ଦେଖ Video : ବଜାର କୁ ଆସିଲା Rani Panda ଙ୍କ Hot Momos…ସଞ୍ଜ ହେଲେ ଲୋକ ଖାଇବାକୁ ହେଉଛନ୍ତି ଧରାପରା…

ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାନି ପଣ୍ଡା ଙ୍କ ନାମ କୁ ନେଇ ବଢୁଛି ଚର୍ଚ୍ଚା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ରାଣୀ ପଣ୍ଡା ହଟ ମୋମୋ। ରାଣୀ ପଣ୍ଡା ନା ରେ ଖୋଲିଲା ନୂଆ ମୋମୋ ଷ୍ଟଲ୍ । ଏହି କଥା ଶୁଣିଲା ପରେ ଆପଣ କୁ ଲାଗୁଥିବ କି ରାଣୀ ପଣ୍ଡା ହୁଏତ ମୋମୋ ଷ୍ଟଲ୍ କରିଛନ୍ତି । ନା ଯାତ୍ରା ଜଗତ ରୁ ଆସି ବ୍ୟବସାୟ ରେ ଦେଲେ କି ପାଦ । ଏହା ନେଇ ପ୍ରଶ୍ନ ଉଠିଛି। କିନ୍ତୁ ନା ରାଣୀ ପଣ୍ଡା କ ଜଣେ ପ୍ରଶଂସକ ତାଙ୍କ ନା ରେ ଖଳିଛନ୍ତି ମୋ ମୋ ଷ୍ଟଲ୍ । ଆଉ ବଜାର ରେ ଜର ସର ରେ ଚାଲିଛି ରାନି ପଣ୍ଡା ହିଟ ମୋ ମୋ ।

       

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଳୁଙ୍ଗା ବଜାର ରେ ଖୋଲିଛି ରାଣୀ କ ନାମ ରେ ନୁଆ ମୋ ମୋ ଷ୍ଟଲ୍ । ଏହି ଷ୍ଟଲ୍ ଟି ୟେ କରି ଗରମ ଗରମ ମୋ ମୋ ବିକୁଛନ୍ତି ବିକାଶ । ଷ୍ଟଲ୍ ରେ ରାନି କ ର ଏକ ଫୋଟ ରଖି ଲେଖିଛନ୍ତି ରାନି ପଣ୍ଡା ହିଟ ମୋମୋ । ଆଉ ଷ୍ଟଲ୍ ରେ ଲେଖିଛନ୍ତି ଲେଡୀ ସିଂହାହାମ ।ସନ୍ଧ୍ୟା ହେବ କ୍ଷଣି ଭିଡ଼ ଜମିଛି ଷ୍ଟଲ୍ ଆଗରେ ଆଉ ଅନେକ ରାତି ଯାଏ ଲାଗୁଚି ଷ୍ଟଲ୍ ସାମ୍ନା ରେ ଭିଡ଼। ଚଟାପଟ୍ ମୋମୋ ସହିତ ଷ୍ଟଲ୍ ର ନାମ ଲୋକୋ କୁ ଅଧିକ ଆକର୍ଷଣ କରୁଚି । 

ବିକାଶ ରାନି ପଣ୍ଡା କ ର ଜଣେ ଜବର ଦୋଷ୍ଟ ଫ୍ୟାନ ଅଟନ୍ତି । ରାନି କ ଡାନ୍ସ ତାଙ୍କୁ ଯେତିକି ପ୍ରଭାବିତ କରେ ତାଙ୍କ ର ଗରିବ ପ୍ରତି ସେବା ପରୋପକାରିତା ତାଙ୍କୁ ସେତିକି ଆକର୍ଷିତ ମଧ୍ୟ କରିଥାଏ। ଅସମୟ ରେ ରାନି କ ଅସହାୟ ଲୋକ କୁ ସାହାଯ୍ୟ ଏବଂ ସମାଜ ସେବା ରାନି କ ପ୍ରତି ତାଙ୍କ ସମ୍ମାନ କୁ ସେତିକି ବଢ଼ାଇ ଦେଚି । ବାତ୍ୟା ବେଳେ ପ୍ରଶାସନ ଯୋଉଠି ଲୋକୋ କ ପାଖରେ ପହଞ୍ଚାଇ ପରି ନଥିଲା ରାନି ପଣ୍ଡା  ଅସହାୟ ଙ୍କ ସାହା ଯାଇଥିଲେ । ଏହି ବି-ବା-ଦୀ-ୟ ଆଇଟମ ଗାର୍ଲ୍ ଙ୍କ ର ଏମିତି କିଛି କାର୍ଯ୍ୟ ସବୁବେଳେ ଲୋକୋ କୁ ଚକିତ କରିଥାଏ।

ରାନି ପଣ୍ଡା ଙ୍କ ର ଏହି ପରି କାମ ବିକାଶ କୁ ଅନେକ ମାତ୍ରା ରେ  ପ୍ରଭାବିତ କରିଛି। ବିକାଶ ଇଞ୍ଜିନିୟରିଂ ସରିବା ପରେ ଏକ ବିଜନେସ ଖୋଲିବାକୁ ଚେଷ୍ଟା କରିଥିଲେ ସେତେବେଳେ ରାନି ଙ୍କ ନା ରେ ଖୋଲିବାକୁ ମନସ୍ଥ କରିଥିଲେ। ସେ ରାନି ଙ୍କ ର ବହୁତ ବଡ଼ ଫ୍ୟାନ ହେଇଥିବାରୁ ସେ ରାନି କ ନା ରେ ଷ୍ଟଲ୍  ଟି ଖଳିଥିଲେ । ଆଉ ତାଙ୍କର ଏହି ନିଷ୍ପତି ତାଙ୍କୁ ଅନେକ ଉନ୍ନତି ଦିଗରେ ନେଇଯାଇଛି। ସେ ଏହି ବ୍ୟବସାୟ କରି ନିଜର ପରିବାର ର ପ୍ରତି ପୋଷଣ କରୁ ଛନ୍ତି। ଯାହା ପାଈଁ ତାଙ୍କ ପରିବାର ଲୋକେ ଅନେକ ଖୁସି ଯାଇଛନ୍ତି। ଆଉ ସେ ଏହାର ଶ୍ରେୟ ରାନି ପଣ୍ଡାଙ୍କୁ ମଧ୍ୟ ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *