍ଦ୍ଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଏହି ନିର୍ଦ୍ଦେଶ । ବର୍ଷାଙ୍କୁ ମିଳିଥିବା ସ୍ପାଉସ କାର୍ଡ ଫେରାଇବାକୁ ସଚିବ ଦେଇଥିଲେ ନିର୍ଦ୍ଦେଶ । ବେଳେବେଳେ ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। ତେବେ ଥରେ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଛି ଏକ ଭିଡିଓ ରେ । ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । 

 

ତେବେ ବର୍ଷା ଅନୁଭବ ଙ୍କ ଘଟଣା ରେ ଅନୁଭବ ଙ୍କ ବାନ୍ଧବୀ ଜାଗ୍ରତି ଙ୍କୁ କିଛି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । କିନ୍ତୁ ସେଠାରେ ସେ ଅନୁଭବ ହେଉ ବା ବର୍ଷା , କାହାରି ନାମ ନେଇ ନାହାଁନ୍ତି । ଜାଗ୍ରତି ଶୁକ୍ଳା ବୁଧବାର ବର୍ଷା ଙ୍କ ନାମ ନ ନେଇ ଏକ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ । ଗୁରୁବାର ଏହି ପୋଷ୍ଟ କୁ ନେଇ ବର୍ଷା ଥାନା ରେ ଅଭିଯୋଗ କରିଥିଲେ । ଏତଲା ରେ ଜାଗ୍ରତି ବର୍ଷା ଙ୍କ ସମ୍ମାନ ହାନି କରୁଥିବା କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ କୌଣସି ପ୍ରତ୍ୟୁତ୍ତର ଆସିନାହିଁ ପୋଲିସ ପ୍ରଶାସନ ଠାରୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *