ଏହି ଭିଡ଼ିଓ କୁ ନେଇ ଏବେ ସାରା ବିଶ୍ଵ ରେ ଚର୍ଚ୍ଚା । ପ୍ରତିଟି ଭାରତୀୟ ଏହି ଭିଡ଼ିଓ ଥରେ ଦେଖନ୍ତୁ ଓ Share କରନ୍ତୁ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ୟୁକ୍ରେନ ରୁ ସାମ୍ନା କୁ ଆସିଛି କିଛି ଏପରି ଚିତ୍ର ଯାହାକି ଆମକୁ ଭାରତୀୟ ବୋଲି ଗର୍ବ ଅନୁଭବ କରାଇବ। ତେବେ ୟୁକ୍ରେନ ରେ କେବଳ ଭାରତୀୟ ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ପତାକା ଦେଖାଇ ନିସ୍ତାର ପାଉ ନାହାନ୍ତି ବରଂ ଅନେକ ପାକିସ୍ଥାନୀ ଏବଂ ତୁର୍କୀ ଛାତ୍ର ଛାତ୍ରୀ ମାନେ ମଧ୍ୟ ତ୍ରିରଙ୍ଗା ପତାକା ଦେଖାଇ ବର୍ଡର ପାର କରିଛନ୍ତି ।

 

ଫେବୃୟାରୀ 27 ତାରିଖ ର କିଛି ଭିଡିଓ ଏହା ଜାହିର କରିଛି ଭାରତ ର ପ୍ରତିଷ୍ଠା ଏବଂ ନିରପେକ୍ଷତା । ଶତ୍ରୁ ଦେଶ ହେଲେ ମଧ୍ୟ ପାକିସ୍ଥାନୀ ମାନେ ନିଜ ଜୀବନ ର ସୁରକ୍ଷା ପାଇଁ କରିଛନ୍ତି ଭାରତ ର ବ୍ୟବହାର। ଦକ୍ଷିଣ ୟୁକ୍ରେନ ରୁ ଆସିଥିବା ଜଣେ ଡ଼ାକ୍ତରୀ ଛାତ୍ର ଏହା କହୁଛନ୍ତି ଯେ ,ଭାରତୀୟ ହେଲେ ତଥା ତ୍ରିରଙ୍ଗା ପତାକା ଦେଖାଇଲେ ଆମକୁ କିଛି କ୍ଷତି ପହଞ୍ଚା ଜୀବନୀ ।

 

ଏପରିକି କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ମଧ୍ୟ ଭାରତୀୟ ଛାତ୍ର ଛାତ୍ରୀ ମାନଙ୍କୁ ସେପରି କରିବାକୁ ପରାମର୍ଶ ଦେଇଥିଲେ । ଆଉ ଏଥିପାଇଁ ଛାତ୍ର ଛାତ୍ରୀ ମାନେ ବଜାର ରୁ ସ୍ପ୍ରେ ପେଣ୍ଟ ଆଣି ଭାରତୀୟ ପତାକା ତିଆରି କରିଥିଲେ । ସ୍ଥଳ ପଥ ରେ ରୋମାନିଆ ଓ ପୋଲାଣ୍ଡ ଆସିବାକୁ ଗାଡ଼ି ରେ ଲଗାଇଥିଲେ ତ୍ରିରଙ୍ଗା ପତାକା । ଆଉ ଏଥିପାଇଁ ବଡ ଭରଷା ନେଇଥିଲେ ଋଷ ସୈନ୍ୟ ।

 

ଅନ୍ୟପଟେ ପାକିସ୍ଥାନ ସରକାର ନିଜସ୍ବ ଉଦ୍ୟମ ରେ ବର୍ଡର ଲାଇନ୍ ପାର୍ ହେବାକୁ କହିଥିଲେ । ଏହାପରେ ସେମାନଙ୍କୁ ଦେଶ କୁ ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । କିନ୍ତୁ ଇମ୍ରାନ୍ ଙ୍କ ନୀତି ରେ ଅସ୍ପଷ୍ଟ ଭାବ ଦେଖି ପାକିସ୍ତାନୀ ଛାତ୍ରଛାତ୍ରୀ ମାନେ ଆପଣେଇ ଥିଲେ ଭାରତୀୟ ନୀତି । 

 

ସେମାନେ ତ୍ରିରଙ୍ଗା ପତାକା ଧରିଥିଲେ ଆଉ ଚେକ୍ ପୋଷ୍ଟ ରେ ଭାରତ ମାତା କି ଜୟ କହିଥିଲେ । ତୁର୍କୀ ଛାତ୍ର ଛାତ୍ରୀ ମାନେ ମଧ୍ୟ ସମାନ ବାଟ ଆପଣେଇ ପାର ହୋଇଥିଲେ ୟୁକ୍ରେନ ସୀମା । ଯଦିଓ ପାକିସ୍ଥାନ ଭଳି ତୁର୍କୀ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ୟ ରଖେ ,କିନ୍ତୁ ଶତ୍ରୁତା ନୁହେଁ ମାନବିକତା ହି ଭାରତ ର ଧର୍ମ ତାହା ପୁଣି ଥରେ ପ୍ରମାଣିତ ହୋଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *