World Cup ପୂର୍ବରୁ ଭାରତ ହରେଇଲା ଯୁବ ଷ୍ଟାର ପ୍ଲେୟାର ଙ୍କୁ । 2021 ବର୍ଷ ରେ ମାରିଥିଲେ T20 ସତକ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବିଶ୍ୱକପ ପୂର୍ବରୁ ଭାରତ ହରେଇଲା ଏହି ଷ୍ଟାର ପ୍ଲେୟାର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅଭି ବରୋଟ ଥିଲେ ଜଣେ ଡାହାଣହାତୀ ବ୍ୟା-ଟ-ସ-ମ୍ୟା-ନ ଏବଂ ଏକ ଦକ୍ଷ ୱି-କେ-ଟ୍ କିପର । ଏହା ସହିତ ସେ  ବେଳେ ବେଳେ ମଧ୍ୟ ସ୍ପି-ନ ବୋ-ଲିଂ ମଧ୍ୟ କରୁ ଥିଲେ। ୨୦୧୯-୨୦ ମସିହା ହୋଇଥିବା ରଣଜୀ ଟ୍ରଫି ରେ ଜିତିଥିବା ସୌରାଷ୍ଟ୍ରର ଦଳ ରେ ମଧ୍ୟ ଅଭି ବରୋଟ ସ୍ଥାନ ପାଇ ଥିଲେ । ଏହା ସହିତ ମଧ୍ୟ ସେ ଏହି ବର୍ଷ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ଏକ ଶତକ ନିଜ ନାମ ରେ କରିଥିଲେ ।

 

ସେ ତାଙ୍କର କ୍ୟାରିୟର ରେ ୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍, ୩୮ ଲିଷ୍ଟ ଏ ମ୍ୟାଚ୍ ଏବଂ ୨୦ ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।  ଏହା ସହିତ ଅଭି ପ୍ରଥମ ଶ୍ରେଣୀ ମ୍ୟାଚରେ ଗୋଟିଏ ଶତକ ଏବଂ ନଅ ଅ-ର୍ଦ୍ଧ ଶତକ  କରିଛନ୍ତି ଏବଂ ସମୁଦାୟ  ୧୫୪୭ ରନ କରିଛନ୍ତି ଓ ଲିଷ୍ଟ ଏ ମ୍ୟାଚ ରେ ୮ ଟି ଅ-ର୍ଦ୍ଧ ଶତକ ସହିତ ୧୦୩୦ ରନ ଓ ଟି-୨୦ ମ୍ୟାଚ୍ ରେ ଗୋଟେ ଶତକ ଏବଂ ପାଞ୍ଚ ଟି ଅ-ର୍ଦ୍ଧ ଶତକ ସହ ୭୧୭ ରନ କରିଛନ୍ତି ।  ସେ ନିଜ କ୍ୟା-ରି-ୟ-ର ମଧ୍ୟରେ  ଦୁଇ ଥର ରଣଜୀ ଟ୍ରଫି ଫାଇନାଲ ମଧ୍ୟ ଖେଳିଛନ୍ତି ।

ଭାରତୀୟ ଅଣ୍ଡର-୧୯ ର ପୂର୍ବତନ ଅଧିନାୟକ ଅଭି ବରୋଟଙ୍କ ଏବେ ଏବେ ଦେ-ହା-ନ୍ତ ହୋଇଛି । ଅଭି ଙ୍କୁ ବର୍ତ୍ତମାନ ୨୯ ବର୍ଷ ହୋଇଥିଲା ଏବଂ ସେ ସୌରାଷ୍ଟ୍ର  ଟିମ୍ ପାଇଁ ଅଧିନାୟକ ଭାବରେ ଖେଳୁଥିଲେ।  ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ପକ୍ଷରୁ ଶନିବାର  ଦିନ ତାଙ୍କ ଦେ-ହା-ନ୍ତ ହେବାର ସୂଚନା ମିଳିଛି । କିନ୍ତୁ କେଉଁ କାରଣ ପାଇଁ ତାଙ୍କର ମୃ-ତ୍ୟୁ ହୋଇଛି ଆସନ୍ତୁ ଜାଣିନେବା ।

 ୨୦୧୦-୧୧ରେ ହୋଇଥିବା କୁଚ ବିହାର ଟ୍ରଫିରେ ସେ ଗୁଜରାଟ ତରଫରୁ ଖେଳୁଥିଲେ ଏବଂ ସେ ସେହି ମ୍ୟା-ଚ୍ ରେ ଚାରୋଟି ଶତକ ସହିତ ତିନୋଟି  ଅ-ର୍ଦ୍ଧ ଶତକ ମାରିଥିଲେ ଏଥି ପାଇଁ ମଧ୍ୟ ବି-ସି-ସି-ଆଇ ଅଭି ବାରୋଟ ଙ୍କୁ ଅଣ୍ଡର-୧୯ କ୍ରିକେଟର ଅଫ ଦ ଇୟର ର ଆ-ୱା-ର୍ଡ ପ୍ରଦାନ କରିଥିଲା । ତେବେ ସେହି ଦମଦାର ଖେଳାଳି ଙ୍କ ର ହୃ-ଦ-ଘା-ତ କାରଣରୁ ପରଲୋକ ଘଟିଛି ଯେଉଁଥି ପାଇଁ ଆଜି ସମସ୍ତେ ଦୁଃ-ଖି-ତ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

  

Leave a Reply

Your email address will not be published. Required fields are marked *