ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୋଲ ରୁ ଖସି ପଡ଼ି ଡ୍ରାଇଭର ଚାଲିଗଲା ଆରପାରିକୁ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏକ ଅସାଧାରଣତ ଘଟଣା ଯାହା ସିଧାସଳଖ ମଣିଷ ଦ୍ୱାରା ହୋଇନଥାଏ ।ଦୁ-ର୍ଘ-ଟ-ଣା ରେ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ କିନ୍ତୁ ଘଟଣାଟି ଅଜ୍ଞାତ କିମ୍ବା ଅପ୍ରାକୃତିକ ବିପଦ କାରଣ ରୁ ହୋଇଥାଇ । ଅଧିକାଂଶ ଅନୁ ସନ୍ଧାନକାରୀ ଯେଉଁମାନେ ଅଜାଣତରେ ଆଘାତ କରନ୍ତି ଦୁ-ର୍ଘ-ଟ-ଣା କରିବା ଠାରୁ ଦୂରେଇ ରୁହନ୍ତି ଏବଂ ଗୁରୁତର ଆଘାତ ହେବାର ଆଶଙ୍କା ମଧ୍ୟ ଥାଏ।
ଆଜି କାଲି ର ଏହି ଏକ ସାଧାରଣ କଥା ହେଇଗଲାଣି । କିଏ ଗାଡ଼ି ଦୁ-ର୍ଘ-ଟ-ଣା ରେ ମ-ର-ଣ କଲାବେଳେ ଆଉ କିଏ ଛାତରୁ ପଢ଼ି ମ-ରି ଯାଉଛି। ଦୁ-ର୍ଘ-ଟ-ଣା ଘଟିବ ବେଳେ ନା ସେ ଦେଖେ ସ୍ଥାନ ନା ଦେଖେ କାଳ ନା ପାତ୍ର। କିଏ ଗାଡି ରୁ ଖସି ପଡ଼ି ଆଖି ବୁଝି ଦଉଚି ତ ଆଉ କିଏ ଅନ୍ଧାର ରାତି ରେ ରାସ୍ତା ତଳ କୁ ଖସି ପଢ଼ି ଦୁ-ର୍ଘ-ଟ-ଣା ର ସମୁଖିନ ହେଉଛି।
କିଛି ଦିନ ତଳେ ରାତିରେ ଏକ ନିଛାଟିଆ ରାସ୍ତା ଅନ୍ଧାର ରାତିରେ ଯିବା ସମୟ ରେ ଏକ ଟ୍ରକ୍ ଟି ହଠାତ୍ ଏକ ପୋଲ ତଳ କୁ ଖସି ପଢ଼ି ଥିଲା । ପର ଦିନ ସକାଳୁ ଆଖ ପାଖରେ ରହୁଥିବା ଲୋକମାନେ ଟ୍ରକ୍ ଟି କୁ ତଳେ ପଡିଥିବାର ଦେଖିଥିଲେ ଓ ସେ ଟ୍ରକ୍ ମଧ୍ୟରୁ ସେହି ଡ୍ରାଇଭର କୁ ମୃ-ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହା ପରେ ଏକ କ୍ରେନ୍ ସାହାଯ୍ୟ ରେ ଅନେକ ଚେଷ୍ଟା ପରେ ସେଠାରୁ ସେହି ଟ୍ରକ୍ ଉଦ୍ଧାର କରା ଯାଇଥିଲା ଆଉ ଆରକ୍ଷୀ ଅଧିକାରୀଙ୍କୁ ଜଣାଇବା ପରେ ଆରକ୍ଷୀ ଅଧିକାରୀ ଆସି ସେହି ଘଟଣା ର ତଦନ୍ତ ଆରମ୍ଭ କରିଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।