ନିର୍ବାଚନ ରେ ପ୍ରାର୍ଥୀ ହାରି ଯାଇଥିବା ବେଳେ ଟଙ୍କା ମଦ ଓ ଚିକେନ୍ ମାଗିଥିବା ର ଏକ ଓଡିଓ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିର୍ବାଚନ ରେ ପ୍ରାର୍ଥୀ ହାରି ଯାଇଥିବା ବେଳେ ଟଙ୍କା ଫେରସ୍ତ ମାଗିଥିବା ର ଏକ ଓଡିଓ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ କଂଗ୍ରେସ , ବିଜେପି , ବିଜେଡି ବ୍ୟତୀତ ଆହୁରି ଅନେକ ଦଳ ଅଛନ୍ତି ଯେଉଁମାନେ ମାନେ ଦେଶ ରାଜ୍ୟକୁ ଶାସନ କରୁଥିବାର ଶୁଣିଆସୁଛୁ । 

 

ହେଲେ ଏମାନଙ୍କ ମଧ୍ୟରୁ ସର୍ବପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହାକି ଇଂରେଜ ଶାସନ କାଳରୁ ଏହି କଂଗ୍ରେସ ରାଜନୈତିକ ଦଳ ଦେଖିଆସୁଛୁ । ଆଜିର ଦୁନିଆରେ ଆପଣ ମାନେ ପ୍ରାୟତଃ ସମସ୍ତେ ରାଜନୀତି ପ୍ରତି ଅବଗତ ଥିବେ । ରାଜନୀତି ଭାର ସମ୍ଭାଳିବାକୁ ହେଲେ ମଣିଷକୁ ସେତିକି କାର୍ଯ୍ୟକ୍ଷମ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ ମଣିଷ କାନ୍ଧରେ ବନ୍ଧୁକ ରଖି ସମସ୍ତ କାର୍ଯ୍ୟ କରାଯାଇଥାଏ । ଯାହାକି ସମାଜ ପାଇଁ ଅନ୍ୟାୟ ଅଟେ ।

 

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲି ଥିଲା । କେତେକ ଗ୍ରାମ ରେ ବିଜେଡ଼ି ଜିତିଥବା ବେଳେ କେତେ ଗ୍ରାମ ରେ ବିଜେପି ଜିତିଛି । ଏହି ନିର୍ବାଚନ ରେ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ସବୁ ଦଳ ରେ ଟଙ୍କା ଖର୍ଚ୍ଚ କରି ଲଢୁ ଛନ୍ତି । ଏହି ସମୟ ରେ ଜଣେ ପ୍ରାର୍ଥୀ ପରାଜିତ ହେବା ପରେ ଖର୍ଚ କରିଥିବା ଟଙ୍କା ଫେରସ୍ତ ମାଗିଥିବା ର କଲ୍ ର ଓଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପ୍ରାର୍ଥୀ ଜଣଙ୍କ ଖର୍ଚ୍ଚ କରିଥିବା ଟଙ୍କା କୁ ଫେରସ୍ତ ମାଗୁଛନ୍ତି । 

 

ଓଡ଼ିଓ ରେ ପ୍ରାର୍ଥୀ ମଦ ଟଙ୍କା ଫେରାଇ ବାକୁ କହୁଥିବା ବେଳେ ଅନ୍ୟ ପକ୍ଷ ରେ ଥିବା ବ୍ୟକ୍ତି ଜଣଙ୍କ ରାଗି ଯାଇ କହୁଛନ୍ତି ଯେ ମୁଁ ଚିକେନ ପଇସା ମଧ୍ୟ ଫେରାଇବି । ଅନେକ ଯୁକ୍ତି ତର୍କ ମଧ୍ୟ ହୋଇ ଥିଲା । ଏହା ପରେ ସେ ରାଗି ଯାଇ ଚିକେନ ଓ ପିଇଥିବା ମଦ ପଇସା ଫେରସ୍ତ କରିବେ ବୋଲି କହିଥିଲେ । ତେବେ ଜନତା ମାନେ ପଇସା ପାଇଁ କେବେ ବି ନିଜ ଭୋଟ କୁ ବିକ୍ରି କରନ୍ତୁ ନାହିଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *