ବନ୍ଧୁଗଣ ଆଜିକାଲି ଯୁଗ ଏତେ ଆଧୁନିକ ହୋଇଗଲାଣି ଯେ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଯୋଡ଼ିତ ଅଟନ୍ତି । ତେବେ ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ କି ଅନେକ ସମୟ ରେ ଅନେକ ଗୁଡ଼ିଏ ଫଟୋ ତଥା ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହାକି ସମସ୍ତଙ୍କୁ ଚକିତ କରି ରଖି ଦେଇଛି । ତେବେ ବନ୍ଧୁଗଣ ଆସନ୍ତୁ ଦେଖି ନେବା ସେହି ଭିଡ଼ିଓ ଟି ରେ କଣ ଅଛି ,ଯିଏ ଦେଖୁଛି ଚକିତ ହେଉଛି ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ସାମ୍ନା କୁ ଆସିଛି , ଯେଉଁଥିରେ କି ଏହା ଦେଖା ଯାଇଛି ଯେ ଗୋଟେ ଛୋଟ ପିଲା ଟି ଏ କୁକୁର ପରି ଭୋକୁ ଅଛି । ତେବେ ଦର୍ଶକ ବନ୍ଧୁ ଦେଖା ଯାଇଛି ଯେ ,ଏକ ଛୋଟ ପିଲା ଟି ଏ ମେଡିକାଲ ରେ ରହି ଚିକିତ୍ସିତ ହେଉଥିବା ବେଳେ କିଛି କଥା ନ କହି ସେ କୁକୁର ପରି ଭୋ ଭୋ ହେଉଅଛି। ତେବେ ଏହି ଭିଡିଓ ଟି ଲୋକ ମାନେ ଦେଖିବା ପରେ କହିଛନ୍ତି ଯେ ପିଲା ଟି କୁ ରାବିଜ୍ ରୋଗ ହୋଇଛି ।
ଆପଣ ମାନଙ୍କୁ ଜାଣି ରଖୁଛୁ ଯେ ,ପିଲା ଟି କୌଣସି ମାନସିକ ତଥା କୌଣସି ଅଜଣା ରୋଗ ରେ ପୀଡିତ ହେବା କାରଣ ରୁ ମଣିଷ ପରି କୌଣସି କଥା ନ କହି କୁକୁର ପରି ଭୋ ଭୋ ହେଉଛି । ଜାଣି ରଖୁଛୁ ଯେ , ସେହି ପିଲା ଟି କୁ କୁକୁର କାମୁଡ଼ା କିମ୍ବା ରାବିଜ୍ ରୋଗ ହୋଇ ନାହିଁ ।
ବନ୍ଧୁଗଣ କହି ରଖୁଛୁ ଯେ ,ଯେ କୌଣସି କୁକୁର କାମୁଡିବା ଦ୍ବାରା ଏହି ରାବିଜ୍ ରୋଗ ହୋଇ ନଥାଏ । ଯଦି ରାବିଜ୍ ରୋଗ ହୋଇଥିବା କୌଣସି କୁକୁର ଆଦି କାମୁଡି ଥାଏ ତାହେଲେ ଏହି ରାବିଜ୍ ରୋଗ ହୋଇଥାଏ । ତେବେ ଏହି ପିଲା ଟି କୌଣସି ପ୍ରକାରର ଅଜଣା ତଥା ମାନସିକ ରୋଗ ରେ ପୀଡିତ ଅଛି । ଏଥିପାଇଁ ପିଲା ଟି କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରି ସୁସ୍ଥ କରାଯିବା ଉଚିତ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।