ନିଜର ପ୍ରଥମ ଗୀତରେ ଅଭିନୟ କଲେ ଭାଇରାଲ୍ ବୟ ଶାନ୍ତନୁ।ଆସନ୍ତୁ ଦେଖିବା ସାନ୍ତୁନୁଙ୍କ ସେହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜର ପ୍ରଥମ ଗୀତରେ ଅଭିନୟ କଲେ ଭାଇରାଲ୍ ବୟ ଶାନ୍ତନୁ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । 

 

ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି ।ତେବେ ଏହା ଓଡ଼ିଶାର ନୂଆ ସ୍ୱର ରିୟାଲିଟି ଶୋ ର ଏକ ଏପିସୋଡ଼ ଅଟେ ଯେଉଁ ଏପିସୋଡ଼ କୁ ଓଲିଉଡ କମେଡି କିଙ୍ଗ ପପୁ ପମପମ ମଧ୍ୟ ଆସିଛନ୍ତି । ତେବେ ସେହି ଶୋ ରେ ପ୍ରତିଯୋଗୀ ଙ୍କୁ କମେଡ଼ି ଭିତ୍ତିକ ଗୀତ ପରିବେଷଣ କରିବାର ଥିଲା ଯେହେତୁ ସେହି ଏପିସୋଡ଼ ରେ ସ୍ୱତନ୍ତ୍ର ଅତିଥି ଭାବରେ ପପୁ ଆସିଥିଲେ । 

 

ତେବେ ସମସ୍ତେ ହିଁ ସୁନ୍ଦର ଗୀତ ଗାଉଥିବାର ଦେଖାଯାଇଛି । ଏଥିମଧ୍ୟରୁ ଜଣେ କୁନି ପିଲାର ଗୀତ ସମସ୍ତଙ୍କ ମନକୁ ଅଧିକ ଛୁଇଁ ଯାଇଛି । ଯାହାଙ୍କ ନାମ ହେଉଛି ଶାନ୍ତନୁ ।ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଛି । ଗୀତଟି ହେଉଛି ” ଯେଉଁ ଝିଅର ମୋବାଇଲ ରେ ନେଟ , ଜାଣିବ ଯେ କାହା ସାଙ୍ଗରେ ସେଟ ।”

 

ସମସ୍ତେ ଶାନ୍ତନୁ ଙ୍କ ପରିବେଷଣ ଏପରି କୌତୁହଳ ପୂର୍ଣ୍ଣ ଥିଲା ଯେ ଦେଖଣାହାରି ମଧ୍ୟ ନାଚି ଉଠିଛନ୍ତି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।ତେବେ ସୋସିଆଲ ମିଡିଆରେ ଶାନ୍ତନୁ ଭାଇରାଲ୍ ହେବା ପରେ ନିକଟରେ ପ୍ରାପ୍ତି କ୍ରିଏସନ୍ ୟୁଟୁବୁ ଚ୍ୟାନେଲ ରେ ନିଜର ପ୍ରଥମ ଗୀତ ବାଜିବ ଲୋ ଯୋଡ଼ି ମହୁରୀ ଗାଇଥିଲେ ଓ ନିଜେ ମଧ୍ୟ ଏହି ଭିଡ଼ିଓ ରେ ଅଭିନୟ କରିଥିଲେ ।ତେବେ ଏହା ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *