ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବିଷୟ ରେ ବେଶ୍ ଭଲ ଭାବରେ ଜାଣିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସିଥିବା ବଡ ଖବର ଟି ବିଷୟରେ ଆସନ୍ତୁ ଜାଣି ନେବା ।
ତେବେ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା କୁ ନେଇ ଏବେ ପର୍ଯ୍ୟନ୍ତ ଘଟଣା ର ମୂଳ ମୂଲ୍ୟାଙ୍କନ ହୋଇପାରୁ ନାହିଁ । ତେବେ ଦୁହିଁଙ୍କ ମତ ଭିନ୍ନ ରହୁଛି । ତେବେ ତପସ୍ଵିନୀ ଆପୋଷ ବୁଝାମଣା କୁ ଅପେକ୍ଷା କରି ରହିଥିବା ବେଳେ ଡକ୍ଟର ସୁମିତ ଛାଡପତ୍ର କୁ ଅପେକ୍ଷା କରି ରହିଛନ୍ତି । ତେବେ ଡକ୍ଟର ସୁମିତ ଙ୍କ ଏହି ନିଷ୍ପତି ରେ ତାଙ୍କର ବାପା ପ୍ରମୋଦ କୁମାର ସାହୁ ମଧ୍ୟ ତାଙ୍କର ସାଥିରେ ଅଛନ୍ତି ଏବଂ ସୁମିତ ଙ୍କ ପରିବାର ଲୋକ ମାନେ ମଧ୍ୟ ତପସ୍ୱିନୀ ଙ୍କୁ ସ୍ବୀକାର କରୁ ନାହାଁନ୍ତି ।
ତେବେ ତପସ୍ୱିନୀ ବର୍ତ୍ତମାନ ସମୟ ରେ ସୁମିତ ଙ୍କ ଘରେ ରହୁଥିବା ସତ୍ତ୍ବେ ମଧ୍ୟ ,ତପସ୍ୱିନୀ ଙ୍କ ସହ ସୁମିତ ଙ୍କ ଘର ଲୋକ ମାନେ କେହି ଭଲ ଭାବରେ ମିଶୁ ନାହାଁନ୍ତି ।ତପସ୍ଵିନୀ ଏବଂ ସୁମିତ ମାମଲାରେ ନୂଆ ମୋଡ ପ୍ରତ୍ୟକ୍ କୋର୍ଟ ର ତାରିଖରେ ମିଳିଥାଏ ଏବଂ ତପସ୍ୱିନୀ କେବେ ସେ ଘରୁ ଯିବେ ସେ ନେଇ ଶଶୁର ଘରେ ତାଙ୍କୁ ଅବଗତ କରାଇବାକୁ ପଛାଉ ନାହାନ୍ତି ।ତେବେ ବର୍ତ୍ତମାନ ସମୟ ରେ ଡକ୍ଟର ସୁମିତ ଛୁଟି ନେଇଛନ୍ତି ସେଥିପାଇଁ ଏବେ ସେ ସତର ହଜାର ଟଙ୍କା ଦେଇପାରିବେ ନାହିଁ ବୋଲି କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ,ଯୋଗାଡ ହେଇଗଲେ ମୁଁ ସତର ହଜାର ଟଙ୍କା ଦେଇଦେବୀ ।
ତେବେ ବର୍ତ୍ତମାନ କୋର୍ଟ ର ଆଗାମୀ ଅର୍ଡର କୁ ଅପେକ୍ଷା କରି ରହିଛନ୍ତି ତପସ୍ଵିନୀ ଏବଂ ସୁମିତ । ତେବେ ପୂର୍ବ ଥର ତପସ୍ୱିନୀ ଙ୍କ ଶରୀର ଅସୁସ୍ଥ ଥିବାରୁ ସେ କୋର୍ଟ ରେ ହାଜର ହୋଇନଥିଲେ । ଆଉ ଏହା ଆଶା କରାଯାଉଛି ଯେ ଆଗାମୀ ତାରିଖରେ ତାଙ୍କ ଅସୁସ୍ଥତା ଭଲ ହୋଇ ଯାଇଥିବ ଆଉ ସେ କୋର୍ଟ ରେ ହାଜର ହେବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।