ବଲିଉଡ ସିନେ ଜଗତରେ ହାହାକାର । ଅମିତାଭ ବଚନ ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଅସୁସ୍ଥ ହେଲେ କି ବିଗ୍ ବି ? ଟୁଇଟ୍‌ର ମିଳିଲା ସୂଚନା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ ।ତେବେ ବର୍ତ୍ତମାନ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ଜୟ ବଚ୍ଚନ ଙ୍କ କୋରନା ରପୋର୍ଟ ରେ ପଜେଟିଭ ଆସିଛି । ସମସ୍ତ ବଚ୍ଚନ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିନେତ୍ରୀ ଜୟା ବଚ୍ଚନ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟିନ ରହିଛନ୍ତି । ବର୍ତମାନ ବଚ୍ଚନ ପରିବାର ରେ ସମସ୍ତ ଲୋକମାନେ କୋରନା ଟେଷ୍ଟ କରିଛନ୍ତି । 

 

ଅଭିନେତା ଅମିତାଭ ବଚ୍ଚନ ମଧ୍ୟ କିଛି ଦିନ ତଳେ କୋରନା ରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଥିଲେ । ବର୍ତ୍ତମାନ ଜୟା ବଚ୍ଚନ ଚର୍ଚ୍ଚାରେ ରହିଛନ୍ତି । ତେବେ ରବିବାର ରାତିରେ ବିଗ୍‌ ବି ଟୁଇଟ୍‌ କରି କହିଛନ୍ତି, ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି । ମୁଁ ଚିନ୍ତିତ ଅନୁଭବ କରୁଛି । ଆଶା କରୁଛି ସବୁକିଛି ଠିକ୍‌ ହୋଇଯିବ । ବିଗ୍‌ ବି’ଙ୍କ ଏହି ଟୁଇଟ୍‌ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଶଂସକମାନେ ସ୍ପଷ୍ଟ ହୋଇପାରୁନାହାନ୍ତି ତାଙ୍କ ସହ କ’ଣ ହୋଇଛି । ସେମାନେ ମଧ୍ୟ ଅମିତାଭଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

 

ବଲିଉଡର ବିଗ୍ ବି ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୟସ ବର୍ତମାନ ୮୦ ବର୍ଷ । ଏହି ବୟସରେ ସେ ୧୨ ଘଣ୍ଟା କାମ କରୁଛନ୍ତି । ସେ କେବେ ହେଲେ ନିଜ କାମକୁ ନେଇ ଅବହେଳା କରନ୍ତି ନାହିଁ । ଏବେ ବିଗ୍ ବି ଏକ ଟ୍ୱିଟ୍ କରି ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ତାଙ୍କର ଏହି ତ୍ୱିଟ୍ ରେ ତାଙ୍କ ଫାନ ତଥା ତାଙ୍କ ସୁଭକଙ୍କ୍ଷୀ ମାନେ ଈଶ୍ୱର ଙ୍କ ଠାରେ ପ୍ରାର୍ଥନା କରିବାକୁ ଲାଗିଲେଣୀ । ତେବେ ଏହା ସ୍ପଷ୍ଟଭାବରେ ଜଣା ପଡିନି, ପ୍ରକୃତରେ ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ନା ନାହିଁ କି କଣ ହୋଇଛି ତାଙ୍କର । ବିଗ୍ବି ଙ୍କ ଏହି ଟ୍ୱିଟ କରି ଜଣାଇଲା ପରେ ପ୍ରଶଂସକ ମାନଙ୍କ ମନରେ ଏବେ ବହୁତ ପ୍ରଶ୍ନ ସୃଷ୍ଟି ହୋଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *