ଓଡିଶା ର ନୂଆ ସ୍ୱର ଷ୍ଟେଜରେ ହେଲା ଗୀତ ସାଙ୍ଗକୁ ପପୁ ପମପମ୍ ଙ୍କ କମେଡି ଵାଲା ଡ୍ୟାନ୍ସ । ଆସନ୍ତୁ ଦେଖିବା ସେହି ଡ୍ୟାନ୍ସ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡିଶା ର ନୂଆ ସ୍ୱର ଷ୍ଟେଜରେ ହେଲା ଗୀତ ସାଙ୍ଗକୁ ପପୁ ପମପମ୍ ଙ୍କ କମେଡି ଵାଲା ଡ୍ୟାନ୍ସ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି ୨ ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ । ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି । ତେଣୁ ସଙ୍ଗୀତ କାର ମାନଙ୍କ ପାଇଁ ଅଡିସନ୍ ହୋଇ ଥାଏ । 

 

ଏହି ଅଡିସନ୍ ରେ ଭଲ ଭଲ କଳାକାର ମାନଙ୍କୁ ବଛା ଯାଇଥାଏ । ନିଜର କଳା ପ୍ରଦର୍ଶନ କରିବା ପାଇଁ ଆଜିକାଲି ଅନେକ ରିଆଲିଟି ଶୋ ଦେଖିବାକୁ ମିଳୁଛି । ଯେଉଁଥିରେ ଖୁବ୍ ମନୋରଞ୍ଜନ ଭରି ରହି ଥାଏ । ଏଥିରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇ ଥାନ୍ତି । ଭବିଷ୍ୟତ ରେ ଭଲ ମନୋରଞ୍ଜନ କରି ପାରନ୍ତି । ବର୍ତ୍ତମାନ ସିଦ୍ଧାର୍ଥ ଟିଭି ରେ ଚାଲିଛି ଏକ ରିଆଲିଟି ସୋ । ଯାହା ଓଡ଼ିଶା ରେ ଏକ ଭିନ୍ନ ସ୍ଥାନ ପାଇଛି । ଏହା ଏକ ସୀଙ୍ଗୀଙ୍ଗ ରିଆଲିଟି ଶୋ । ଶୋ ର ନାମ ହେଉଛି ଓଡ଼ିଶା ର ନୂଆ ସ୍ୱର । 

 

କୁନି ପିଲା ମାନେ ଏଠାରେ ନିଜର କଳା ପ୍ରଦର୍ଶନ କରି ପ୍ରତିଭା ଦେଖାଉଛନ୍ତି । ପିଲା ମାନେ ଗୀତ ଗାଇ ଦର୍ଶକ ଓ ଶ୍ରୋତା ମାନଙ୍କ ହୃଦୟ କୁ ଛୁଇଁ ଦେଇଛନ୍ତି । ତେବେ ଏହି ସୋ କୁ ନିକଟ ରେ ପପୁ ପମ୍ ପମ୍ ଆସିଥିଲେ । ତେଣୁ ଶୋ ରେ ତାଙ୍କର କମେଡି ମଧ୍ୟ ଦେଖିବାକୁ ମିଳିଥିଲା । ନିଜର କମେଡି ସହିତ ଡ଼ାନ୍ସ ଦେଖାଇ ଲୋକ ମାନଙ୍କ ମନୋରଞ୍ଜନ କରି ପାରିଛନ୍ତି । ସେ ତାଙ୍କର ଅପ୍ କମିଂ ଫିଲ୍ମ ମିଷ୍ଟର କହ୍ନୁୟା ଫିଲ୍ମ୍ ପାଇଁ ଶୋ କୁ ଆସିଥିଲେ । 

 

ସେ  ଶୋ ଥିବା ପିଲା ମାନଙ୍କ ଗୀତ ଶୁଣି ଥିଲେ ପରେ ନିଜ ଫିଲ୍ମ ବିଷୟ ରେ ଜଣାଇ ଥିଲେ । ଏହି ଫିଲ୍ମ ର ଏକ ଗୀତ ରେ ସେ ନିଜେ ମଧ୍ୟ କଣ୍ଠ ଦାନ କରିଛନ୍ତି ବୋଲି କହିଥିଲେ । ସେହି ଶୋ ରେ ସେ ନିଜେ ସେହି ଗୀତ କୁ ମଧ୍ୟ ଗାଇଥିଲେ । ଚାଲି ରେ ତୁମ ଲୋଟସ ଫୁଟେ , ଓଠରୁ ଝରେ ହନି ତୁମ ପାଇଁକି ଦିଲ୍ ଟା ମୋର ହେଉଛି ବେଇମାନି ଏହି ଗୀତ ରେ ସେ କଣ୍ଠଦାନ କରିଛନ୍ତି । ତେବେ ପପୁ ପମ୍ ପମ୍ ଙ୍କ ଉପସ୍ଥିତି ରେ ପିଲା ମାନେ ମଧ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *