କଣ୍ଠଶିଳ୍ପୀ ଅମ୍ରିତା ଙ୍କ ଗୀତରେ ନାଚି ନାଚି ଏଞ୍ଜୟ୍ କଲେ ଭାଇରାଲ୍ ବଏ ଶାନ୍ତନୁ ।ଆସନ୍ତୁ ଦେଖିବା ସେହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଣ୍ଠଶିଳ୍ପୀ ଅମ୍ରିତା ଙ୍କ ଗୀତରେ ନାଚି ନାଚି ଏଞ୍ଜୟ୍ କଲେ ଭାଇରାଲ୍ ବଏ ଶାନ୍ତନୁ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । 

 

ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି ।ଏଥିମଧ୍ୟରୁ ଜଣେ କୁନି ପିଲାର ଗୀତ ସମସ୍ତଙ୍କ ମନକୁ ଅଧିକ ଛୁଇଁ ଯାଇଛି । ଯାହାଙ୍କ ନାମ ହେଉଛି ଶାନ୍ତନୁ ।ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଛି  । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।

 

ତେବେ ଶାନ୍ତନୁକୁ ନିକଟରେ ଏକ ଇଣ୍ଟରଭିୟୁ ରେ  ଗୀତ ଗାଇବା କେଉଁଠୁ ଶିଖିଲେ ବୋଲି ପଚାରିବାରୁ କହିଛନ୍ତି ଯେ ପ୍ରଥମେ ସେ ଲିରିକ୍ସ ମନେ ରଖନ୍ତି, ତାପରେ କେମିତି ଗାଉଛି ଦେଖିକି ଗାଆନ୍ତି।ସେ ଗୋଟିଏ ଦିନରେ ଗୀତ ଶୁଣି ମନେ ରଖି ଦିଅନ୍ତି ବୋଲି କହିଛନ୍ତି।ଏହା ସହ ସେ ଭଲ ଅଭିନୟ ମଧ୍ୟ କରନ୍ତି, ଓଡ଼ିଶାର ବେଷ୍ଟ୍ ଡ୍ରାମେବାଜ ରିଆଲିଟି ସୋ ରେ ମଧ୍ୟ ସେ ଅଭିନୟ କରିଛନ୍ତି।

 

ବାସ୍ତବରେ ହିଁ କୁନି କୁନି ପିଲାଙ୍କ ଭିଡ଼ିଓ କୁ ଲୋକେ ଖୁବ ଅଧିକ ପସନ୍ଦ କରିଥାନ୍ତି । ଛୋଟ ପିଲାଟିଏ ଯେପରି ନାଚ କି ଗୀତ ପରିବେଷଣ କରୁ ନା କାହିଁକି ତାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଥାଏ । ତେବେ ନିକଟରେ ସିଦ୍ଧାର୍ଥ ଟିଭି ର ଏକ ରିଆଲିଟି ସୋ “ଓଡ଼ିଶାର ନୂଆ ସ୍ୱର” ରେ ଓଡ଼ିଆ ସିଙ୍ଗର ଅମ୍ରିତା “ଠକି ଦେଲୁ, ତୁ ଠକି ଦେଲୁ….”ଏକ ଗୀତ ଗାଇଥିଲେ ଯେଉଁଥିରେ ଭାଇରାଲ୍ ବଏ ଶାନ୍ତନୁ ନାଚି ନାଚି ଏଞ୍ଜୟ୍ କରୁଥିବାର ନଜର ଆସିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.