ଦେଖନ୍ତୁ କେମିତି ଚାଲିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଜୁଧ୍ୟ । ଦେଖନ୍ତୁ Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଥମୁନି ଋଷ-ୟୁକ୍ରେନ୍ ମଧ୍ୟରେ ଥିବା ବିବାଦ।ଋଷ ଟାର୍ଗେଟରେ ଏବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରିବାର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସବୁ ଆଡ଼େ ଛାଇ ଯାଇଛି । ତେବେ ଏହି ଯୁଦ୍ଧ କୁ 6 ଦିନ ବିତିଗଲାଣି । ତେବେ ଆପଣ ମାନେ ତ ଦେଖିଥିବେ ଯେ ରୁଷ ର ଆକ୍ରମଣ ୟୁକ୍ରେନ ଉପରେ ଭାରି ପଡ଼ିଛି । ରୁଷ ର ବୋମା ମାଡ଼ ରେ ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ତେବେ ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା ହେଉଛି ଋଷ ର ମୂଳ ଲକ୍ଷ୍ୟ ।

 

କିବ ର ନିକଟ ରେ ଥିବା ବିମାନବନ୍ଦର ଗୁଡିକୁ  ରୁଷ ମିସାଇଲ ରେ ଆ-କ୍ର-ମ-ଣ କରିଛି । ତେବେ ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ଚିନ୍ତା ରେ ପଡିଛନ୍ତି ଓ ମିଡ଼ିଆ ସାମ୍ନା କୁ ଆସି କହିଛନ୍ତି ଯେ ସେମାନେ ବର୍ତ୍ତମାନ ଅସୁରକ୍ଷିତ ଅଛନ୍ତି । ତେବେ ୟୁକ୍ରେନ ର ରାଷ୍ଟ୍ରପତି କହିଛନ୍ତି ଯେ କୌଣସି ବି ମୁହୂର୍ତ୍ତ ରେ ମୁଁ ୟୁକ୍ରେନ କୁ ଛାଡ଼ି ଅନ୍ୟ କୌଣସି ସ୍ଥାନ କୁ ଯିବି ନାହିଁ। ଆଉ ଏହାପରେ କହିଛନ୍ତି ଯେ ,ମୁଁ ରୁଷ ନିକଟରେ ମୁଣ୍ଡ ନୁଆଁଇ ନ ଥିବାରୁ ମୁଁ ପ୍ରଥମ ଟାର୍ଗେଟ ରେ ରହିଛି ।

 

ୟୁକ୍ରେନ ର ରାଷ୍ଟ୍ରପତି ଜେନେଲିଷ୍କ ଙ୍କୁ ମାରିବାକୁ ଚାହୁଁଛି ଋଷ ,କିନ୍ତୁ ଜେନେଲିଷ୍କ ଋଷ ଆଗରେ ମୁଣ୍ଡ ନୁଆଇଁବେ ନାହିଁ । ୟୁରୋପୀୟ ଦେଶ ଗୁଡ଼ିକ ସହିତ କଥା ହୋଇ ସେ ନାଟୋ ସହିତ ମିଶାଇବାକୁ ଚାହୁଁଛନ୍ତି ,ହେଲେ ରୁଷ ର ଭୟ ରେ କେହି କିଛି କହିଲେ ନାହିଁ । ତେବେ ଜେନେଲିଷ୍କ କହିଛନ୍ତି ଏହି ଯୁଦ୍ଧ ରେ ଯେଉଁ ମାନେ ପ୍ରାଣ ହରାଇଛନ୍ତି ସେମାନେ କୌଣସି ଯୋଦ୍ଧା ଠାରୁ କମ୍ ନୁହଁନ୍ତି । 

 

 ତେବେ ଜଣାଇ ରଖୁଛୁ ଯେ ରୁଷ ବର୍ତ୍ତମାନ ସମୟ ରେ ୟୁକ୍ରେନ ର ଜନ ଗହଳି ସ୍ଥାନ କୁ ଟାର୍ଗେଟ କରୁଥିବାରୁ ବର୍ତ୍ତମାନ ୟୁକ୍ରେନ ରେ ଅନେକ ଲୋକ ଙ୍କ ମୃ – ତ୍ୟୁ ହେଉଛି । ଏହା ସହିତ ରୁଷ ୟୁକ୍ରେନ ର ଓଡେଶା ଦ୍ଵୀପ କୁ କବଜା କରିଛି।  ତେବେ ଏଭଳି ସ୍ଥିତି ରେ ୟୁକ୍ରେନ ସାହାଯ୍ୟ ମାଗୁଥିବା ବେଳେ ଆମେରିକା ସିଧା ସିଧା ମନା କରିଦେଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.