ପୁରୁଷ ମାନଙ୍କର କେଉଁ ଚୁମ୍ବନ ନାରୀମାନଙ୍କୁ ଅସମ୍ଭାଳ କରିଦିଏ । ନିଶ୍ଚୟ ଜାଣିରଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁରୁଷ ମାନଙ୍କର କେଉଁ ଚୁମ୍ବନ ନାରୀ କୁ ବେଶୀ ଆକର୍ଷିତ କରେ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଏହି ଯୁବ ସମାଜ ରେ ରହୁ ଥିବା ପ୍ରତେକ ପୁରୁଷ ମହିଳା ମାନଙ୍କ ଅଧିକ ଅକର୍ସିତ୍ ହୋଇ ଥାନ୍ତି। ଆଜିର ସମାଜ ବହୁତ ଆଗକୁ ଗଲାଣି ।ଲୋକ ଙ୍କ ମନ ରେ ଚିନ୍ତାଧରା ରେ ଅନେକ ପରିବର୍ତନ ଦେଖା ଦେଇଛି। ଏହି ଯୁବ ସମାଜ ରେ ରହୁ ଥିବା ଯୁବକ ମାନେ ଶିକ୍ଷିତ ହେଲେଣି। କିନ୍ତୁ ସେମାନେ ମହିଳା ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଅଧିକ ଇଚ୍ଛା କରୁଛନ୍ତି। ଆଜି ର ଯୁଗ ରେ ଏହି ଭଳି ଇଚ୍ଛା ମହିଳା ମାନଙ୍କ କ୍ଷେତ୍ର ରେ ମଧ୍ୟ ଦେଖିବା କୁ ମିଳୁଛି। ତେବେ ଆମେ ସାଧାରଣତ ଜାଣିଚୁ କି ମହିଳା ମାନେ ଲାଜ କୁଳା ପ୍ରକୃତି ର ହୋଇ ଥାନ୍ତି। 

 

ସେମାନେ ତାଙ୍କ  ଚରିତ୍ର୍ କୁ ବଜାଇ ରଖିବା କୁ ଚେଷ୍ଟା କରି ଥାନ୍ତି। କିନ୍ତୁ ଅନେକ ଝିଅ ଅଛନ୍ତି , ଯେଉଁ ମାନେ କି ନିଜର ଚରିତ୍ର କଥା ଚିନ୍ତା ନ କରି ପୁଅ ଙ୍କ ସହ ଶାରୀରିକ ସମ୍ପର୍କ ରଖି ଲୋକହସା ହୋଇ ଥାନ୍ତି। ତେବେ ଆଜିର ସମାଜ ରେ ଏହା ଅଧିକ ଭାବେ ଦେଖିବାକୁ ମିଳୁଛି। ଆଜି ର ସମାଜ ରେ ପୁଅ ଝିଅ ମାନେ ଶିକ୍ଷିତ ହେଉଛନ୍ତି ସତ କିନ୍ତୁ ଅଧିକ ସ୍ୱାଧୀନତା ପାଇଁ ସମାଜ ରେ ଝିଅ ମାନଂକୁ ଏବଂ ତାଙ୍କ ବାପା ମା ଙ୍କୁ ଲୋକ ହସା ହେବାକୁ ପଡୁଛି।

ତେବେ ଅନେକ ପୁଅ ମାନେ ଯୌବନ ର ମଜା ନବା ପାଇଁ ଝିଅ ମାନଙ୍କର ବିଭିନ୍ନ ଅଙ୍ଗ ପ୍ରତି ଅକର୍ସିତ୍ ହୋଇ ଥାନ୍ତି। 

 

