ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ମେଡିଆ କୁ ଆଜି ଆମେ ଦେଖିବା ବର୍ଷା ଅନୁଭବ ଙ୍କ ଆଶାର ଆଲୋକ Video । ଦେଖିବା ପୂର୍ବରୁ ଆସନ୍ତୁ ଏହି ସମ୍ପର୍କ ରେ କିଛି ଜାଣି ନେବା ।
ବର୍ଷା ଅନୁଭବ ଓଡିଶା ର ସଫଳ ସିନେ ଯୋଡି । ସିନେ ଜଗତ ଦୁହେଁ ସୁପରଷ୍ଟାର ଲୋକ ମାନେ ବର୍ଷା ଓ ଅନୁଭବ ଙ୍କ ଫିଲ୍ମ ଦେଖିବା କୁ ଖୁବ ପସନ୍ଦ କରିଥାନ୍ତି ଓ ନୂଆ ଫିଲ୍ମ କୁ ଅନେଇ ବସିଥାନ୍ତି । ଅନୁଭବ ବର୍ଷା ଙ୍କ ଫିଲ୍ମ ସବୁବେଳେ ସୁପରହିଟ ହୋଇ ଥାଏ ।
2020 ମସିହାରେ ଅନୁଭବ ଅଲଗା ହେବାକୁ ଚାହିଁଥିଲେ ବର୍ଷା ଙ୍କ ପଖରୁ ହେଲେ ବର୍ଷା କିନ୍ତୁ କହିଥିଲେ ମୁ ତମରି ସାଙ୍ଗରେ ରହିବି । କିନ୍ତୁ ଅନୁଭବ ଚାହିଁନଥିଲେ ଏଥିପାଇଁ ବର୍ଷା ପ୍ରଥମ କୋର୍ଟ ରେ କେସ କରିଥିଲେ ପରେ ଅନୁଭବ ଦିଲ୍ଲୀ ପଟିଆଲା କୌର୍ଟ ରେ କେସ କରିଥିଲେ ।
ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ବହୁତ ଦିନ ଧରି ରହିଥିଲା । ଅନୁଭବ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଟ୍ରୋଲ ମଧ୍ୟ ହେଇଥିଲା । ଅନୁଭବ ଓ ଜାଗୃତି ଙ୍କ ସହିତ ଫୋଟୋ ମଧ୍ୟ ଖୁବ ଭାଇରଲ ହେଇଥିଲା । ଆଜି ଆମେ ଯେଉଁ Video ଆପଣଙ୍କୁ ଦେଖେଇବୁ ଆଶାର ଆଲୋକ 2 ।
ଏହି Video ଏବେ ସୋସିଆଲ ମେଡିଆ ନିଆଁ ଭଳି ଭାଇରଲ ହେଉଛି । ଏହି Video ଏକ କମେଡି ଚାନେଲ କରିଛି Sanumonu Comedy yotube channel ରେ ଏହା ସମ୍ପୁର୍ଣ୍ଣ କାଳ୍ପନିକ ଓ କମେଡି Video । ଏହି କମେଡି Video ଏବେ ଖୁବ ଭାଇରଲ ହେଉଛି । ଆସନ୍ତୁ ଦେଖିବା ଏହି Video ।
ଯଦି ଆପଣଙ୍କୁ ଏହି କମେଡି Video ପସନ୍ଦ ଆସିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।