ପତ୍ନୀ କୋଏଲ ବାନାର୍ଜୀଙ୍କ ଜନ୍ମଦିନ ପାଳନ ସମୟରେ ଓଲିଉଡ ଅଭିନେତା ବବି ମିଶ୍ର ହଠାତ୍ ରୋମାଣ୍ଟିକ ହୋଇଯାଇ ଏମିତି କଲେ ଲୋକ କହିଲେ ଛି ଛି… ଦେଖ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପତ୍ନୀ କୋଏଲ ବାନାର୍ଜୀଙ୍କ ଜନ୍ମଦିନ ପାଳନ ସମୟରେ ଓଲିଉଡ ଅଭିନେତା ବବି ମିଶ୍ର ହଠାତ୍ ରୋମାଣ୍ଟିକ ହୋଇଯାଇ କଣ କଲେ ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ଆପଣ ମାନେ ଓଲିଉଡ ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଦୁହିଁଙ୍କ ଜବରଦସ୍ତ ଅଭିନୟ ମଧ୍ୟ କାହାକୁ ଅଛପା ରହି ନାହିଁ । ଅଭିନେତା ବବି ମିଶ୍ର ନିଜ କ୍ୟାରିଅର ର ଆରମ୍ଭ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଅନେକ ଓଲିଉଡ ଫିଲ୍ମ ରେ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମ ରେ ତାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିଥାଏ । ଅଭିନେତା ବବି ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । 

 

ବବି ମିଶ୍ର ଙ୍କ ପତ୍ନୀ ହେଉଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ । ଏହି ଅଭିନେତ୍ରୀ ଜଣେ ବଙ୍ଗାଳୀ ଝିଅ ହେବା ସତ୍ତ୍ୱେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବିଶେଷ ନାମ କମାଇ ପାରିଛନ୍ତି । କୋଏଲ ବାନାର୍ଜୀ ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିବାକୁ ମିଳିଥାଏ ଏବଂ ଫିଲ୍ମ ରେ ତାଙ୍କୁ ମୁଖ୍ୟ ଭୂମିକା ତଥା ନାୟିକା ରୂପରେ ଦେଖିବାକୁ ମିଳିଥାଏ । ତାଙ୍କର ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜର ଅଭିନୟ ମାଧ୍ୟମରେ ବିଶେଷ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

 

ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସାକ୍ଷାତ ଫିଲ୍ମ ସେଟ ରେ ହିଁ ହୋଇଥିଲା ଏବଂ ତା ପରେ ଏହି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଏହାର କିଛି ବର୍ଷ ପରେ ଏହି ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବନ୍ଧୁଗଣ ଫିଲ୍ମ ରେ ଆମର କେହି ନା କେହି ଅତି ପ୍ରିୟ କଳାକାର ନିଶ୍ଚିତ ଭାବରେ ଥାଆନ୍ତି ଆଉ ସେହି କଳାକାର ଙ୍କ ବ୍ୟକ୍ତିଗତ ଜୀବନ ହେଉ ବା ଅନ୍ୟ କିଛି ତାଙ୍କ ବିଷୟ ରେ ଜାଣିବା ପାଇଁ ଆମେ ନିହାତି ଭାବରେ ଇଚ୍ଛା ପ୍ରକାଶ କରି ଥାଉ କିନ୍ତୁ ଏହି ସେଲିବ୍ରେଟି ମାନେ ମଧ୍ୟ ତାଙ୍କ ଜୀବନ ର କିଛି ବିଶେଷ ଘଟଣା କୁ ସେମାନେ ସୋସିଆଲ ମିଡ଼ିଆ ରେ ସେୟାର କରି ଥାଆନ୍ତି । 

 

ତେବେ ଆଜି ଯେଉଁ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ ବବି ମିଶ୍ର ନିଜର ପତ୍ନୀ କୋଏଲ ବାନାର୍ଜୀଙ୍କ ଜନ୍ମଦିନ ଖୁବ୍ ଧୁମ୍ ଧାମରେ ମନାଇଛନ୍ତି । ସେଇ ଅବସରରେ ବବି ମିଶ୍ର ଢୋଲ ବଜାଇ ଗୀତ ଗାଇ ନିଜ ପତ୍ନୀଙ୍କୁ ହଁସାଉଛନ୍ତି ଆଉ ବହୁତ ମଜା ମସ୍ତି କରୁଛନ୍ତି । ତାପରେ ଦୁହେଁ ସାଙ୍ଗ ହୋଇ କେକ୍ ମଧ୍ୟ କାଟୁଛନ୍ତି । ଆଉ ମଝିରେ ବବି ମିଶ୍ର ଟିକେ ରୋମାଣ୍ଟିକ ହୋଇଯାଇ ନିଜ ସ୍ତ୍ରୀ କୋଏଲଙ୍କ ଗାଲରେ କିସ୍ କରି ଦେଉଛନ୍ତି । ତେବେ ଦୁହିଁଙ୍କର ଏହି ମଜାଳିଆ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *