କୋଏଲ ବାନାର୍ଜୀ ଙ୍କ ଦ୍ଵିତୀୟ ବିବାହ ପରେ କଣ କହିଲେ ବବି ମିଶ୍ର । ଆସନ୍ତୁ ଜାଣନ୍ତୁ ସଂପୂର୍ଣ୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କୋଏଲ ବାନାର୍ଜୀ ଙ୍କ ଦ୍ଵିତୀୟ ବିବାହ ପରେ କଣ କହିଲେ ବବି ମିଶ୍ର ।ଜାଣନ୍ତୁ ସଂପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା ତ କିଏ ଆଲବମ୍ କଥା ଭାବିଥାଏ । ତେବେ ଏହି ଦୁନିଆ ରେ ଅନେକ ଲୋକ ଅଭିନେତା ଓ ଅଭିନେତ୍ରୀ ନିଜ ପରିଶ୍ରମ ରେ ସଫଳତା ପାଇ ପାରିଛନ୍ତି। 

 

କୋରୋନା ସାରା ରାଜ୍ୟ ରେ ନିଜର କାୟା ବିସ୍ତାର କରିଛି । ଏହି ମହାମାରୀ ରେ କିଏ ବାପା ଙ୍କୁ ହରାଇ ସାରିଲେଣି ତ ମାଆ କୁ ତ ପୁଣି ଭାଇ ଓ ଭଉଣୀ । ଏହିପରି ଭାବରେ ନିଜ ଲୋକ ଙ୍କୁ ଏହି ଛଡେଇ ନେଇଛି  । ତେବେ ଏହି ମହାମାରୀ କେବଳ ସାଧାରଣ ଲୋକ ନୁହନ୍ତି କଳାକାର ଠାରୁ ଆରମ୍ଭ କରି ବଡ଼ ନେତା ପର୍ଯ୍ୟନ୍ତ ସମସ୍ତ ଙ୍କ ଉପରେ କବାଜା କରିଛି । ଅନେକ ଦୁଃଖ ଖବର ଆସିଛି ଓଲିଓଡ ଇଣ୍ଡଷ୍ଟ୍ରି ରୁ । ତେବେ ପୂର୍ବରୁ ଅନୁଭବ ଓ ବର୍ଷା ପାରିବାରିକ ମାମଲା ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇ ଥିଲେ । 

 

ମାତ୍ର ବର୍ତ୍ତମାନ ମାମଲା ର ଅନ୍ତ ଘଟିଛି । ପୁଣି ଥରେ ଆଉ ଜଣେ ଅଭିନେତା କୋର୍ଟ ର ଦ୍ଵାରସ୍ଥ ହୋଇ ଥିଲେ । ବବି ମିଶ୍ର ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ ।  ଆଲବମ୍ ଦୁନିଆ ରୁ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଅନେକ ଆଲବମ୍ କରିଛନ୍ତି ସେ । ତେବେ ସେ କୋଏଲ ଙ୍କୁ ପାଞ୍ଚ ବର୍ଷ ଧରି ଭଲ ପାଉଥିଲେ । ପରେ ତାଙ୍କୁ  ବିବାହ କରିଥିଲେ । ବୈବାହିକ ଜୀବନ ମଧ୍ୟ ଖୁସି ରେ କଟିଥିଲା । ମାତ୍ର ନିକଟ ରେ କୋଏଲ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । 

 

ଅଲଗା ହେବା ପରେ ଉଭୟ ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥିଲା । ନିକଟ ରେ  ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ନିକଟ ରେ କୋଏଲ ବାନାର୍ଜୀ ଦିତୀୟ ବିବାହ କରିଛନ୍ତି । ସେ କାହାକୁ ବିବାହ କରିଛନ୍ତି ତାହା ଜଣା ପଡି ନାହି । ବିବାହ ରେ ସୁନ୍ଦର ଭାବରେ ସଜେଇ ହୋଇଛନ୍ତି କୋଏଲ । ତାଙ୍କର ରିସେପସନ୍ ମଧ୍ୟ ସରି ଯାଇଛି । ଯାହାର ଭିଡ଼ିଓ ବେଶ ଭାଇରାଲ ହୋଇ ଥିଲା ।  ସୂଚନା ମିଳିଛି ଯେ ବବି ମିଶ୍ର ମଧ୍ୟ ନିକଟ ରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଦୁଇ ଜଣ ଏକାଠି ଦୁଇଟି ଓଡ଼ିଆ ଫିଲ୍ମ କରି ସାରିଛନ୍ତି । ପାରିବାରିକ ସମସ୍ୟା କୁ ନେଇ ଉଭୟ ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଅଲଗା ହୋଇ ଯାଇ ଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.