ବାହା ବେଦିରେ ବର କନିଆଁ ଗଡା ପଡା । ଆସନ୍ତୁ ଦେଖିବା ସେହି ସମୟରେ Video

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବିବାହ ବେଦୀ ରେ ବର କନ୍ୟା ଙ୍କ ମଧ୍ୟରେ କାହିଁକି ହୋଇଛି ଜୋରଦାର ଝଗଡା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇ ରହିଯିବେ। ଦର୍ଶକ ବନ୍ଧୁ  ବାହାଘର ସମୟ ରେ ଏଭଳି ଏକ ପରିସ୍ଥିତି ବୋଧ ହୁଏ ଆପଣ କେବେ ଦେଖି ନ ଥିବେ । ଆପଣ ମାନେ ତ ଏହା ଜାଣିଛନ୍ତି ବିବାହ ରେ ବରଯାତ୍ରୀ ଝଗଡା ହୁଏ ,ଆଉ ଏହା ମଧ୍ୟ ଏକ ସାଧାରଣ କଥା । କିନ୍ତୁ ବର୍ତ୍ତମାନ ସମୟ ରେ ବିବାହ ବେଳ ର ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକି ବର୍ତ୍ତମାନ ସମୟ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। 

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡିଓ ଟି ରେ ଦେଖା ଯାଇଛି ସାଥ ଜନ୍ମ ର ସାଥି ହେବାକୁ ଯାଉଥିବା ନବ ଦମ୍ପତି ଙ୍କ ମଧ୍ୟରେ ବେଦୀ ରେ ହୋଇଛି ଜୋରଦାର ଝଗଡା । ବର୍ତ୍ତମାନ ସମୟ ରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଏତେ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେ , ବର୍ତ୍ତମାନ ଏହି ଘଟଣା ଟି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି ।

 

ତେବେ ବନ୍ଧୁଗଣ ସାମ୍ନା କୁ ଆସିଥିବା ଭିଡିଓ ରେ ଏହା ଦେଖା ଯାଇଛି ଯେ ,ଯେତେବେଳେ କନ୍ୟା ବର କୁ ପାଣି ଗ୍ଲାସ୍ ଦେଉଥିଲା ସେହି ସମୟରେ ବର ପାଣି ଗ୍ଲାସ୍ କୁ ନିଜ ହାତ ରେ ପେଲି ଦେଇଥିଲା । ପ୍ରଥମେ ବର ଏକ ମିଠା ନେଇ କନ୍ୟା କୁ ଖୁଆଇ ଦେଉଥିବା ବେଳେ ନାଲି ଲେହେଙ୍ଗା ପିନ୍ଧିଥିବା କନ୍ୟା ରାଗ ରେ ସେହି ମିଠା କୁ ଫୋପାଡି ଦେଇଥିଲେ ।

 

କିନ୍ତୁ କିଛି ସମୟ ରେ ସେଠାରେ ଥିବା ପଣ୍ଡିତ ଜଣକ ସେହି କନ୍ୟା କୁ ଏକ ପାଣି ଗ୍ଲାସ୍ ବର ଙ୍କୁ ପିଆଇବାକୁ କହିଥିବା ବେଳେ ,ବର ମଧ୍ୟ ସେହିଭଳି ସେହି ପାଣି ଗ୍ଲାସ୍ କୁ ହାତ ରେ ଏଡାଇ ଦେଇଥିଲେ । ତେବେ କନ୍ୟା ସେଥିରେ ରାଗି ଯାଇ ସେହି ପାଣି ଗ୍ଲାସ୍ କୁ ଲୋକ ଙ୍କ ଉପରକୁ ଫୋପାଡି ଥିଲେ । ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହି ବିବାହ ଭିଡ଼ିଓ ଟି କେଉଁ ସ୍ଥାନ ରୁ ଆସିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ତାହା ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *