ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ପିଲା ର ଗୀତ ଶୁଣି କାନ୍ଦି ପକାଇଲେ ଅର୍ପିତା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏବେ କିଛି ଦିନ ପୂର୍ବ ରୁ ଆରମ୍ଭ ହୋଇଥିବା ଲୋକୋ ପ୍ରିୟ ରୀୟଲିଟି ସୋ ରେ ଜଣେ କୁନି ବାଳକ ର ସ୍ୱରର କମାଲ ସମସ୍ତଙ୍କୁ ଚକିତ କରିଛି। ଯାହାକୁ ସାରା ଓଡ଼ିଶା ପସନ୍ଦ କରିବା ସଙ୍ଗେ ସଙ୍ଗେ ଅନେକ ଶ୍ରୋତା ଏବଂ ଉପସ୍ଥିତ ବିଚାରକ ମାନେ ମଧ୍ୟ ପ୍ରସଙ୍ଗ କରିଛନ୍ତି ।ଓଡ଼ିଶାର ନୂଆ ସ୍ୱର ର କାର୍ଯ୍ୟକ୍ରମ ରେ ଗାଇଥିବା ଜଣେ କୁନି ବାଳକର ସ୍ୱର ସାରା ଓଡିଶା ବାସୀ କୁ ଚୁମିବ କୁ ବାଧ୍ୟ କରୁଛି। ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ରେ ଏକ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ମନ ଜିଣି ପାରିଛନ୍ତି ।
ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର ବୋଲି ରଖା ଯାଇଛି । ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଥିବା ବେଳେଏହି ଶୋ ର ଲୋକ ପ୍ରିୟତା ଦିନ କୁ ଦିନ କେତେ ଅଧିକ ରହିଛି ତାହା ତ ଆପଣ ନିଶ୍ଚୟ ଜାଣି ପାରୁଥିବେ। ଏହା କୁନି ପିଲା ମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଅଟେ ବୋଲି ଜଣା ପଢ଼ିଛି । ସ୍ୱର ର ମଞ୍ଚରେ ଅନେକ ଜଣ କୁନି ପିଲା ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ତେବେ ଏହି ମଞ୍ଚରେ ଜଣେ ବାଳକ ତାର ସ୍ଵରର ସମସ୍ତଙ୍କୁ ଏପରି ଘାଇଲା କରିଛି ଯାହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।
ଯଦିଓ ଏହା ଏକ ଏମୋଶନାଲ ସଙ୍ଗୀତ ତଥାପି ଏହା ସମସ୍ତ ଙ୍କୁ ବେଶ୍ ଆକର୍ଷିତ କରିଥିଲ ।ସମସ୍ତେ ତାଙ୍କ ଗୀତ କୁ ଶୁଣିବା ପରେ ତାଙ୍କର ସ୍ୱର କୁ ଶୁଣିବା ପରେ ଖୁବ୍ ପସନ୍ଦ କରିଥିଲେ । ଯୋଜେସ ପ୍ରଜ୍ଞା ଏବଂ ଅର୍ପିତା ମଧ୍ଯ ତାଙ୍କର ଏହି ସ୍ୱରକୁ ଶୁଣିବା ପରେ ଖୁବ୍ ଖୁସି ହୋଇଛନ୍ତି। ରଶ୍ମି ଙ୍କ ଏହିପରି ସଙ୍ଗୀତ ଶୁଣି ଜଜ୍ ଅର୍ପିତା ତାଙ୍କର କିଛି ମୁହୂର୍ତ୍ତକୁ ମନେ ପକାଇ କାନ୍ଦି ପକାଇଥିବା ଦେଖିବାକୁ ମିଳୁଛି। ତେବେ ପିଲାଟି ଗାଇଥିବା ଏହି ଗୀତ ଆଉ କାନ୍ଦଣା ରେ ଆଖି କୁ ଗାଇଥିଲେ ବିଶ୍ୱଜିତ ମହାପାତ୍ର ଯିଏ ହେଉଛନ୍ତି ଗାୟିକା ଅର୍ପିତାଙ୍କ ପ୍ରିୟ ଗାୟକ ମାନଙ୍କ ଭିତରୁ ଜଣେ ବୋଲି ଜଣା ପଢ଼ିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।