ପାକିସ୍ତାନ ଇମ୍ରାନ ଖାଁ ଦେଲେ ଭାରତ କୁ ଚେତାବନୀ । ଜୁଧ୍ୟ ପାଇଁ ପ୍ରସ୍ତୁତି ହୁଅ । ନହେଲେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପାକିସ୍ତାନ ଭାରତ କୁ କେଉଁ ଧମକ ଦେଇଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଋଷିଆ ଏବଂ ୟୁକ୍ରେନ ଲଢେଇ ମଧ୍ୟରେ ବର୍ତ୍ତମାନ ସାମ୍ନା କୁ ଆସିଛି ଏକ ବଡ ଖବର । ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଟୁଇଟ କରି ଏହା ଲେଖିଛନ୍ତି କି, ମୁଁ ସବୁବେଳେ ଆଲୋଚନା କୂଟନିତୀ ମାଧ୍ୟମରେ ସମାଧାନ ଚାହେଁ ।କିନ୍ତୁ କେବେବି ଏହାକୁ ଦୁର୍ବଳତାର ସଙ୍କେତ ରୂପେ ଗ୍ରହଣ କରିବା ଠିକ୍ ନୁହେଁ । ଇମ୍ରାନ ଙ୍କ ଏହି ଟୁଇଟ ପାଇଁ ବର୍ତ୍ତମାନ ସାରା ବିଶ୍ବ ରେ ଚର୍ଚ୍ଚା ଜୋର ଧରିଛି ।

 

 ଆଉ ଏମିତି ବି ପ୍ରଶ୍ନ ଉଠୁଛି କି କଣ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି କି ପାକିସ୍ତାନ ।ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ସାରା ବିଶ୍ଵ ର ନଜର ରହିଛି ,ଆଉ ଏହି ସମୟ ରେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଙ୍କ ଟୁଇଟ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବାଲାକୋଟ ରେ ଇଣ୍ଡିଆ କରିଥିବା ଏୟାର ଷ୍ଟାଇକ ଉପରେ ଇମରାନ ଟୁଇଟ କରିଥିବା ସୃଷ୍ଟ ଜଣା ପଡିଛି ।

 

ଭାରତୀୟ ବାୟୁ ସେନା ଅଧ ରାତି ରେ ପାକିସ୍ତାନ ସୀମା ରେ ପଶି ବାଲାକୋଟ ସ୍ଥିତ ଜୟସେ ଇ ମହମ୍ମଦ ର ଆକନ୍ତି ଠିକଣା ଗୁଡିକ ଧ୍ବ – ସଂ କରିଥିଲା । ସେହି ଷ୍ଟ୍ରାଇକ କୁ ବାଲାକୋଟ ଏୟାର ଷ୍ଟ୍ରାଇକ କୁହାଯାଇଥିଲା ଏବଂ ସେହି ଷ୍ଟ୍ରାଇକ କୁ ବର୍ତ୍ତମାନ 3 ବର୍ଷ ପୁରି ଯାଇଛି ।ତେବେ ବର୍ତ୍ତମାନ ସମୟ ରେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ପ୍ରତ୍ୟେକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ଧମକ୍ ଦେଇଛନ୍ତି ।

 

 

ତେବେ ବର୍ତ୍ତମାନ ସମୟ ରେ ଇମରାନଙ୍କ ଏପରି ଟୁଇଟ କୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ତେବେ ବର୍ତ୍ତମାନ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ସାରା ବିଶ୍ବ ଚିନ୍ତା ରେ ରହିଛି । ଏପରି ସମୟ ରେ ଇମରାନଙ୍କ ଏପରି ଟୁଇଟ ସମସ୍ତଙ୍କୁ ସ୍ତ- ବ୍ଧ କରି ରଖିଦେଇଛି ଏବଂ ସେହି ଟୁଇଟ ବର୍ତ୍ତମାନ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *