ୟୁକ୍ରେନ ରେ ଭାରତୀୟ ଙ୍କୁ କରାଯାଉଛି ଏମିତି ଅତ୍ୟାଚାର । ଦେଖନ୍ତୁ ଏହି ଲୋମ ଟାଙ୍କୁରା ଭିଡ଼ିଓ…

 

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଏବେ ବି ଲଢେଇ ଜାରି ରହିଛି। ତେବେ ଏହି ଦୁଇ ଦେଶ ର ଏଭଳି ଯୁଦ୍ଧ ପରିସ୍ଥିତି କୁ ଦେଖି ସେହି ଦେଶ ର ଲୋକ ମାନଙ୍କ ସହିତ ଅନ୍ୟ ସବୁ ଦେଶ ର ଲୋକ ମାନେ ମଧ୍ୟ ଭୟଭୀତ ଓ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି ।ୟୁକ୍ରେନ ଉପରେ ରୁଷିଆର ଲଗାତାର ଆକ୍ରମଣ ଫଳରେ ୟୁକ୍ରେନ କୁ ଅନେକ କ୍ଷୟକ୍ଷତି ବି ସହିବାକୁ ପଡୁଛି କିନ୍ତୁ ଏହି ଲଢେଇ ରେ ୟୁକ୍ରେନ ପଛ ଘୁଂଚା ନ ଦେଇ ଯୁଦ୍ଧ ଜାରି ରଖିଛି । ଗତ ୪ ଦିନ ମଧ୍ୟରେ ରୁଷିଆ ପ୍ରାୟ ୪୩୦୦ ସେନା ଓ ୧୪୬ ଟ୍ୟାଙ୍କ ହରାଇ ସାରିଲାଣି । 

 

ତେବେ ଏହି ଦୁଇ ଦେଶ ମଧ୍ୟରେ ଲଢେ଼ଇ କମିବାର ନାଁ ନେଉନି ବରଂ ଅଧିକ ରୁ ଅଧିକ ତୀବ୍ର ରୂପ ଧାରଣ କରିବାରେ ଲାଗିଛି ।ରୁଷିଆ ଗତ ରବିବାର ଦିନ ୟୁକ୍ରେନକୁ ଏକ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ୟୁକ୍ରେନ୍ ଏହାକୁ ପ୍ରତ୍ୟାଖାନ କରି ଦେଇଛି । ଦୁଇ ଦେଶ ର ଲଢେଇ ଦ୍ଵାରା ଅନେକ ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଆକଳନ ଅନୁସାରେ, ରୁଷିଆ ର ଆକ୍ରମଣ ଦ୍ଵାରା ଏବେ ପର୍ଯ୍ୟନ୍ତ ୩୦୦ ରୁ ଉର୍ଦ୍ଧ୍ବ ୟୁକ୍ରେନ ନାଗରିକଙ୍କର ମୃ – ତ୍ୟୁ ହେଲାଣି।

 

 ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି।ତେବେ ଏଭଳି ପରିସ୍ଥିତି ରେ ଅନେକ ଲୋକ ଆ-କ୍ର-ମ-ଣ ର ଶିକାର ହୋଇଛନ୍ତି ଏବଂ ଭୟଭୀତ ଅବସ୍ଥାରେ ରହିଛନ୍ତି।ଏହି ସମୟରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ।ୟୁକ୍ରେନ ରେ ଜଣେ ଭାରତୀୟକୁ ଟର୍ଚର୍ କରା ଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଏକ ଭିଡିଓ ରେ ଦେଖିବାକୁ ମିଳୁଛି ।

 

 

ତେବେ ସାମ୍ନା କୁ ଆସିଥିବା ଭିଡିଓ ଟି ରେ ଏହା ଦେଖିବାକୁ ମିଳୁଛି ଯେ , ଜଣେ ଭାରତୀୟଙ୍କୁ ଗୋଇଠା ମାଡ଼ ହେଉଛି ,ଆଉ ଏହା ପରେ ସେ ଡର ରେ ଭୟଭୀତ ହୋଇ ପଡିଛନ୍ତି।ବର୍ତ୍ତମାନ ସମୟ ରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଘୁରି ବୁଲୁଛି । ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ର ପୋ-ଲି- ସ ଘେରି ଯାଇଥଲେ ଏବଂ ତାଙ୍କୁ ଗୋଇଠା ମାଡ଼ କରିଥିଲେ । କାନ୍ଦି କାନ୍ଦି ସେହି ଛାତ୍ର ଜଣକ ସେହି ସଂପୂର୍ଣ୍ଣ କଥା ଟି ର ବୟାନ ଦେଇଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *