ବନ୍ଧୁଗଣ ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଏବେ ଯୁଗ ଏତେ ଆଧୁନିକ ହୋଇଗଲାଣି ଯେ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଯୋଡ଼ିତ ଅଟନ୍ତି । ତେବେ ଏହି ସୋସିଆଲ ମିଡିଆରେ ଆପଣ ମାନେ ଅନେକ ସମୟ ରେ ଅନେକ ଭିନ୍ନ ଭିନ୍ନ ପ୍ରକାରର ର ଭିଡିଓ ଦେଖିବାକୁ ପାଉଥିବେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକି ଆପଣଙ୍କୁ ଚକିତ କରି ରଖିଦେବ ।ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିବା ଭିଡିଓ ଟି ବିଷୟ ରେ ଆସନ୍ତୁ ଜାଣି ନେବା ।
ବନ୍ଧୁଗଣ ଗୋଟେ ଛୋଟ ପିଲା କୁ କୁକୁର ପରି ଭୋକିବାର ଆପଣ ମାନେ କେବେ ବି ଦେଖି ନଥିବେ ,କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ସେଥିରେ କିଛି ଏଭଳି ଚକିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହା ଦେଖା ଯାଇଛି ଯେ ,ଏକ ଛୋଟ ପିଲା ଟି ଏ ମେଡିକାଲ ରେ ରହି ଚିକିତ୍ସିତ ହେଉଥିବା ବେଳେ ସେ କିଛି ବି କଥା କହୁ ନାହିଁ କିନ୍ତୁ କୁକୁର ପରି ଭୋ ଭୋ ହେଉଛି। ତେବେ ଏହି ଭିଡିଓ କୁ ସମସ୍ତେ ଦେଖିବା ପରେ କହୁଛନ୍ତି ଯେ ପିଲା ଟି କୁ ରାବିଜ୍ ରୋଗ ହୋଇଛି ।
ତେବେ ଦର୍ଶକ ବନ୍ଧୁ କହି ରଖୁଛୁ ଯେ ,ସେହି ଛୋଟ ପିଲା ଟି କୁ ରାବିଜ୍ କିମ୍ବା କୁକୁର କାମୁଡ଼ା ରୋଗ ହୋଇ ନାହିଁ । ତେବେ ଜଣାଇ ରଖୁଛୁ ଯେ ,ସେହି ପିଲା ଟି କୌଣସି ମାନସିକ ତଥା କୌଣସି ଅଜଣା ରୋଗ ରେ ପୀଡିତ ହେବା କାରଣ ରୁ ମଣିଷ ପରି କଥା ହେବା ବଦଳ ରେ କୁକୁର ପରି ଭୋ ଭୋ ହେଉଛି ।
ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ ,ଏହି ରାବିଜ୍ ରୋଗ ଯେ କୌଣସି କୁକୁର କାମୁଡିବା ଦ୍ବାରା ହୋଇ ନଥାଏ ,ଯଦି କୌଣସି କୁକୁର କୁ ଏହି ରାବିଜ୍ ରୋଗ ହୋଇଥାଏ ,ତାହେଲେ ସେହି କୁକୁର କାମୁଡ଼ିଲେ ଏହି ରାବିଜ୍ ରୋଗ ହୋଇଥାଏ । ଏହି ପିଲା ଟି କୁ ରାବିଜ୍ ରୋଗ ହୋଇ ନାହିଁ ,ପିଲା ଟି କୌଣସି ମାନସିକ ତଥା କୌଣସି ଅଜଣା ରୋଗ ରେ ପୀଡିତ ହୋଇଛି । ଏଥିପାଇଁ ପିଲା ଟି କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରି ସୁସ୍ଥ କରିବା ଉଚିତ। ତେବେ ବନ୍ଧୁଗଣ ସେହି ଭିଡ଼ିଓ ଟି କୁ ଥରେ ଦେଖି ଦିଅନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।