ରୁଷ ଓ ୟୁକ୍ରେନ ଭୟଙ୍କର ଯୁଧ୍ୟ। ଦେଖନ୍ତୁ ସେହି ଯୁଧ୍ୟ ର ଭୟଙ୍କର ରୁପ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଥମୁନି ଋଷ-ୟୁକ୍ରେନ୍ ମଧ୍ୟରେ ଥିବା ବିବାଦ।ଋଷ ଟାର୍ଗେଟରେ ଏବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରିବାର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆ-କ୍ର-ମ-ଣ କରିଛି । 

 

ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ସେ ମିଡ଼ିଆ ସମୁଖ ରେ ଜଣାଇଛନ୍ତି ଯେ ବର୍ତ୍ତମାନ ସେ ଅସୁରକ୍ଷିତ ଅଛନ୍ତି । ଋଷ ର ପ୍ରଥମ ଟାର୍ଗେଟ ରେ ସେ ଦ୍ଵିତୀୟ ଟାର୍ଗେଟ ରେ ତାଙ୍କର ପରିବାର । ସେ ବିଶ୍ୱାସ ଘାତକ ହେବେ ନାହି କିମ୍ବା ୟୁକ୍ରେନ କୁ ଛାଡ଼ି ଯିବେ ନାହିଁ। ଜେନେଲିଷ୍କ କେବଳ ସେତିକି ନୁହଁ ଆହୁରି କହିଛନ୍ତି ଯେ । ଋଷ ପାଖରେ ମୁଣ୍ଡ ନୁଆଇ ନ ଥିବାରୁ ପ୍ରଥମ ଟାର୍ଗେଟ ରେ ମୁଁ ରହିଛି । ସେ କିମ୍ବା ତାଙ୍କ ପରିବାର  ବର୍ତ୍ତମାନ ୟୁକ୍ରେନ ରେ ରହିଛନ୍ତି । 

 

ସେମାନେ ଦେଶର  ନାଗରିକ  । ଋଷ ଜେନେଲିଷ୍କ ଙ୍କୁ ମାରିବାକୁ ଚାହୁଛନ୍ତି ମାତ୍ର ସେ ଋଷ ଆଗରେ ମୁଣ୍ଡ ନୁଆଇଁ ପାରିବେ ନାହିଁ । ୟୁରୋପୀୟ ଦେଶ ଗୁଡ଼ିକ ସହିତ କଥା ହେଲେ ପୁଣି ନଟୋ ରେ ୟୁକ୍ରେନ କୁ ମିଶାଇବାକୁ କହିଥିଲେ ମାତ୍ର ଋଷ ର ଭୟ ରେ କେହି କିଛି କହିଲେ ନାହି । ମାତ୍ର ଋଷ ର ଏହି ଧମକ କୁ ନ ଡରି କଡ଼ା ଜବାବ୍ ଦେବେ ବୋଲି ରାଷ୍ଟ୍ରପତି କହିଥିଲେ । ଯେଉଁମାନେ ଏହି ଯୁଦ୍ଧ ରେ ପ୍ରାଣ ହରାଇ ସାରିଲେଣି ସେମାନେ କୌଣସି ଯୋଦ୍ଧା ଠାରୁ କମ୍ ନ ଥାନ୍ତି । 

 

ଜନଗହଳି ଅଞ୍ଚଳ ରେ ଋଷ ଆକ୍ରମଣ କରୁଥିବାରୁ ଅଧିକ ସଂଖ୍ୟା ର ଲୋକ ଙ୍କ ମ-ର-ଣ ଘଟୁଛି । ଓଡେସା ଦ୍ୱୀପକୁ ମଧ୍ୟ ଋଷ କବଜା କରିଛି । ଏହି ଅସୁବିଧା ସମୟ ରେ ୟୁକ୍ରେନ ସାହାଯ୍ୟ ଲଡ଼ୁ ଥିବା ବେଳେ ଆମେରିକା ନିଜର କୌଣସି ସେନା ପଠାଇବ ନାହି ବୋଲି ମନା କରି ହାତ ଟେକି ବସିଚି । ଋଷ ଉପରେ କିଛି କଟକଣା ଲଗାଇବା ପାଇଁ ଅଭିଯୋଗ କରିଥିବାରୁ ଏହା ଉପରେ କିଛି ନିଷ୍ପତି ନେବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *