ଆସିଲା ବଡ ଖବର – ନବୀନଙ୍କ ପରେ ଅପରାଜିତା – ପୁରା ଖବର ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

 

ସରକାର ହୁଅନ୍ତୁ ବା ପ୍ରତିନିଧୀ ଜନସାଧାରଣଙ୍କ ଅସୁବିଧା ରେ ସାହାର୍ଯ୍ୟରେ ହାତ ବଢାଇଥାଏ, ସେହିଁ ଲୋକମାନଙ୍କ ପାଇଁ ଭଗବାନ ହୋଇଯାଏ । ଲୋକ ମାନେ ମଧ୍ୟ ସେହି ପ୍ରତିନିଧୀକୁ ନିଜର ସରକାର ଭାବେ ଦେଖିବାକୁ ଚାହିଁ ଥାନ୍ତି । ଆଉ ସେମାନଙ୍କୁ ମଧ୍ୟ ବଡ ବଡ ଉପାଧି ରେ ସମ୍ମାନିତ କରାଯାଇଥାଏ। ଆପଣ ମାନେ ତ ଏହା ଜାଣିଥିବେ ଯେ ଏମଆଇଟି ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡକ୍ଟରେଟ ଉପାଧୀରେ ସମ୍ମାନିତ କରାଯାଇଥିଲା ।

 

ଦର୍ଶକ ବନ୍ଧୁ ସେହି ଉପାଧୀ ରେ ବର୍ତ୍ତମାନ ବିଜେପି ସାଂସଦ ତଥା ଅପରାଜିତା ସଡଙ୍ଗୀ ଙ୍କୁ ଦିଆଯିବ ବୋଲି ଶୁଣା ଯାଉଛି । ତେବେ 2018 ମସିହା ରେ ରେ ଏମଆଇଟି ବିଶ୍ବବିଦ୍ୟାଳୟ ନବୀନ ଙ୍କୁ ସମ୍ମାନିତ କରିଥିଲା କିନ୍ତୁ ଏହି ବର୍ଷ ଏମଆଇଟି ବିଶ୍ବବିଦ୍ୟାଳୟ ଭୁବନେଶ୍ବର ସାଂସଦକୁ ସମ୍ମାନିତ କରିବ ।ତେବେ ଏହି ବର୍ଷ ଅପରାଜିତାଙ୍କୁ ସମ୍ମାନ ସହ ମିଳି ଡକ୍ଟରେଟ ଉପାଧି ରେ ସମ୍ମାନ କରାଯିବ ।

 

କେବଳ ଏତିକି ନୁହେଁ ପୂର୍ବରୁ ଏମଆଇଟି ୟୁନିଭରସିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ବେଷ୍ଟ ଆଡମିନଷ୍ଟ୍ରେଟର ପୁରସ୍କାର ଦେଇଥିଲା । କିନ୍ତୁ ବର୍ତ୍ତମାନ ମିଳୁଥିବା ଖବର ଅନୁଯାୟୀ , ଭୁବନେଶ୍ବର ସାଂସଦ ଅପରାଜିତା ସଡଙ୍ଗୀ ଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି । ତେବେ ମିଳୁଥିବା ଖବର ଅନୁଯାୟୀ ,ଶ୍ରୀ ସରସ୍ୱତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ସାଂସଦଙ୍କୁ ମିଳିବ ଏବଂ ଏହା ସହିତ ତାଙ୍କୁ ଡକ୍ଟରେଟ୍ ଉପାଧି ମଧ୍ୟ ତାଙ୍କୁ ପ୍ରଦାନ କରାଯିବ ।

 

ତେବେ ବର୍ତ୍ତମାନ ଏ ନେଇ ବିଶ୍ବବିଦ୍ୟାଳୟ ତରଫରୁ ସାଂସଦଙ୍କୁ ଅବଗତ କରାଯାଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜରରେ ମଧ୍ୟ ଅପରାଜିତା ହେଉଛନ୍ତି ଷ୍ଟାର ଅଫ୍ ଓଡିଶା ମଧ୍ୟରୁ ଜଣେ । ତେବେ ଅପରାଜିତା ଜଣେ ଦକ୍ଷ ପ୍ରଶାସିକା ଭାବରେ କାର୍ଯ୍ୟ ସମ୍ପାଦନ କରି ନାମ କମାଇଥିଲେ ,ଆଉ ସେଥିପାଇଁ ସେ ଏହି ସମ୍ମାନ ରେ ସମ୍ମାନିତ ହେବାକୁ ଯାଉଛନ୍ତି । ତେବେ ଆସନ୍ତା ୨ ତାରିଖ ରେ ଅପରାଜିତା ସେହି ସମ୍ମାନରେ ସମ୍ମାନିତ ହେବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

 

Leave a Reply

Your email address will not be published.