ଅଭିନେତା ବବି ମିଶ୍ର ଙ୍କ ସହ ଡିଭୋର୍ସ ପରେ ଏହି ହିରୋ ଙ୍କୁ ବିବାହ କରିଛନ୍ତି କୋଏଲ ବାନାର୍ଜୀ – ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଅଭିନେତା ବବି ମିଶ୍ର ଙ୍କ ସହ ଡିଭୋର୍ସ ପରେ କାହାକୁ ବିବାହ କରିଛନ୍ତି କୋଏଲ ବାନାର୍ଜୀ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବାହାଘର ସମ୍ପର୍କରେ ଆଉ କାହା ସହ ବିବାହ ମଧ୍ୟ କରିଛନ୍ତି ସେ ବିଷୟରେ।

 

 ବନ୍ଧୁଗଣ ଆଜିକାଲି ତ ପ୍ରାୟ ଦେଖିବାକୁ ମିଳିଛି ଯେ କିଛି ଲୋକ ମାନେ 2ଟା ନହେଲେ ତା ଠାରୁ ଅଧିକ ବାହାଘର ମଧ୍ୟ କରୁଛନ୍ତି । ଆଉ ଏହିଭଳି କଥା ଏବେ ସିନେମା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଦର୍ଶକ ବନ୍ଧୁ ଓଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ସେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାନ୍ତି ।ତେବେ ଜଣାଇ ରଖୁଛୁ ଯେ ,କୋଏଲ ବାନାର୍ଜୀ ଜଣେ ବଙ୍ଗାଳୀ ହେବା ସତ୍ତ୍ୱେ ମଧ୍ୟ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

 

 

 ତେବେ ଦର୍ଶକ ବନ୍ଧୁ ଅଭିନେତ୍ରୀ କୋଏଲ ବାନାର୍ଜୀ ବର୍ତ୍ତମାନ ସମୟ ରେ ଦ୍ଵିତୀୟ ବିବାହ କରିଥିବାର ନଜର ଆସିଛନ୍ତି । ତେବେ ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଥିବେ ଯେ କୋଏଲ ବାନାର୍ଜୀ ଓ ବବି ମିଶ୍ର ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ମଧରେ ଛାଡ଼ପତ୍ର ହୋଇ ଯାଇଥିଲା ।ତେବେ କୋଏଲ ବାନାର୍ଜୀ ଅନେକ ଗୁଡ଼ିଏ ଓଡ଼ିଆ ସିନେମା ରେ କାମ କରିଛନ୍ତି ଓ ବହୁତ୍ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଥିଲେ । 

 

ଆଉ ଏହା ପରେ ସେହି ଅଭିନୟ ମଧ୍ୟରେ ତାଙ୍କର ବବି ମିଶ୍ର ଙ୍କ ସହ ଦେଖା ହୋଇଥିଲା ।ଆଉ ସେଥି ମଧ୍ୟରେ ଅଭିନେତ୍ରୀ କୋଏଲ ଙ୍କ ସହିତ ତାଙ୍କର ପ୍ରେମ ହୋଇ ଯାଇଥିଲା।ଆଉ ପରବର୍ତ୍ତୀ ସମୟରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ବହୁତ ତିକୃତା ଦେଖା ଯାଇଥିଲା ଓ ଅନେକ ସମୟ ରେ ଝଗଡା ମଧ୍ୟ ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ଦୁହିଁ ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା ,ଆଉ ସେ ଦୁହେଁ ଅଲଗା ମଧ୍ୟ ରହୁଥିଲେ ।

 

ତେବେ ବର୍ତ୍ତମାନ ମିଳୁଥିବା ସୂଚନା ଅନୁଯାୟୀ ,କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ କୋଏଲ ବାନାର୍ଜୀ କଲିକତା ରେ ରହୁଛନ୍ତି ଏବଂ ସେଠାରେ ଜଣଙ୍କୁ ବିବାହ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତାଙ୍କ ବିବାହ ର ଅନେକ ଗୁଡିଏ ଫଟୋ ସୋସିଆଲ ମିଡିଆରେ ବେଶ୍ ଘୁରି ବୁଲୁଛି । ତେବେ ତାଙ୍କ ବିବାହ କୁ ନେଇ ଅନେକ ଲୋକ ପ୍ରଶଂସା କରିଥିବା ବେଳେ ଆଉ କେତେକ ଲୋକ ପ୍ରଶ୍ନ କରିଛନ୍ତି।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.