କାଚ୍ଚା ବାଦାମ ଗୀତ ନବୀନଙ୍କ ଏହି ନୂଆ ଗୀତ ଏବେ ଓଡିଶାରେ ଚହଳ ସୃଷ୍ଟି କରିଲା, ଶୁଣନ୍ତୁ ନବୀନଙ୍କର ଏହି ନୂଆ ଗୀତଟିକୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାଚ୍ଚା ବାଦାମ ପରେ ନବୀନଙ୍କ ଏହି ନୂଆ ଗୀତ ଏବେ ଓଡିଶାରେ ଚହଳ ସୃଷ୍ଟି କରିଲା, ଶୁଣନ୍ତୁ ନବୀନଙ୍କର ଏହି ନୂଆ ଗୀତଟିକୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଆଉ କିଛି ଭିଡିଓ ଏପରି ମଜାଳିଆ ଥାଏ ଯେ ଲୋକମାନେ ଏହାକୁ ପସନ୍ଦ କରିବା ସହ ବହୁ ମାତ୍ରାରେ ଭାଇରାଲ୍ ମଧ୍ୟ କରି ଥାଆନ୍ତି। 

 

ଏହି କିଛିଦିନ ତଳେ ଜଣେ ବାଦାମ ବିକ୍ରେତାଙ୍କ ଗୀତ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା, ଆଉ ଏହାକୁ ଦେଖି ଆଉ ଏକ ନୂଆ ଗୀତ ଆମ ଓଡିଶାକୁ ଆସିଛି ଯାହାକି ଖୁବ୍ ଭଲ ହୋଇଛି ଏବଂ ଓଡିଶା ବାସୀ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ଘରେ ଘରେ ଶୁଣିବାକୁ ମିଳୁଛି ଏମିତି ଏକ ଗୀତ ଯାହାକୁ ଚାରିଆଡ଼େ ଚର୍ଚ୍ଚାର ବିଷୟ। ଆଉ ସେହି ଗୀତର ନାମ “କାଚା ବାଦାମ “। ସେହିଗୀତ ଏବେ ଇଂସ୍ତାଗ୍ରାମ ରିଲ ଏବେ ଟ୍ରେଣ୍ଡିଙ୍ଗ ରେ ଚାଲିଛି। ଆଉ ଆମ ଓଡିଶାରେ ସେହିପରି ଏକ ନୂଆ ଗୀତ ଭାଇରଲ ହେବାରେ ଲାଗିଛି। 

ଆଉ ଏମିତି ଗୀତ ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହା ପାଇଁ ସମସ୍ତେ ତାଙ୍କୁ ନେଇକି ବହୁତ ଶର୍ଟ ଭିଡ଼ିଓ ଚାରିଆଡେ ସମସ୍ତେ କରୁ ଥିବାର ଦେଖିବାକୁ ପାଇଥାଉ। 

 

ସେହିପରି ଓଡ଼ିଶାର ଗୀତ ନୂଆ କରି ତିଆରି କର ଯାଇଛି ଯାହାକୁ ନେଇ ଇଣ୍ଟରନେଟରେ ବହୁତ ଚାହିଦା ମଧ୍ୟ ରହିଛି।ଆଉ କେହି କେହି ଏହି ଗୀତକୁ ଦେଖିବା ପରେ ଏତେ ଖୁସି ହୋଇ ଯାଉଛନ୍ତି ଯେ ସେମାନେ ଶେୟାର କରିବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ଦେଖିବା ପରେ ବି ଖୁସି ହୋଇ ରିଲ କରିବାକୁ ଭୁଲି ନାହାନ୍ତି। ଆଉ ଏହି ଗୀତ କୁ ଯିଏ ବି ଦେଖୁଛି ସେ ମଧ୍ୟ ଉପଭୋଗ କରୁଛନ୍ତି। 

ଆଉ ଏହିପରି ଗୀତ ଦେଶର ବିଭିନ୍ନ ସ୍ଥାନରେ ଶର୍ଟ ଭିଡ଼ିଓ ସହିତ ଟିକିଏ ଭାଷା ବଦଳେଇ ଗୀତ ଗାଇ ଭାଇରଲ ମଧ୍ୟ କରା ଯାଉଛି ଯାହା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଉଛେ। ଏହାରି ଭିତରେ ଓଡ଼ିଶାରେ ମଧ୍ୟ ଓଡ଼ିଆ ଭାଷାରେ ଶୁଣିବାକୁ ମିଳିଛି ତେବେ ଏହି ଗୀତ ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନାମରେ ଭାଇରଲ ହୋଇଛି। 

 

ଏହି ଗୀତକୁ ସୋସିଆଲ ମିଡ଼ିଆରେ ସମସ୍ତେ ପ୍ରଶଂସା କରି ଥିବାର ଦେଖିବାକୁ ମିଳିଛି। ଓଡ଼ିଆ ଭାଷାରେ ମଧ୍ୟ ଗୀତ ବହୁତ ଭାଇରଲ ହେବା ସହିତ ଇଂସ୍ଟଗ୍ରାମ ରର ରିଲ ଦେଖିବାକୁ ମିଳୁଛି ଯାହା ଆମ ସିଏମ୍ ଙ୍କ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେସିତ।ତେବେ ଏହି ଗୀତଟି ଆମର ଓଡ଼ିଆ ସିଙ୍ଗର ଜ୍ୟୋତିର୍ମୟୀ ନାୟକ ଗାଇବା ସମୟରେ ଦୃଶ୍ୟ ଆସିଛନ୍ତି। ତାଙ୍କର ସେହି ମଧୁର କଣ୍ଠରେ ଗାଇବା ଦ୍ୱାରା ସମସ୍ତଙ୍କ ହୃଦୟ ମଧ୍ୟ କିଣି ପାରିଛନ୍ତି। ଯାହାକୁ ସମସ୍ତେ ପ୍ରଶଂସା ମଧ୍ୟ କରି ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି ବହୁଳ ମାତ୍ରାରେ। ଏତେ ମାତ୍ରାରେ ସମସ୍ତେ ଦେଖୁଛନ୍ତି ଯେ ଯାହା ଏବେ ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ଜ୍ୟୋତିର୍ମୟୀ। ସେ ଏବେ ଇଣ୍ଟରନେଟରେ ରେ ବହୁତ ଚର୍ଚ୍ଚିତ ଅଛନ୍ତି

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.