ତେବେ ଆପଣ ମାନେ ଜାଣି ଥିବେ କି ଝିଅ ମାନଂକର ଏମିତି କିଛି ଅଙ୍ଗ ରହିଛି ଯାହା ପୁଅ ମାନେ ଦେଖିଲେ କିମ୍ବା ଛୁଇଁ ଲେ ସେମାନେ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରି ଥାନ୍ତି।ପୁରୁଷ ମାନେ ନାରୀର ଗାଲ, ବାଳ, ଆଖି, ଲଲାଟ,ଛାତି ସ୍ତନ, ନିତମ୍ବ, ଓଠ,ଜିଭ କୁ ଚୁମ୍ବନ ଦେଲେ ନାରୀ ଉତେଜିତ ହୋଇ ଉଠନ୍ତି l ପୁରୁଷ ମାନେ ଜାଣିରଖିବା ଉଚିତ ଯେ ଅଧିକାଂଶ ନାରୀ କପାଳ, ଅଧର,ସ୍ତନ ରେ ମୃଦୁ ଚୁମ୍ବନ ପସନ୍ଦ କରନ୍ତି l ନାରୀ ଙ୍କୁ ପୁରୁଷ ମାନେ ଆଖି ଓ ବେକ ତଳେ ଚୁମ୍ବନ ଦେଲେ ନାରୀ ଅଧିକ ଉତେଜନା ଲାଭ କରିଥାଏ lତାଙ୍କ ବେକ ରେ ଚୁମ୍ବନ କରିଲେ ସେମାନେ ପୁଅ ମାନଙ୍କ ଆଡକୁ ଅକର୍ସିତ୍ ହୋଇ ଥାନ୍ତି। ତେବେ ଦେଖିବା କୁ ଗଲେ ବେକ ହେଉଛି ଏକ ସ୍ବେଦନଶିଳ ଅଙ୍ଗ , ଯାହା କୁ ଛୁଇଁଲେ ଝିଅ ମାନେ ଅକର୍ସିତ୍ ହୋଇ ଥାନ୍ତି।

 

ପୁରୁଷ ମାନେ ନାରୀ ମାନଙ୍କ ସ୍ତନ ଚୁମ୍ବନ କରିବା ଦ୍ୱାରା ଅଧିକାଂଶ ନାରୀ ବହୁତ ଉତେଜିତ ହୋଇ ଉଠନ୍ତି l ନାରୀ ର ଯେ କୌଣସି ଅଙ୍ଗକୁ ଚୁମ୍ବନ କରା ଯାଇ ପାରେ lସଂକୋଚ ଶାଳୀ ଲଜ୍ୟାଶାଳୀ ନାରୀର ଓଠ ହୋଇଥାଏ l 

ପୁରୁଷ ମାନେ ନାରୀର ଲବ, ଆଖିପତା, ମୁଣ୍ଡର ଅଗ୍ରଭାଗ କାନପଟି, ହାତ ଅଙ୍ଗୁଳି ର ଟିପ ପାପୁଲି ର ଅଗ୍ରଭାବ ହାତ ର ଉପର ଓ ତଳ ଆଦି ରେ ଚୁମ୍ବନ ଦେଲେ ଅତ୍ୟନ୍ତ କାମନା ଲାଭ କରେ lମୁଖରେ ମୃଦଳ ଚୁମ୍ବନ ତାଙ୍କୁ ଅଧିକ ପ୍ରଭାବ ପକେଇଥାଏ l ପୁରୁଷ ମାନେ ଜାଣି ରଖିବା ଉଚିତ ଯେ କାମତୁଣ୍ଡ ଓ ପ୍ରଚଣ୍ଡ ବେଗତୁରା ନାରୀ ଗୁପ୍ତାଅଙ୍ଗ ଚୁମ୍ବନ ମଧ୍ୟରେ ପସନ୍ଦ କରିଥାନ୍ତି l ପୁରୁଷ ଓ ନାରୀ ମାନେ ଯେତେବେଳେ ପରସ୍ପର ଓଠକୁ ଚୁମ୍ବନ କରନ୍ତି ତାହାକୁ ସମ ଚୁମ୍ବନ କୁହାଯାଏ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *