ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ହେଉଥିଲେ କରନ୍ତୁ ଏହି ଉପାୟ -90 ବର୍ଷ ପର୍ଯ୍ୟନ୍ତ ଆଉ ହେବ ନାହିଁ ଗ୍ୟାରେଣ୍ଟି ।

 

 

ବନ୍ଧୁଗଣ ଦିନସାରା କାମ କରିବା ଦ୍ୱାରା ଶରୀର ରେ ଥକାପଣ ବା ଦୁର୍ବଳତା ଆସିଯାଏ । କିନ୍ତୁ ଏହା ଯଦି ଆପଣଙ୍କର ସବୁବେଳେ ହେଉଅଛି , ତାହେଲେ ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଯଦି ଆପଣଙ୍କର ସବୁବେଳେ ଅଣ୍ଟା ବିନ୍ଧା ହେଉଛି ,ଗଣ୍ଠି ଯନ୍ତ୍ରଣା ହେଉଛି ବା ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ରେ ବାହାରୁ ନାହାଁନ୍ତି ,ତାହେଲେ ଆପଣଙ୍କୁ କ୍ୟାଲସିୟମ ର ଅଭାବ ରହିଛି ।

 

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାଚାର ବିଷୟରେ କହିବୁ ଯାହାର 3 ଦିନ ସେବନ କରିବା ଦ୍ୱାରା 90 ବର୍ଷ ବୟସ ପର୍ଯ୍ୟନ୍ତ ଆପଣଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରି ହେବ ।ତେବେ ବନ୍ଧୁଗଣ ଏହାର ସେବନ ଆପଣଙ୍କୁ ଦିନରେ ଦୁଇ ଥର କରିବାକୁ ହେବ । 

 

ତେବେ ଏହି ଉପଚାର ଟି ପାଇଁ ଆପଣଙ୍କୁ ପ୍ରଥମେ ଧଳା ଖସା ର ଆବଶ୍ୟକତା ପଡ଼ିବ । ଏଥିରେ ବହୁତ୍ ପରିମାଣ ରେ କ୍ୟାଲସିୟମ ରହିଥାଏ । ଏଥିରେ କ୍ୟାଲସିୟମ ସହିତ ଆଇରନ , ମ୍ୟାଗ୍ନେଶିୟମ୍ ଓ ଜୀଙ୍କ ଭଳି ପୋଷାକ ତତ୍ୱ ମିଳିଥାଏ । ଯାହାକି ଆମର ମାଂସପେଶୀ କୁ ସକ୍ରିୟ ରଖିଥାଏ ,ଯାହା ଫଳରେ ଆମ ଶରୀର ରେ ବହୁତ୍ କମ୍ ଦୁର୍ବଳତା ଆସିଥାଏ ।

 

ପ୍ରଥମେ ଆପଣ ଏକ ପାତ୍ର ରେ ଧଳା ଖସା ନିଅନ୍ତୁ ,ତାହାକୁ ପେଶି ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣଙ୍କୁ ଏକ ଗ୍ଲାସ୍ ପାଣି ର ଆବଶ୍ୟକତା ପଡ଼ିବ । ଆପଣ ଏହାକୁ ଥରେ ସେବନ କରି ଦେଖନ୍ତୁ ,ଦେଖିବେ ଆପଣଙ୍କ ଶରୀର ରୁ କ୍ୟାଲସିୟମ ର ଅଭାବ ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଆପଣଙ୍କୁ ଥକା ମଧ୍ୟ ଲାଗିବ ନାହିଁ ।

 

ଏହା ସହିତ ଆପଣଙ୍କୁ ଆଉ ଏକ ଜିନିଷ ବନାଇବାକୁ ପଡ଼ିବ ଆଉ ସେଥିପାଇଁ ଆପଣଙ୍କୁ ଦରକାର ପେସ୍ତା ବାଦାମ ,ଆମେ ସମସ୍ତେ ଜାଣିଛେ ଏହି ପେସ୍ତା ବାଦାମ ଆମ ଶରୀର ପାଇଁ କେତେ ଅଧିକ ଲାଭ ଦାୟକ ଅଟେ । ତେବେ କିଛି ପେସ୍ତା ବାଦାମ କୁ ନେଇ ଆପଣ ତାହାକୁ ପାଣି ରେ ଭିଯାଇ ଦିଅନ୍ତୁ ।ଆଉ ଏହା ପରେ ତାହାର ଚୋପା କାଢି ଦିଅନ୍ତୁ । ଏହା ପରେ ଆପଣଙ୍କୁ ଦରକାର ହେବ ଏକ ଗ୍ଲାସ୍ କ୍ଷୀର । ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ଦିନ ରେ କେବେ ବି ଥକା ଲାଗିବ ନାହିଁ । ଆଉ ଏହା ଦ୍ଵାରା ଆପଣଙ୍କୁ ଦିନ ସାରା କାମ କରିବା ପାଇଁ ଶକ୍ତି ମିଳିବ । ତେବେ ଏହାର ସେବନ ଆପଣଙ୍କୁ ଦିନ ବେଳା କରିବାକୁ ହେବ ।

 

ତେବେ ଆପଣ ସେହି ପେସ୍ତା ବାଦାମ କୁ ପ୍ରଥମେ ଖାଇ ତା ପରେ କ୍ଷୀର ର ସେବନ କରି ପାରିବେ ,ନହେଲେ ପେସ୍ତା ବାଦାମ କ୍ଷୀର ରେ ପକାଇ ମଧ୍ୟ ସେବନ କରି ପାରିବେ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀର କୁ ଭିଟାମିନ ମିଳିଥାଏ ,ଆଉ ଆପଣଙ୍କୁ ହାଲିଆ ଲାଗି ନଥାଏ । ଦ୍ଵିତୀୟ ଜିନିଷ ଟି କୁ ଆପଣ ସନ୍ଧ୍ୟା ବେଳେ ସେବନ କରନ୍ତୁ । ତେବେ ପ୍ରସ୍ତୁତ କରି ରଖିଥିବା ଖସା ପାଉଡର କୁ ଏକ ଗୁଣ୍ଡ ନେଇ ପାଣି ରେ ଗୋଳାଇ ରାତି ରେ ଖାଇବା ପରେ କିମ୍ବା ସନ୍ଧ୍ୟା ସମୟରେ ସେବନ କରି ପାରିବେ । ତେବେ ଏହାକୁ ଲଗାତାର ଦିନ ସେବନ କରିବା ଦ୍ଵାରା ଆପଣଙ୍କ ଶରୀର ରେ କ୍ୟାଲସିୟମ ର ମାତ୍ରା ବଢ଼ିବାକୁ ଲାଗିବ। ଆଉ ଆପଣଙ୍କୁ ହାଲିଆ ଲାଗିବ ନାହିଁ,ଆଉ ଆପଣଙ୍କ ଶରୀର ରୁ ଦୁର୍ବଳତା ସବୁ ଦିନ ପାଇଁ ଦୂର ହୋଇଯିବ ଏବଂ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ଦୂର ହୋଇଯିବ ।

 

Leave a Reply

Your email address will not be published. Required fields are marked *