ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ବିଷୟରେ ଆପଣ ମାନେ ସମସ୍ତେ ତ ବେଶ୍ ଭଲ ଭାବରେ ଅବଗତ ଅଛନ୍ତି। ତେବେ ଦର୍ଶକ ବନ୍ଧୁ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ଶେଷ ରେ ଆସିଲା ଏକ ଖୁସି ର ସମୟ । ତେବେ ଦର୍ଶକ ବନ୍ଧୁ ସୁମିତ ଙ୍କ ପାଇଁ ଦୁଂହି ଙ୍କ ମୁହଁ ପୁଣି ଥରେ ହସି ଉଠିବ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏମିତି କେଉଁ ପ୍ରଦଖେପ ନେଇଛନ୍ତି ଯାହା ଦ୍ଵାରା ଉଭୟ ଖୁସି ରେ ରହିବେ ,ଆସନ୍ତୁ ଜାଣି ନେବା ।
ତେବେ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁସାରେ ,ସୁମିତ ଓ ତପସ୍ୱିନୀ ଆସ୍କା ରେ ପୁଣି ଗୋଟେ ଘରେ ରହିବାକୁ ଯାଉଛନ୍ତି । ତପସ୍ୱିନୀ ନିଜ ଘରୁ ଯାଇ ନିଜ ସ୍ବାମୀ ସୁମିତ ଙ୍କ ସହ ଆସ୍କା ରେ ରହିବେ। ଆଉ ଏ କଥା ପାଇଁ ନିଜେ ସୁମିତ ହାଇକୋର୍ଟ ଠାରୁ ଅନୁମତି ଆଣିଛନ୍ତି । ତେବେ ଅନ୍ୟ ପଟେ ତପସ୍ୱିନୀ ବହୁତ୍ ଖୁସି ଥିବାର କହିଛନ୍ତି ।କେମିତି ବା ସେ ଖୁସି ହେବେ ନାହିଁ ,ପାଞ୍ଚ ମାସ ର ଲୁହ କୁ ମନ ଭିତରେ ଚାପି ରଖିଥିଲେ ତପସ୍ୱିନୀ ,ଆଉ ଏବେ ଏହି କଥା ତାଙ୍କ ମନ ପୁଣି ଥରେ ହସି ଉଠିଛି ।
ତପସ୍ୱିନୀ ସବୁବେଳେ କହୁଥିଲେ ମତେ ଟଙ୍କା ଆବଶ୍ୟକ ନାହିଁ ,ମତେ ସୁମିତ ଙ୍କ ଭଲ ପାଇବା ଆବଶ୍ୟକ ,ଆଉ ଯାହାକି ଏବେ ସମ୍ଭବ ହେବାକୁ ଯାଉଛି ।ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏହା କହିଛନ୍ତି ଯେ ,ମୁ ପ୍ରଥମ ରୁ କହୁଥିଲି ଯେ ମୋ ସ୍ବାମୀ ମତେ ଯେଉଁଠି ବି ନେଇ ରଖିଲେ ମୁଁ ତାଙ୍କ ସହ ରହିବି ବୋଲି ରାଜି ହେବି। ଆଉ ମତେ ଏହା ବହୁତ୍ ଖୁସି ଲାଗୁଛି ଯେ ,ସୁମିତ ନିଜେ ତାଙ୍କ ତରଫ ରୁ ମୋ ସହ ରହିବା ପାଇଁ ହାଇକୋର୍ଟ ରେ ଆବେଦନ କରିଛନ୍ତି ।
ତେବେ ବର୍ତ୍ତମାନ ସୁମିତ ଙ୍କ ଏହି ନିଷ୍ପତି ପରେ ତାଙ୍କ ସ୍ତ୍ରୀ ତପସ୍ୱିନୀ ବହୁତ୍ ଖୁସି ଥିବାର ଦେଖା ଯାଇଛି ଏବଂ ସେ ନିଜେ ମଧ୍ୟ କହୁଛନ୍ତି ଯେ ମୁଁ ବହୁତ୍ ଖୁସି ଅଛି। ଶେଷ ରେ ସୁମିତ ନିଜେ ଇଚ୍ଛା କରିଛନ୍ତି ତପସ୍ୱିନୀ ଙ୍କୁ ନେଇ ତାଙ୍କ ସହ ରହିବାକୁ । ତେବେ ଆସ୍କା ରେ ଭଡା ଘର ଯୋଗାଡ ହୋଇ ସାରିବା ପରେ ସୁମିତ ତାଙ୍କ ସ୍ତ୍ରୀ ତପସ୍ୱିନୀ ଙ୍କୁ ନେଇ ସେଠାରେ ରହିବେ।
ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ବହୁତ୍ ଖୁସି ଥିବାର ଜଣା ପଡିଛନ୍ତି । ନିଜର ପ୍ରେମ କୁ ଫେରି ପାଉଛନ୍ତି ତପସ୍ୱିନୀ । ତେବେ ଆଗକୁ ଏହା ଦେଖିବାକୁ ବାକି ରହିଲା ଯେ ତପସ୍ୱିନୀ ଏବଂ ସୁମିତ ଏକାଠି ରହିବା ପରେ କେତେବେଳେ ଦୁହେଁ ମିଶି ସାମ୍ନା କୁ ଆସିବେ ଓ ଦୁଂହୀ ଙ୍କୁ ଏକାଠି ଦେଖିବାକୁ ମିଳିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।